ଇଣ୍ଟରଭିୟୁରେ ପଚରାଗଲା- ଶରୀରର କେଉଁ ଅଙ୍ଗ ଶୋଇବା ପରେ ବଡ଼ ହେଇ ଯାଇ ଥାଏ? ଝିଅଟି ଦେଲେ ଏପରି ଉତ୍ତର କି ବେହୋସ ହୋଇଗଲେ ସାର

ଆଜିକା ସମୟ ରେ କେହି ବି ବିନା ଇଣ୍ଟରଭିୟୁ ରେ ଚାକିରୀ କରି ନ ଥାନ୍ତି I କିଛି ଇଣ୍ଟରଭିୟୁ ସହଜ ହେଇଥାଏ I କିନ୍ତୁ କିଛି ଇଣ୍ଟରଭିୟୁ ପାସ କରିବା ସମ୍ଭବ ହେଇ ନ ଥାଏ I କାରଣ ପରୀକ୍ଷ ସମୟ ରେ ସମୁଖ ରେ ଥିବା ବ୍ୟକ୍ତି ଆପଣ ଙ୍କ ର IQ କ୍ଷମତା ଜାଣିବାକୁ ଚେଷ୍ଟା କରିଥାନ୍ତି I

ତେବେ ସେଠାରେ ଆପଣ ଙ୍କର ମାନସିକ ଦକ୍ଷତା କୁ ବି ଦେଖାଯାଇଥାଏ I କାରଣ ଆପଣ ଯେଉଁ ପଦବୀ ରେ ନିଯୁକ୍ତ ହେବାକୁ ଯାଉଛନ୍ତି ସେଥିପାଇ ଆପଣ ମାନସିକ ରୂପେ କେତେଦୂର ପ୍ରସ୍ତୁତ ହେଇଥାନ୍ତି ଏହା ଦେଖାଯାଇଥାଏ I ଚାଲନ୍ତୁ ଜାଣିବା ଏପରି କିଛି ପ୍ରଶ୍ନ ଓ ଉତ୍ତର ଵିଷୟ ରେ I

ପ୍ରଶ୍ନ 1 – ବିହାର ର ଲିଙ୍ଗ ଅନୁପାତ କେତେ ?
ଉତ୍ତର – ବିହାର ରେ ଲିଂଗନୁପାତ 918 ମହିଳା ପ୍ରତି ହଜାରେ ପୁରୁଷ ରେ I

ପ୍ରଶ୍ନ 2- ବିହାର ରେ ପୁରୁଷ ଙ୍କ ର ଜନସଂଖ୍ୟା କେତେ ?
ଉତ୍ତର – ବିହାର ରେ ପୁରୁଷ ଙ୍କ ର ଜନସଂଖ୍ୟା 5.48 କୋଟି I

ପ୍ରଶ୍ନ 3 – ବିହାର ରେ ମହିଳା ଙ୍କ ର ଜନସଂଖ୍ୟା କେତେ ?
ଉତ୍ତର – ବିହାର ରେ ମହିଳା ଙ୍କ ର ଜନସଂଖ୍ୟା 4.98 କୋଟି I

ପ୍ରଶ୍ନ 4 – ମୋଟର କାର ର ଆବିଷ୍କାର କିଏ କରିଥିଲେ ?
ଉତ୍ତର – ମୋଟର କାର ର ଆବିଷ୍କାର କାର୍ଲ ବେଜ କରିଥିଲେ I

ପ୍ରଶ୍ନ 5 – ଆରବ ସାଗର ର ରାଣୀ କାହାକୁ କୁହାଯାଇଥାଏ ?
ଉତ୍ତର – ଆରବ ସାଗର ର ରାଣୀ କୋଚିନ ଅଟନ୍ତି I

ପ୍ରଶ୍ନ 6 – ଶରୀର ର କେଉଁ ଅଙ୍ଗ ଶୋଇବା ପରେ ବଡ଼ ହେଇଥାଏ ?
ଉତ୍ତର – ଶରୀର ରେ ଆଖି ର ପଲକ ଶୋଇବା ପରେ ବଡ଼ ହେଇଥାଏ I