ବନ୍ଧୁଗଣ ଆସନ୍ତୁ ଜାଣିବା ଓଡିଶା ପୋଲିସ ମାନଙ୍କର ଦରମା କେତେ ଓ କେମିତି ଜାଣିବା କୋଉ ପୋଲିସ ରାଙ୍କ କଣ ଆଉ ସେ କୋଉ ପୋଷ୍ଟ ରେ ଅଛି,ଆପଣ ମାନେ ଜାଣିଥିବେ ପୋଲିସ ମାନେ ଖାସ କରି ତାଙ୍କ ପୋଷାକ ର ଯତ୍ନ ନିଅନ୍ତି କାରଣ ତାଙ୍କ ପୋଷାକ ହିଁ ତାଙ୍କ ପାଇଁ ସବୁକିଛି ତାଙ୍କ ବ୍ୟାଚ ଓ ତାଙ୍କ ପୁରା ପରିଚୟ ତାଙ୍କ ପୋଷାକରେ ହିଁ ଥାଏ |
ପ୍ରଥମ ଆସେ କନେଷ୍ଟବଳ ଓଡିଶା ପୋଲିସ ରେ ସବୁଠୁ ତାଳସ୍ଥନରେ ଥାଏ କନେଷ୍ଟବଳ,ତାଙ୍କର କୌଣସି ଷ୍ଟ୍ରିପ ନଥାଏ କି ତାଙ୍କର କୌଣସି ଷ୍ଟାର ମଧ୍ୟ ନଥାଏ ଖାଲି ତାଙ୍କ ପୋଷାକ ରେ ଲେଖା ହୋଇଥାଏ OP ଓ ତା ଉପରେ ଆସେ ହେଡ଼ କନେଷ୍ଟବଳ ହେଡ କନେଷ୍ଟବଳ ଙ୍କ ର ତାଙ୍କ ହାତ ଉପରେ ଗୋଟେ ଷ୍ଟ୍ରିପ ଥାଏ | ତା ଉପର ପଦରେ ପାଦରେ ଥାଏ ହାବିଲଦାର ତାଙ୍କ ପୋଷାକ ଉପରେ 3 ଟି ଷ୍ଟ୍ରିପ ଥାଏ ଏ ତିନୋଟି ସବୁଠୁ ତଳ ସ୍ଥାନରେ ଥାଏ |
ତାପରେ ଆସନ୍ତି ନନ ଗ୍ୟାଯେଡ଼ ପୋଲିସ ଅଫିସର ସେଥିରେ ସବୁଠୁ ତଳ ସ୍ଥାନ ରେ ଥାନ୍ତି ସିଙ୍ଗଲ ଷ୍ଟାର ଵାଲା ଓ ତା ତଳେ ଗୋଟେ ରେଡ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଓ ତା ତଳେ OP ଲେଖାହୋଇଥାଏ | ତ ଜାଣିବେ ସେ ହୋଉଛି ASI, ଓ ତା ଉପରେ ରହିଲେ 2 ଟା ଷ୍ଟାର ଵାଲା ଓ ତା ତଳେ ଗୋଟେ ରେଡ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଓ ତା ତଳେ OP ଲେଖାହୋଇଥାଏ | ତ ଜାଣିବେ ସେ ହୋଉଛି SI ଓ ତା ତା ଉପରେ ରହିଲେ 3 ଟା ଷ୍ଟାର ଵାଲା ଓ ତା ତଳେ ଗୋଟେ ରେଡ ଷ୍ଟ୍ରିପ ଓ ବ୍ଲାକ ଷ୍ଟ୍ରିପ ଓ ତା ତଳେ OP ଲେଖାହୋଇଥାଏ ତ ଜାଣିବେ ସେ ହେଉଛନ୍ତି INSPECTOR |
ଓ ତା ଉପରେ ଥାନ୍ତି DSP ଯାହାର 3 ଟି ଷ୍ଟାର ଥାଏ ଓ ତା ତଳେ OPS ଲେଖାଯାଇଥାଏ ଏବଂ ତା ଉପରେ ଆସନ୍ତି ASP ୟାଙ୍କ ପୋଷାକରେ ଗୋଟେ ଅସକ ସ୍ତମ୍ବ ଥାଏ ଓ ତଳେ OPS ଲେଖାଥାଏ|
ଏବଂ ୟାପରେ ଆସନ୍ତି IPS, ଏଥିରେ ସବା ତଳସ୍ଥାନ ରେ ଥାନ୍ତି Astt Superrintendent ୟାଙ୍କର ପ୍ରଥମ ବର୍ଷ ଗୋଟେ ଷ୍ଟାର ଥାଏ ଓ ଦ୍ୱିତୀୟ ବର୍ଷ ଦୁଇଟା ଓ ତୃତୀୟ ବର୍ଷ DSP କୁହାଯାଏ ଓ ତାଙ୍କର ତିନଟି ଷ୍ଟାର ଥାଏ ଓ ତଳେ IPS ଲେଖାଥାଏ , ଓ ତା ଉପରେ ଆସେ ASP ଆସନ୍ତି ୟାଙ୍କର ଗୋଟେ ଅସକ ସ୍ତମ୍ବ ଓ ତଳେ IPS ଲେଖା ଥାଏ ଓ ୟା ଉପରେ ଆସନ୍ତି SP ୟାଙ୍କର ଗୋଟେ ଷ୍ଟାର ଓ ଅସକ ସ୍ତମ୍ବ ଓ ତଳେ IPS ଲେଖାଥିବ ଏବଂ ୟାଙ୍କ ଉପରେ ଆସନ୍ତି SP srGrade ୟାଙ୍କର ଦୁଇଟି ଷ୍ଟାର ଓ ଗୋଟେ ଅସକ ସ୍ତମ୍ବ ଓ IPS ଲେଖାଥିବ |
ଓ ୟାଙ୍କ ଉପରେ ଅଛନ୍ତି DIG ୟାଙ୍କ ପୋଷାକରେ 3ଟି ଷ୍ଟାର ଓ ଗୋଟେ ଅସକ ସ୍ତମ୍ବ ଓ ତଳେ IPS ଲେଖାଥିବ ଓ ୟାଙ୍କ ଉପରେ ଆସନ୍ତି IG ୟାଙ୍କର ପୋଷାକରେ ଗୋଟେ ଷ୍ଟାର ଆଉ ଗୋଟେ ଖଣ୍ଡା ଚିହ୍ନ ଥାଏ ଓ ତଳେ IPS ଲେଖାଥାଏ ଓ ସବା ଉପରେ ଆସନ୍ତି DGP ୟାଙ୍କର ପୋଷାକରେ ଗୋଟେ ଖଣ୍ଡା ଚିହ୍ନ ଓ ଗୋଟେ ଅସକ ସ୍ତମ୍ବ ଥାଏ ଓ ତଳେ IPS ଲେଖାଥାଏ ଓ ଏ ଷ୍ଟେଟ ର ସବୁଠୁ ପାୱାର ଫୁଲ ପୋଲିସ ହୋଇଥାନ୍ତି ଓ ୟାଙ୍କ ଦରମା ହେଉଛି ୨ଲକ୍ଷ ପଚିଶ ହଜାର ଟଙ୍କା ଏବଂ ୟାଙ୍କ ତଳେ ଥିବା IPS ମାନଙ୍କର ଦରମା 60000 ରୁ 2 ଲକ୍ଷ ପର୍ଯ୍ୟନ୍ତ ଥାଏ ଓ ସବା ତଳ ସ୍ଥାନରେ ଥିବା ପୋଲିସ ଙ୍କର ଦରମା 22000 ରୁ 30000 ଭିତରେ ଥାଏ |
ଏଥି ପାଇଁ ସବୁ କୁହନ୍ତି ମାଛ ଖାଇବ ଇଲିସି ଚାକିରୀ କରିବ ପୋଲିସ, ଓଡିଶା Police ମାନଙ୍କର ଦରମା କେତେ, ଜାଣି ଆଶ୍ଚର୍ଯ୍ୟ ହେବେ
