ପଖାପାଖି ୧୨ ବର୍ଷ ପୂର୍ବରୁ ଗଙ୍ଗାରେ ଭସେଇ ଦେଇଥିଲେ ପୁଅର ଶବକୁ, ଏବେ ହେଲା କିଛି ଏପରି ଯାହାକୁ ଦେଖି ସ୍ତବ୍ଦ ହୋଇଗଲେ ପୁରା ଗାଁ ର ଲୋକମାନେ

ଆପଣ ଗାଁ ରେ ଏପରି କିଛି ଘଟଣା ସମ୍ପର୍କ ରେ ଶୁଣିଥିବେ ଯାହାଙ୍କୁ ସାପ କାମୁଡି ଦେଇଛି ଏବଂ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ହେଇଯାଇଛି I ଅନେକ ସମୟ ରେ ଆପଣ ସୋସିଆଲ ମିଡ଼ିଆ ରେ ଏପରି ଅନେକ ଖବର ଶୁଣିଥାନ୍ତି ଯାହା କି ବେଶ ଆଶ୍ଚଯ୍ୟକର ହେଇଥାଏ I ଏବଂ ଏହି ଘଟଣା ଟି ବୁଲାନ୍ଦ ସହର ର ଅଟେ I ଏବଂ ଏହି ଘଟଣା ସମ୍ପର୍କ ରେ ଜାଣି ପୁରା ଗାଁ ର ଲୋକେ ଆଶ୍ଚଯ୍ୟ ହେଇଯାଇଛନ୍ତି I

ଏହି ଗାଁ ରେ 12 ବର୍ଷ ପୂର୍ବେ ଏକ ପିଲା କୁ ସାପ କାମୁଡ଼ିବାରୁ ତାଙ୍କ ର ମୃତ୍ୟୁ ହେଇଥିଲା ଏବଂ ପରମ୍ପରା ମୁତାବକ ପିଲାଟି ର ଶବ କୁ ସେ ନଦୀ ରେ ବୁହାଇ ଦେଇଥିଲେ I କିନ୍ତୁ ଅଚାନକ ପିଲାଟି ବଡ଼ ହେଇ ନିଜ ପିତାମାତା ଙ୍କ ସମୁଖ ରେ ଆସି ପହଞ୍ଚିଥିଲା I ଏହି ଘଟଣା ରେ ଆପଣ ହୁଏତ ବିଶ୍ୱାସ କରି ନ ପାରନ୍ତି I

ସେ ସମୟ ରେ ଗଗନ ଙ୍କ ର ବୟସ ତିନି ବର୍ଷ ର ଥିଲା ସାପ କାମୁଡିବା ପରେ ଘର ଲୋକେ ପାଖ ର ଏକ ଗାଁ କୁ ଚିକିତ୍ସା ପାଁଇ ଯାଇଥିଲେ କିନ୍ତୁ ସେଠାରେ ପିଲାଟି ର ମୃତ୍ୟୁ ହେଇଥିଲା I ଏବଂ ନଦୀ ରେ ଭସାଇ ଦେବା ପରେ କିଛି ସାପ ଧରାଳି ଲୋକେ ଏହି ପିଲାଟି କୁ ନେଇ ସୁସ୍ଥ କରିଥିଲେ I

ତେବେ ବର୍ତମାନ 12 ବର୍ଷ ର ଗଗନ ସାପୁଆ ଲୋକଙ୍କ ସହ ତାଙ୍କ ଗାଁ ଝରିଆ ଅଳମପୁର ରେ ପହଞ୍ଚିଥିଲା I ଏବଂ ତାଙ୍କ ପରିଜନ ଲୋକଙ୍କୁ ଦେଖି ସଂଗେ ସଂଗେ ଜାଣିପାରିଥିଲା I ଏବଂ ଘର ଲୋକେ ଯେତେବେଳେ ଗଗନ ଙ୍କ ର ଶରୀର ରେ ଥିବା ଚିହ୍ନ ସମ୍ପର୍କ ରେ ପଚାରିଥିଲେ ତ ସେହି ଲୋକେ ସବୁ ସତ କଥା କହିଦେଇଥିଲେ ଏବଂ ତାଙ୍କ ଘର ଲୋକଙ୍କୁ ତାଙ୍କ ପୁଅ କୁ ହସ୍ତାନ୍ତର କରିଥିଲେ I

ତେବେ ବର୍ତମାନ ର ଏହି ଖବର ଲୋକଙ୍କୁ ବି ବେଶ ଆଶ୍ଚଯ୍ୟ କରିଥାଏ I ସାପ କାମୁଡି ବା ପରେ ଡାକ୍ତର ମାନେ ଯେଉଁ ପିଲାଟି କୁ ମୃତ ଘୋଷିତ କରିଥିଲେ ସେ ବାସ୍ତବ ରେ ଜୀବିତ ଥିଲା I