ପାକିସ୍ତାନୀ ଅଭିନେତ୍ରୀ ଙ୍କର ଦୁଃଖ, କାନ୍ଦିକି କହିଲେ- ପ୍ରଥମେ କପଡା ଖୋଲନ୍ତି, ସହି ହୁଏ ନାହିଁ …

ବଲିଉଡ ଫିଲ୍ମ “ହିନ୍ଦୀ ମିଡିୟମ” ରେ କାମ କରିଛନ୍ତି ଇରଫାନ ଖାଁ ଙ୍କ ସହ ସହ ପାକିସ୍ତାନୀ ଅଭିନେତ୍ରୀ ସବା କମର ଙ୍କ ର ଏକ ଇଣ୍ଟରଭିୟୁ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ଏଠାରେ ସେ ନିଜ ର ଜୀବନ ର ଏକ ବଡ଼ ଦୁଖଦଃ ଅନୁଭୂତି ବିଷୟ ରେ ପରିପ୍ରକାଶ କରିଛନ୍ତି I

ଇଣ୍ଟରଭିୟୁ ରେ ସେ କାନ୍ଦି କାନ୍ଦି କହିଛନ୍ତି କି ପାକ ସରଜାମୀ ଯାହା କୁ ଆମେ ଆମ ଦେଶ ବୋଲି କହୁଚୁ ଏବଂ ପାକିସ୍ତାନ ଜିନ୍ଦାବାଦ କହୁଚୁ ସେଥାଏ ଆମ ସହ ଅନେକ ଅମାନୁଷିକ ବ୍ୟବହାର କରାଯାଉଛି I ଆମେ ଯେତେବେଳେ ଦେଶ ବାହାର କୁ ଯାଉଛୁ ଆମ କୁ ଖରାପ ଶୈଳୀ ରେ ଚେକିଂ କରାଯାଉଛି I ସବା ଏହା ମଧ୍ୟ କହିଛନ୍ତି ଏକ ସୁଟିଂ କାମ ରେ ସେ ବିଦେଶ ଗସ୍ତ ରେ ଯାଇଥିଲେ ଏବଂ ଯିବା ସମୟ ରେ ପାସ୍ପୋର୍ଟ କାରଣ ରୁ ଟିକେ ବିଳମ୍ୱ ହେଇଥିଲା I ବିମାନବନ୍ଧ୍ୟାର ରେ ମୋତେ ତନ ତନ କରି ଯାଞ୍ଚ କରାଯାଇଛି I ମୋର ଇଣ୍ଟରଭିୟୁ ନିଆଯାଇଥିଲା ଓ ଏହା ପରେ ମୋତେ ଛଡାଯାଇଥିଲା I ଏଥିରୁ ଆମେ ଅନୁମାନ କରିଥିଲୁ କି ପାକିସ୍ତାନ ର ସରକାର ଆମ ର ଇଜତ କରିବା ଶିଖିନାହିଁ I

ସବା କମର ଙ୍କ ର ଏହି ଭିଡିଓ କୁ ଲକ୍ଷ ଲକ୍ଷ ଲୋକେ ଦେଖି ସାରିଛନ୍ତି I ଏବଂ ଏହା ଖୁବ ଭାଇରଲ ମଧ୍ୟ ହେଇଚି I ଭିଡିଓ ପୋଷ୍ଟ କରିବା ପରେ ଏହି ୟୁଜର ଲେଖିଛନ୍ତି କି କେବଳ ସବା ନୁହନ୍ତି ଅନେକ ପାକିସ୍ତାନୀ ଯୁବତୀ ଙ୍କୁ ଏପରି ଖରାପ ଶୈଳୀ ରେ ପାକିସ୍ତାନ ବିମାନ ବନ୍ଧର ରେ ଚେକିଂ କରାଯାଉଛି I ପାକିସ୍ତାନ କୁ ଅନ୍ତରାଷ୍ଟ୍ରୀୟ ସ୍ତର ରେ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି କୁହାଯାଇଥାଏ I କାରଣ ସେଠାରେ ହାଫିଜ ସାଇଦ ଙ୍କ ପରି ଆତଙ୍କବାଦୀ ରହିଥାନ୍ତି I

ଅଭିନେତ୍ରୀ ସବା ଙ୍କର ଫ୍ୟାନ୍ସ ଭାରତ ରେ ମଧ୍ୟ ଅନେକ ଅଛନ୍ତି I ଭାରତ ରେ ଟିଭି ଚାନେଲ ଦ୍ୱାରା ହିଁ ସବା ଲୋକପ୍ରିୟତା ହାସିଲ କରିଥିଲେ I ପାକିସ୍ତାନୀ ଟିଭି ରେ ତାଙ୍କୁ ରାନୀ ନାମ ରେ ସମ୍ବୋଧନ କରାଯାଇଥାଏ I ଏବଂ ସର୍ବଶ୍ରେସ୍ଠ ଟିଭି ଜଗତ ର ଅଭିନେତ୍ରୀ ରୂପେ ପୁରସ୍କୃତ ମଧ୍ୟ ହେଇଛନ୍ତି I