ଆଜିକାଲି,IAS ଠାରୁ ଆରମ୍ଭ କରି ଏକ ଘରୋଇ କମ୍ପାନୀର ଚାକିରି ପାଇଁ ସାକ୍ଷାତକାର ବାଧ୍ୟତା ମୂଳକ | ଏହି ଏପରି କିଛି ପ୍ରଶ୍ନ ପଚରାଯାଉଛି ଯାହା କାହାର ମନକୁ ହତାଶ କରିପାରେ | ବାସ୍ତବରେ, ଏହି ସାକ୍ଷାତକାର ଗୁଡ଼ିକର ମୁଖ୍ୟ କାରଣ ହେଉଛି ପ୍ରାର୍ଥୀଙ୍କ IQ ପରୀକ୍ଷା କରିବା | ଆସନ୍ତୁ ଆମେ ଆଜି ଆପଣଙ୍କ ପାଇଁ ଏପରି କିଛି ଅଜବ ଏବଂ ମଜାଦାର ପ୍ରଶ୍ନ ସମ୍ପର୍କରେ ଜଣେଇବୁ |
ପ୍ରଶ୍ନ- ଆପଣଙ୍କ ବିବାହ ପୂର୍ବରୁ ଆପଣଙ୍କ ଭଉଣୀ ମୋ ସହ ପଲେଇକି ବାହାହେଲେ ଆପଣ କଣ କରିବେ ?
ଉତ୍ତର- ମୋ ପାଇଁ ଏହା ଖୁସିର ବିଷୟ ହେବ | କାରଣ ଆପଣଙ୍କ ଭଳି ସିନିଅର ଆଇ.ଏ.ଏସ. ଅଫିସରଙ୍କୁ ମୋ ଭଉଣୀ ବିବାହ କରିବ |
ପ୍ରଶ୍ନ- ମୁଁ 2 ଲକ୍ଷ ଟଙ୍କାର ହାତ ଘଣ୍ଟା ପିନ୍ଧିଚି ଏବଂ ତୁମେ 250 ଟଙ୍କାର ହାତ ଘଣ୍ଟା ପିନ୍ଧିଛ | ଏଥିରୁ କଣ ପ୍ରକାଶ ପାଉଛି ?
ଉତ୍ତର- ଏହା ଆପଣଙ୍କ ଏବଂ ମୋର ସ୍ଥିତି ଦେଖାଉଛି | ଆପଣଙ୍କ ସ୍ଥିତି କ’ଣ ଏବଂ ମୋର କ’ଣ? ଆପଣଙ୍କ ସ୍ଥିତି ମୋ ଠାରୁ ବଡ, ତେଣୁ ଆପଣ ମହଙ୍ଗା ଘଣ୍ଟା ପିନ୍ଧିଛନ୍ତି ଏବଂ ମୁଁ ଆପଣଙ୍କ ଜଣେ ଛାତ୍ର, ତେଣୁ ମୁଁ ଶସ୍ତା ଘଣ୍ଟା ପିନ୍ଧିଛି |
ପ୍ରଶ୍ନ- ଝିଅଟି ଯଦି ନିଜର ସବୁ ପୋଷାକ ଖାଲି କରିଦେଲେ ଦେଲେ କଣ ହେବ ?
ଉତ୍ତର- ସେ ଯେଉଁ ତରରେ ପୋଷାକ ଶୁଖାଇଥିବା ତାହା ଖାଲି ହେଇଯିବ |
ପ୍ରଶ୍ନ- ସାକ୍ଷାତକାର ସମୟରେ ପରୀକ୍ଷକ ଏକ କପ କଫି ମଗେଇ ପରିକ୍ଷାର୍ଥୀ ଙ୍କ ସାମ୍ନା ରେ ରଖି ପଚାରିଲେ, what is before you ?
ଉତ୍ତର- ପରୀକ୍ଷାର୍ଥୀ ଜଣକ ଉତ୍ତର ରେ ‘T’ କହିଥିଲେ | କାରଣ ପରୀକ୍ଷକ ଜଣକ ‘U’ ପୂର୍ବରୁ କଣ ଆସେ ବୋଲି ପଚାରିଥିଲେ | ଅର୍ଥାତ ‘U’ ପୂର୍ବରୁ ‘T’ ଆସିଥାଏ |
ପ୍ରଶ୍ନ: ପ୍ରତି ମାସ କିଏ ତୁମ ପାଖକୁ ଆସି 24 ଘଣ୍ଟା ବିତାଇବା ପରେ ଚାଲିଯାଏ ?
ଉତ୍ତର – ତାରିଖ, କାରଣ ଯେକୌଣସି ତାରିଖ ଗୋଟିଏ ମାସ ପରେ ଆସେ କିନ୍ତୁ 24 ଘଣ୍ଟା ପରେ ଚାଲିଯାଏ |
ପ୍ରଶ୍ନ- ଏମିତି କେଉଁ ଜନିଷ ଅଛି ଯାହା ପୁଅଙ୍କର ଛୋଟ ଆଉ ଝିଅ ମାନଙ୍କର ବଡ ବଡ ?
ଉତ୍ତର- ବାଳ |
ଆପଣ ଉପରୋକ୍ତ ପ୍ରଶ୍ନ ଉତ୍ତର ଦେଖି ଜାଣି ପାରୁଥିବେ ଯେ, ସାକ୍ଷାତକାରରେ କେଉଁ ପ୍ରକାରର ପ୍ରଶ୍ନ କରାଯାଇଥାଏ |