ଡିଭର୍ସ ପାଇଁ ଜାଣିଶୁଣି କୋଟ ଆସୁ ନାହାନ୍ତି ବର୍ଷା, Anubhav ଖୋଲିଲେ ମୁଁହ କହିଲେ ଏମିତି କଥା

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ 2014 ମସିହାରେ ଅନୁଭବ ଓ ବର୍ଷା ଦୁହେଁ ଦୁହିଁଙ୍କୁ ଭଲପାଇ ବିବାହ କରିଥିଲେ କିନ୍ତୁ ବର୍ତମାନ ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇ ସେମାନେ ପରସ୍ପରଙ୍କ ବିରୁଦ୍ଧରେ କୋର୍ଟ ରେ ହାଜର ହୋଇଛନ୍ତି ତାହେଲେ ଅନୁଭବ ବର୍ଷା ଙ୍କ ଠାରୁ ଅଲଗା ହେବାପାଇଁ ଚାହୁଁଥିବା ବେଳେ ବର୍ଷା କିନ୍ତୁ ଫ୍ୟାମିଲି କୋର୍ଟ ରେ ଅନୁଭବ ଙ୍କ ସହ ରହିବାପାଇଁ ଆବେଦନ କରିଛନ୍ତି |

କିନ୍ତୁ ଏହି ଫ୍ୟାମିଲି କୋର୍ଟ ରେ ମିଡିଏସନ ସମୟରେ ବର୍ଷା 6 ମାସ ହେବ କୋର୍ଟ ରେ ହାଜିର ହେଉ ନାହାନ୍ତି ବୋଲି ଏମିତି ସଂଘିନ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି ତାହେଲେ ଅନୁଭବ ମହାନ୍ତି ଏହା ବାବଦରେ କୋର୍ଟ କୁ ଚାରିଥର ଜଣାଇବା ସତ୍ୱେ ତାଙ୍କୁ କୌଣସି ହେଲେ ଫାଇଦା ମିଳିପାରୁ ନାହିଁ | ଅନୁଭବ କହିଛନ୍ତି ବର୍ଷା ସୋସିଆଲ ମିଡିଆରେ ନିଜର ଫୋଟୋ ଓ ଭିଡିଓ ଗୁଡାକ ସେୟାର କରୁଛନ୍ତି କିନ୍ତୁ କୋର୍ଟ ର ଏଇ କାର୍ଯ୍ୟରେ ତାଙ୍କ ପାଇଁ 5 ମିନିଟ ସମୟ ନାହିଁ |


ଏହା ଛଡା ଅନୁଭବ ମହାନ୍ତି କହିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ଏମିତି କାମ କରି କୋର୍ଟ ର ଆଉ ତାଙ୍କର ସମୟ ବର୍ବାଦ କରୁଛନ୍ତି ଓ ଏଥି ସହିତ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି କହିଛନ୍ତି ଅନୁଭବ ମହାନ୍ତି ଓ ଅନ୍ୟପଟରେ ବର୍ଷା ଙ୍କ ଓକିଲ କହିଛନ୍ତି କି ବର୍ଷା ର ସ୍ଵସ୍ଥ ଅବସ୍ଥା ଖରାପ ଥିବାରୁ ସେ ଏଥର କୋର୍ଟ ରେ ହାଜର ହୋଇପାରି ନାହାନ୍ତି | କିନ୍ତୁ ଏହା ପୂର୍ବରୁ ମଧ୍ୟ ଅନୁଭବ ମଧ୍ୟ ବହୁତ ଥର କୋର୍ଟ ରେ ହଜାର ହୋଇନାହାନ୍ତି |

ତାହେଲେ ବର୍ତମାନ ଏହିଭଳି ପରସ୍ପରଙ୍କ ବିରୁଦ୍ଧରେ ବହୁତ ସାରା ଅଭିଯୋଗ କରୁଥିବାର ନଜର ଆସିଛନ୍ତି ଅନୁଭବ ଓ ବର୍ଷା ତାହେଲେ ଫ୍ରେନ୍ଡବ୍ସ ଆପଣମାନଙ୍କୁ ଅନୁଭବ ଓ ବର୍ଷା ଙ୍କ ଯୋଡି କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |