ତାରାତାରିଣୀ ସିରିଏଲ ଛାଡିବା ପରେ ଏବେ କଣ କରୁଛନ୍ତି Mohana, ଦେଖନ୍ତୁ

ଦର୍ଶକବନ୍ଧୁ ଓଡ଼ିଆ ସିରିଏଲ ର ଜବରଦସ୍ତ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ | ତାଙ୍କର ଖୁବ ସୁନ୍ଦର ଅଭିନୟ ମଧ୍ୟ ଆପଣମାନେ ବହୁତ ସାରା ସିରିଏଲ ରେ ନିଶ୍ଚିତ ଭାବରେ ଦେଖିଥିବେ | ତେବେ ଗତ କିଛିଦିନ ପୂର୍ବେ ତାଙ୍କୁ ଆପଣମାନେ ତାରାତାରିଣୀ ସିରିଏଲ ରେ ନେଗେଟିଭ କ୍ୟାରେକ୍ଟର ରେ ଅଭିନୟ କରୁଥିବାର ନିଶ୍ଚିତ ଭାବାରେ ଦେଖୁଥିବେ | ତ ଫ୍ରେଣ୍ଡ୍ସ ଏଇ ସିରିଏଲ ସାରିବା ପରେ ଓ ଛନ୍ଦିତା ବର୍ତମାନ କଣ କରୁଛନ୍ତି | ଆଗାମୀ ଦିନମାନଙ୍କରେ ସେ କେଉଁ ଟିଭି ସିରିଏଲ ରେ ନଜର ଆସିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା |

ଛନ୍ଦିତା ଆଗରୁ ବହୁତ ସାରା ସିରିଏଲ ଓ ସିନେମାରେ ଅଭିନୟ କରିସାରିଛନ୍ତି ଚାନ୍ଦିତା ପାଢ଼ୀ ତ ତୁଳସୀ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଆଜି ପର୍ଯ୍ୟନ୍ତ ଦର୍ଶକ ଭୁଲି ନାହାନ୍ତି | ତାରାତାରିଣୀ ସିରିଏଲ ରେ ନେଗେଟିଭ କ୍ୟାରେକ୍ଟର ରେ ଛନ୍ଦିତା ଙ୍କ ଅଭିନୟ ଆପଣମାନେ ଦେଖିଥିବେ ତ ଫ୍ରେଣ୍ଡ୍ସ ଏଇ ସିରିଏଲ କୁ ଛାଡିବା ପରେ ବର୍ତମାନ ଛନ୍ଦିତା ଛୁଟି ମନାଉଛନ୍ତି |


ଏହା ମଧ୍ୟ ରେ ସେ କିଛି ଓଡ଼ିଆ ଆଲବମ ରେ ମଧ୍ୟ ଅଭିନୟ କରୁଥିବାର ନଜର ଆସିଛନ୍ତି ଓ ଏଠି ସହିତ ସେ ମଡେଲିଂ ଓ ଫୋଟୋ ସୁଟ କରୁଥିବାର ନଜର ଆସିଛନ୍ତି | ତେବେ ଆଗାମୀ ଦିନରେ ଛନ୍ଦିତା ଙ୍କୁ ମଞ୍ଜରୀ ଟିଭି ର ଗୋଟେ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ପାଇ ପାରିବେ |

ହେଲେ ସେ ଏଥର ଏଇ ସିରିଏଲ ରେ କୋଉ କ୍ୟାରେକ୍ଟର ରେ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ ସେ ଏଥର ନେଗେଟିଭ କ୍ୟାରେକ୍ଟର ରେ ଅଭିନୟ କରିବେ ନା ପଜେଟିଭ କ୍ୟାରେକ୍ଟର ରେ ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ତେବେ ଆଗାମୀ ଦିନ ମାନଙ୍କରେ ମଞ୍ଜରୀ ଟିଭି ର ଏକ ଧାରାବାହିକରେ ଅଭିନୟ କରିବାକୁ ଯାଉଛନ୍ତି ଛନ୍ଦିତା ପାଢ଼ୀ |