୧୧ ବର୍ଷିଅ ପାକିସ୍ତାନୀ ପିଲାଟି ଭୁଲରେ ପାର କରିଦେଲା ସୀମାରେଖା, ତାପରେ ଭାରତୀୟ ଯବାନ ମାନେ ତା ଯାହା କରିଲେ ତାହା ସବୁଠୁ ଅଜବ ଥିଲା

ଭାରତ ଓ ପାକିସ୍ତାନ ଦୁଇ ଦେଶ ଯାହା ଙ୍କ ମଧ୍ୟ ରେ କେବେ ହେଲେ ଭଲ ସମ୍ପର୍କ ରହିନାହିଁ I ତେଣୁ ଭାରତ ଏବଂ ପାକିସ୍ତାନ ର ବର୍ଡ଼ର ରେ ସେନା ଙ୍କୁ କଡା ସୁରକ୍ଷା ରେ ନିୟୋଜିତ କରାଯାଇଛି I ଏହା ସତ୍ୱେ ମଧ୍ୟ କିଛି ଆତଙ୍କୀ କାର୍ଯ୍ୟାକାପ ଘଟାଇବା ଉଦେଶ୍ୟ ରେ କିଛି ଆତଙ୍କବାଦୀ ସୀମା ଡେଇଁ ଭାରତ ମଧ୍ୟ କୁ ପ୍ରବେଶ କରିଥାନ୍ତି I ଉଭୟ ଦେଶ ନିଜ ନିଜ ର ସୀମା ରେଖା ରେ କଡା ସୁରକ୍ଷା ରଖିଛନ୍ତି I ଯାହା ଦ୍ୱାରା ସେହି ସୀମାନ୍ତ ରେ ରହୁଥିବା ଜନ ସାଧାରଣ ଲୋକେ ଯେପରି ନିରାପଦ ରେ ରହିପାରିବେ I ଯେତେବେଳେ ଉଭୟ ଦେଶ ମଧ୍ୟ ରେ ଯୁଧ୍ୟ ହେଇଥାଏ ତ ଏହି ଜନବାସୀ ଙ୍କ ର ଜୀବନ ପ୍ରତି ଅଧିକ ବିପଦ ରହିଥାଏ I

ରେ ବର୍ଡ଼ର ପାଖ ରେ ରହୁଥିବା ଏକ ପାକିସ୍ତାନୀ ପରିବାର ପାଁଇ ଚିନ୍ତା ର କାରଣ ସେତେବେଳେ ପାଲଟିଥିଲା ଯେତେବେଳେ ତାଙ୍କ ର 11 ବର୍ଷ ର ପିଲାଟି ଭୁଲ ରେ ବର୍ଡ଼ର କ୍ରସ କରି ଭାରତ ସୀମା କୁ ଚାଲି ଆସିଥିଲା I ଏବଂ ଭାରତୀୟ ଆର୍ମି ପିଲାଟି କୁ ଧରିଥିଲେ I ଅବଦୁଲ୍ଲା ନାମ 11 ବର୍ଷ ର ପିଲାଟି LOC ପାର କରି ଭାରତୀୟ ସୀମା ମଧ୍ୟ କୁ ପ୍ରବେଶ କରିଥିଲେ I

ତେଣୁ ଏହି ପିଲାଟି ଯେତେବେଳେ ଭାରତୀୟ ଆର୍ମି ଙ୍କ ହାତ କୁ ଆସିଥିଲା ତ ପିଲାଟି କୁ କାଶ୍ମୀର ପୋଲିସ କୁ ହସ୍ତାନ୍ତର କରାଯାଇଥିଲା I ଏବଂ କାଶ୍ମୀର ପୋଲିସ ହେପାଜତ ରେ ପୁଣି ପାକିସ୍ତାନ ସରକାର ଙ୍କୁ ହସ୍ତାନ୍ତର କରିଥିଲା I ଏହି ଫେରାଇବା ପ୍ରକ୍ରିୟା ତିନି ଦିନ ସମୟ ଲାଗିଥିଲା I

ସବୁଠୁ ବଡ କଥା କି ପିଲାଟିକୁ ପାକିସ୍ତାନ ପଠାଇବା ପୂର୍ବରୁ ଭାରତୀୟ ଆର୍ମି ପିଲାଟିକୁ ନୂଆ କପଡା ଓ ହାତରେ ଏକ ମିଠା ପ୍ୟାକେଟ ମଧ୍ୟ ଦେଇଥିଲେ I

ସତରେ ଭାରତୀୟ ଯବାନଙ୍କ ର ଯେତେ ପ୍ରଶଂସା କରିଲେ ମଧ୍ୟ ଖୁବ କମ ଅଟେ I ଭାରତୀୟ ଆର୍ମି ଯେତିକି ଭୟାନକ ସେତିକି ହିଁ ଦୟାଳୁ ଅଟନ୍ତି I ଭାରତୀୟ ଆର୍ମି ଓ କାଶ୍ମୀର ପୋଲିସ ନେଇଥିବା ପଦକ୍ଷପ ପ୍ରଶଂସନୀୟ ଅଟେ I

ଆଗାମୀ ଦିନ ରେ ଅବଦୁଲ୍ଲା ଯେପରି ଭାରତୀୟ ଯବାନ ଙ୍କ ପ୍ରତି ସ୍ନେହ ଭାବନା ରଖିଛି ସେହିପରି ଆହୁରି ଅନେକ ପାକିସ୍ତାନୀ ସେନା ଙ୍କ ମନ ରେ ଏହି ଭାବନା ଜାତ ହେବ I