IAS ଇଣ୍ଟରଭିୟୁ ରେ ପଚରାଗଲା; ହିନ୍ଦୁ ଓ ମୁସଲିମ ମଧ୍ୟରୁ କାହାକୁ କରିବେ ସପୋର୍ଟ ଏହି ଉତ୍ତର ଦେଇକି ଚୟନ ହେଇଗଲେ

ପ୍ରତୋକ ବର୍ଷ ଦିନ ରାତି ଏକ କରି ବିଦ୍ୟାର୍ଥୀ ମାନେ ପାଠ ପଢି UPSC ପରୀକ୍ଷ ଦେଇଥାନ୍ତି I କିନ୍ତୁ ଏହା ର ଫଳାଫଳ ପରେ ବିଦ୍ୟାର୍ଥୀ ମାନେ ଇଣ୍ଟରଭିୟୁ ର ସମୁଖୀନ କରିଥାନ୍ତି I ଏବଂ ଏଥିରେ ଖୁବ କଷ୍ଟକର ପ୍ରଶ୍ନ ମଧ୍ୟ ପଚରାଯାଇଥାଏ I 2017 ରେ ହେଇଥିବା ପରୀକ୍ଷ ରେ 350 ରାଙ୍କ ରେ ସାକ୍ଷୀ ପାସ କରିଥିଲେ I ଏବଂ ସେ ବର୍ତମାନ ସେ IRS ବିଭାଗ ରେ କମିଶନର ପଦବୀ ରେ ଅଛନ୍ତି I

ଏହିପରି ହେଇଥାଏ IAS ଇଣ୍ଟରଭିୟୁ
ପ୍ରଶ୍ନ -ଯଦି ଆପଣ ୟୁପି ରେ କୌଣସି ଜେଲ ର ଡିଷ୍ଟ୍ରିକ ମାଜିଷ୍ଟ୍ରେଟ ହେବେ , ଏବଂ ଏକ ପ୍ରଶ୍ନ ରେ ତାଙ୍କୁ ପଚରାଯାଇଥିଲା ହିନ୍ଦୁ ସମାଜ ରେ ରାମ ନବନି ଦିନ ଯଦି ମୁସଲିମ ସମାଜ ର ଲୋକେ ଆସି ଦଙ୍ଗା କରନ୍ତି ଏବଂ ସେହି ବାଟ ଦେଇ ଆପଣ ସେ ସମୟ ରେ ଯାଉଥିବେ I ତେବେ ସେଠାରେ ଆପଣ କଣ କରିବେ I

ଏହା ର ଉତ୍ତର ରେ ସୃଷ୍ଟି କହିଛନ୍ତି କି ଉଭୟ ଦଳର ଲୋକ ଙ୍କ ର ଭାବନା କୁ ସଂମାନ ଦେବୀ କାରଣ ଏ ଦୁହେଁ ହିଁ ଆମ ସମାଜ ର ପ୍ରତିନିଧି ଅଟନ୍ତି I ଏବଂ ଏପରି ସ୍ତିତି କୁ ସମାଧାନ କରିବାକୁ ଉଭୟ ପକ୍ଷ ର ମୁକ୍ଷ୍ୟ ମୁକ୍ଷ୍ୟ ଲୋକ ଙ୍କ ସହ ଆଲୋଚନା କରିବି I ଏବଂ ଉଭୟ ଙ୍କୁ ବସାଇ ଶାନ୍ତି ରେ ସମାଧାନ କରିବି I

ଏବଂ ମୁ ଡିଷ୍ଟ୍ରିକ ମାଜିଷ୍ଟ୍ରେଟ ହେଇଥିବା ରୁ ମୋ ପାଖ ରେ ଉଭୟ ଦଳ କୁ ନେଇ ସମାଧାନ କରିବା ର ଅଧିକାର ରହିଛି I ଏବଂ ଉଭୟ ଙ୍କୁ କଡା ତାଗିତ ମଧ୍ୟ କରିବି I

ଏଥିରେ ପୁଣି ପ୍ରଶ୍ନ କରାଯାଇଥିଲା ଯଦି ଏକ ଦଳ ର ଲିଡର ଜଣେ ବିଧାୟକ ଙ୍କ ର ଭାଇ ହେଇଥିବେ ତେବେ ସେହି ବିଧାୟକ ଯଦି ସର୍ବଦା ଆପଣ ଙ୍କ ସହ ବସା ଉଠା କରୁଥିବେ ତେବେ କଣ କରିବେ I ଯେତେ ନିଜ ର ହେଇଥିଲେ ମଧ୍ୟ ନିଷ୍ପତି ଏକ ହିଁ ରହିବ ଉଭୟ ଙ୍କୁ ଏକ ସମୟ ରେ ପଦଯାତ୍ରା ପାଁଇ ଅନୁମତି ମିଳିବ ନାହିଁ I

ଯଦି ବିଧାୟକ ଆପଣ ଙ୍କ କଥା ମଣିଗଲେ କିନ୍ତୁ ମଣ୍ଡଳ ଆୟୁକ୍ତ ଯିଏ ଆପଣ ଙ୍କ ର 10 ବର୍ଷ ସିନିଅର କମିଶନର ହେଇଥିବେ ସେ କହିବେ ଜଣ ଙ୍କୁ ପରମିସନ ଦିଅ ଓ ଅନ୍ୟ ଙ୍କୁ ଦିଅ ନାହିଁ ତେବେ ଆପଣ କଣ କରିବେ I ଏପରି କ୍ଷେତ୍ର ରେ ବିଦ୍ୟାର୍ଥୀ କହିଥିଲେ ସେହି ସିନିଅର ଙ୍କୁ ମୁ କହିବି ଏହା ମୋତେ ଲିଖିତ ଆକାର ରେ ଦରକାର I ଏହା ର ଦାଇତ୍ୱ ମୁ ମୋ ମୁଣ୍ଡ ଉପର କୁ ନେବି ନାହିଁ I

ଅଧିକାରୀ ପୁଣି ପ୍ରଶ୍ନ କରିଲେ ଯଦି ସିନିଅର ଅଫିସର ମନା କରିବେ ଲିଖିତ ଦେବାକୁ ତ ଆପଣ କଣ କରିବେ I ଆପଣ ଙ୍କୁ ପ୍ରମୋସନ ନ ଦେବାକୁ ଧମକାଇବେ ତେବେ କଣ କରିବେ I ବିଦ୍ୟାର୍ଥୀ କହିଥିଲେ ଏହା ମୋର କାମ ଉପରେ ନିର୍ଭର କରୁଛି କାହାରି ଧମକ ରେ ମୁ ଭୁଲ ନିଷ୍ପତି ନେବି ନାହିଁ I