ପାଦ ତଳୁ ମାଟି ଖସିଯିବ ଯେତେବେଳେ ଆପଣ ଜାଣିବେ କି ମହିଳାଙ୍କୁ କେତେ କଷ୍ଟ ହୁଏ ପିଲା ଜନ୍ମ ହେବା ସମୟର

ମଣିଷ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ ଯାହାକୁ ନ ଚାହିଁଲେ ମଧ୍ୟ ସେହି କଷ୍ଟ ଦେଇ ଗତି କରିବାକୁ ପଡିଥାଏ I ଏହା ମଧ୍ୟ କୁହାଯାଇଥାଏ କି ଜୀବନକାଳ ରେ ମହିଳା ଯେତିକି କଷ୍ଟ ସହିଥାନ୍ତି ପୁରୁଷ ମାନେ ସେତିକି କଷ୍ଟ ସହିନଥାନ୍ତି I

ଯେପରି କି ଆମେ ସମସ୍ତେ ଭାବିଥାନ୍ତି କି ମହିଳାମାନେ ବହୁତ କମଜୋର ହେଇଥାନ୍ତି କିନ୍ତୁ ବାସ୍ତବରେ ମହିଳା ମାନେ ହିଁ ଅଧିକ ଶକ୍ତିଶାଳୀ ପୁରୁଷ ଙ୍କ ଅପେକ୍ଷା I ଏବଂ ମହିଳାଙ୍କ ର ସହନ ଶକ୍ତି ମଧ୍ୟ ଅଧିକ ହେଇଥାଏ I ଦେଖିବାକୁ ଗଲେ ମହିଳାମାନେ ଅଧିକ କଷ୍ଟ ସନ୍ତାନ କୁ ଜନ୍ମ ଦେବା ସମୟ ରେ ପାଇଥାନ୍ତି I

ଯେପରି ମହିଳା ମାନେ ପିଲାକୁ ଜନ୍ମ ଦେବା ସମୟ ପାଖେଇ ଆସିଥାଏ ତ କଷ୍ଟ ବି ଧୀରେ ଧୀରେ ବଢିଥାଏ ଏବଂ ଏହି ସମୟ ରେ ବାନ୍ତି ହେବା ସହ ଥକାପଣ ମଧ୍ୟ ଅନୁଭବ ହେଇଥାଏ I

ଜଣେ ମହିଳା ଯେତିକି କଷ୍ଟ 9 ମାସ ପିଲା କୁ ପେଟ ରେ ରଖିବାରେ ହେଇ ନ ଥାଏ ତା ଠାରୁ ଅଧିକ କଷ୍ଟ ହେଇଥାଏ ପିଲାକୁ ଜନ୍ମ ଦେବା ସମୟ ରେ I ଜଣେ ମହିଳା ପିଲାକୁ ଜନ୍ମ ଦେବା ସମୟ ରେ ଯେଉଁ କଷ୍ଟ ପିଠା ତାହା 200 ହାଡ଼ ଭାଙ୍ଗିଲେ ଯେତିକି କଷ୍ଟ ତା ସହ ସମାନ ହେଇଥାଏ I

ସେହି କାରଣ ରୁ ମା ଙ୍କୁ ସବୁଠାରୁ ଅଧିକ ଉଚା ସ୍ଥାନ ରେ ରଖାଯାଇଥାଏ I ପ୍ରତୋକ ବ୍ୟକ୍ତି ନିଜ ମା ଙ୍କୁ ସଂମାନ ଦେବା ନିହାତି ଆବଶ୍ୟକ ହେଇଥାଏ I