କଣ ଆପଣ ବିବାହ ପୂର୍ବ ରୁ ଆଉ କାହାରି ସହ ସୋଇପାରିବେ ? ପ୍ରତୋକ ଯୁବକ ଙ୍କ ର ଏକ ସ୍ବପ୍ନ ହେଇଥାଏ କି ସେମାନେ ଭଲ ପାଠ ପଢି ଏକ ଭଲ ଚାକିରୀ କରିବେ I ନିଜ ର ଏକ ସୁନ୍ଦର ଭବିଷ୍ୟ ଗଢିବେ I କିନ୍ତୁ ଏହି ସ୍ବପ୍ନ ସହଜ ରେ ପୁରା ହେଇ ନ ଥାଏ I
ପ୍ରତୋକ ଚାକିରୀ କରିବାକୁ ହେଲେ ଆପଣ ଙ୍କୁ କିଛି ଇଣ୍ଟରଭିୟୁ ଦେଇ ଯିବାକୁ ହେଇଥାଏ ଏବଂ ଏହି ଇଣ୍ଟରଭିୟୁ ରେ ଆପଣ ଙ୍କ ର IQ ଦେଖାଯାଇଥାଏ I IAS ପରୀକ୍ଷା ରେ ପଚରାଯାଉଥିବା ପ୍ରଶ୍ନ ଖୁବ କଷ୍ଟକର ହେଇଥାଏ I ଆଜି ଆମେ ଏହିପରି କିଛି ପ୍ରଶ୍ନ ଆପଣ ଙ୍କ ପାଁଇ ନେଇ ଅଶିଚୁ I
1.ପ୍ରଶ୍ନ – ସକାଳୁ ଉଠିବା ପରେ ଆପଣ ଜାଣିବାକୁ ପାନ୍ତି କି ଆପଣ ଗର୍ଭବତୀ ଅଟନ୍ତି ଆପଣ ପ୍ରଥମେ କଣ କରିବେ ?
ଉତ୍ତର – ଏହାଜାଣି ମୁ ଖୁସି ହେବି ଓ ପ୍ରଥମେ ମୁ ମୋ ସ୍ୱାମୀ ଙ୍କୁ ଏହା ଜଣାଇବି I ଏହା ପରେ ପୁରା ପରିବାର କୁ ଜଣାଇବି I
2.ପ୍ରଶ୍ନ – ଦୁଇ ଯାଆଁଳା ସନ୍ତାନ ମନୀଷ ଓ ସନ୍ତୋଷ ମଇ ରେ ଜନ୍ମ ହେଇଥିଲେ , କିନ୍ତୁ ତାଙ୍କ ଜନ୍ମଦିନ ଜୁନ ରେ ପାଳନ ହେଉଛି ?
ଉତ୍ତର – ମଇ ଏକ ସ୍ଥାନ ର ନାମ ଅଟେ I
3.ପ୍ରଶ୍ନ – ଆପଣ ଏକ ହାତ ରେ ହାତୀ କୁ କିପରି ଉଠାଇବେ ?
ଉତ୍ତର – ଏପରି କେଉଁ ହାତ ନାହିଁ ଯେଉଁଥିରେ ହାତୀ କୁ ଉଠାଇ ହେବ I
4.ପ୍ରଶ୍ନ – ଯଦି କୌଣସି କାନ୍ଥ କୁ 8 ଜଣ ଲୋକେ 10 ଘଣ୍ଟା ରେ କରୁଛନ୍ତି ତେବେ ଏହି କାନ୍ଥ କୁ 4 ଜଣ ଲୋକେ କେତେ ସମୟ ରେ କରିବେ ?
ଉତ୍ତର – କାନ୍ଥ ଟି ପ୍ରଥମ ରୁ ହିଁ ହେଇସାରିଥିବ I
5.ପ୍ରଶ୍ନ – ଜେମ୍ସ ବନ୍ଦ ବିନା ପାରାଚୁଟ ରେ ତଳ କୁ ଓଲ୍ହାଇଥିଲେ ଏବଂ ବଂଚିଗଲେ ?
ଉତ୍ତର – କାରଣ ଆରୋପ୍ଲେନ ଟି ରନୱେ ରେ ଥିଲା I
6.ପ୍ରଶ୍ନ – କଣ ବିବାହ ପୂର୍ବ ରୁ ତୁମେ କାହାରି ସହ ସୋଇପାରିବ ?
ଉତ୍ତର – ହଁ ମୁ ମୋ ପରିବାର ସହ ସୋଇପାରିବି I ଏହା କୌଣସି ଖରାପ କଥା ନୁହେ I
7. ପ୍ରଶ୍ନ – ଯୁବତୀ ପଂଜାବୀ ସୁଟ ପିନ୍ଧିଥିଲେ , କିନ୍ତୁ ତଥାବି ସେ ବିକିନି ରେ ଥିଲେ ?
ଉତ୍ତର – ବିକିନି ଏକ ଜାଗା ର ନାମ ଅଟେ I