ଓଡିଶା ବାସୀଙ୍କୁ ଆଉ ତ୍ରାହି ନାହିଁ ଓଡିଶା କୁ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା ଯାହା ଆସନ୍ତା 16 ତାରିଖରେ କରିବ ଲ୍ୟାଣ୍ଡ ଫଲ ସୂଚନା ମୁତାବକ ଆସୁଥିବା ବାତ୍ୟା ଟି ଅତି ଭୟଙ୍କର ରୂପ ନେବ ଯାହାଦ୍ୱାରା ପ୍ରବଳ ବର୍ଷା ସହିତ ବିଜୁଳି ଘଡ ଘଡି ରେ ତାଣ୍ଡବ ରଚିବ ଆପଣମାନେ ନିଜ ଆଖିରେ ମଧ୍ୟ ଦେଖିପାରୁଥିବେ |
ଗତ 2 ରୁ 3ଦିନ ହେବ ସଖାଳ ସମୟରେ ଖରା ଥିବା ବେଳେ ଦୁଇପହର ଠାରୁ ବର୍ଷା ପବନ ସହିତ ବଜ୍ରପାତ ଆରମ୍ଭ ହେଇ ଯାଉଛି | ତ ଏଇଠୁ ଆପଣମାନେ ଚିନ୍ତା କରିପାରୁଥିବେ ବାତ୍ୟା ର ରୂପ ଧୀରେ ଧୀରେ ଉଗ୍ରରୂପ ନେବା ଆରମ୍ଭ କରିଦେଲାଣି ଯାହା ଆସନ୍ତା 16 ତାରିଖରେ ଏଇ ସବୁ ଜିଲ୍ଲାରେ ବାତ୍ୟାର ତାଣ୍ଡବ ରୂପ ଦେଖାଇବ |
ତେବେ ଦର୍ଶକବନ୍ଧୁ ଓଡିଶାକୁ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା ଓଡ଼ିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହିତ ବଜ୍ରପାତ ରେ ତାଣ୍ଡବ ରଚିବ ଯାହା ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି | ରାଜ୍ୟରେ ଆସନ୍ତା 24 ଘଣ୍ଟା ଭିତରେ ପ୍ରବଳ ବର୍ଷା ସହିତ ବଜ୍ରପାତ ର ମଧ୍ୟ ସମ୍ଭାବନା ରହିଛି କାରଣ 16 ତାରିଖରେ ଆସୁଥିବା ବାତ୍ୟା ଟି ଏବେ ଠାରୁ ଧୀରେ ଧୀରେ ବାତ୍ୟା ର ରୂପ ନେବା ଆରମ୍ଭ କରିଦେଲାଣି
ତେବେ ଏହାରି ମଧ୍ୟରେ ଘ୍ରୁନି ପ୍ରଳୟ ସୃଷ୍ଟି ର 48 ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ ଏହା ପ୍ରଭାବ ରେ ଓଡ଼ିଶାରେ 16 ତାରିଖରେ ବାତ୍ୟା ର ରୂପ ନେଇ ପ୍ରବଳ ବର୍ଷା ସହିତ ବଜ୍ରପାତ ର ତାଣ୍ଡବ ରଚିବ |
ସେହିପରି ଭାବରେ ଆନ୍ଧ୍ର ତେଲେଙ୍ଗାନା ଓ ସତିଶଗଡ ରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏ ନେଇ IMD ଡିଇଏମ ମୃତୁନଜେୟ ମହାପାତ୍ର ସୂଚନା ଦେଇଛନ୍ତି ତେବେ ଏହାରି ଭିତରେ ଭଦ୍ରକ ଯାଜପୁର କେନ୍ଦୁଝର ବଲାଙ୍ଗୀର କଳାହାଣ୍ଡି କଟକ ଜଗତସିଂହପୁର କେନ୍ଦ୍ରାପଡ଼ା କୋରାପୁଟ ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି |