ଇଣ୍ଟରଭିୟୁରେ ଝିଅକୁ ପଚରାଗଲା- ତମ ଶରୀରର କେଉଁ ଅଙ୍ଗ ସବୁବେଳେ ଓଦା ରହି ଥାଏ? ଝିଅଟି ଦେଲା ଏପରି ଉତ୍ତର କି ସାର ବେହୋସ …

ଆଜିକା ସମୟ ରେ କୌଣସି ବି ଚାକିରୀ ବିନା ଇଣ୍ଟରଭିୟୁ ରେ ସଫଳ ହେଇ ନ ଥାଏ | ଚାକିରୀ କରିବାକୁ ହେଲେ ଆପଣ ଙ୍କୁ ଏକ ଇଣ୍ଟରଭିୟୁ ର ସମୁଖୀନ କରିବାକୁ ହେଇଥାଏ | କିଛି ଇଣ୍ଟରଭିୟୁ ସହଜ ହେଇଥାଏ ତ କିଛି ବହୁତ କଷ୍ଟକର ହେଇଥାଏ | ତେବେ ସରକାରୀ ଇଣ୍ଟରଭିୟୁ ରେ ଏପରି କିଛି ପ୍ରଶ୍ନ ପଚରାଯାଇଥାଏ ଯାହା କି ଖୁବ କଷ୍ଟକର ହେଇଥାଏ |

ଏହି ଇଣ୍ଟରଭିୟୁ ରେ ସମୁଖ ରେ ଥିବା ବ୍ୟକ୍ତି ଆପଣଙ୍କ ର ମନ ସ୍ତିତି ଜାଣିବାକୁ ଚେଷ୍ଟା କରିଥାନ୍ତି | ଏବଂ ଆପଣ ଙ୍କ ର ଏହି ଇଣ୍ଟରଭିୟୁ ରେ |Q ଟେଷ୍ଟ କରାଯାଇଥାଏ | ତେବେ ଚାଲନ୍ତୁ ଜାଣିବା ଆଜି ଆମେ ଏପରି କିଛି ପ୍ରଶ୍ନ ବିଷୟ ରେ ଯାହା କି ପରୀକ୍ଷା ରେ ପଚରାଯାଇଥାଏ |

ଏପରି ପ୍ରଶ୍ନ ରେ କିଛି ଲୋକ ଙ୍କ ର ଭିର୍ନ ଭିର୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ କିନ୍ତୁ ଏହା ର ଉତ୍ତର ଖୁବ ସରଳ ହେଇଥାଏ , ଏପରି ପ୍ରଶ୍ନ ରେ କୌଣସି ଅଶ୍ଳୀଳତା ରହି ନ ଥାଏ | ହେଲେ ଏହି ଇଣ୍ଟରଭିୟୁ ରେ ଆପଣ ଙ୍କୁ କିଛି ସେକେଣ୍ଡ ମଧ୍ୟ ରେ ହିଁ ଉତ୍ତର ଦେଖିବାକୁ ହେଇଥାଏ |

ପ୍ରଶ୍ନ – ଶରୀର ର କେଉଁ ଅଙ୍ଗ ସର୍ବଦା ଓଦା ରହିଥାଏ ?
ଉତ୍ତର – ମନୁଷ୍ୟ ର ଜିଭ ସର୍ବଦା ଓଦା ରହିଥାଏ |