ଯେପରି କି ଆପଣ ଜାଣିଥିବେ ବର୍ତମାନ ସମୟ ରେ ପାକିସ୍ତାନ ର ଅର୍ଥ ବ୍ୟବସ୍ତା ବହୁତ କମଜୋର ଅଟେ I ପାକିସ୍ତାନ ରେ ଏପରି ଅନେକ ଜିନିଷ ରହିଛି ଯାହା ର ଯଥେଷ୍ଟ ମୂଲ୍ୟ ବୃଦ୍ଧି ହେଇଚି I ବର୍ତମାନ ସମୟ ରେ ପାକିସ୍ତାନ ରେ ପେଟ୍ରୋଲ ର ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ହେଇଚି I ଯାହା କୁ ନେଇ ପାକିସ୍ତାନ ର ଜନ ସାଧାରଣ ବେଶ ଚିନ୍ତିତ ଅଟନ୍ତି I ଆଜି ଆଲୋଚନା କରିବା ପାକିସ୍ତାନ ରେ ପେଟ୍ରୋଲ ର ମୂଲ୍ୟ କେତେ ବୃଦ୍ଧି ହେଇଚି I
ପେଟ୍ରୋଲ ଏକ ପେଟ୍ରୋଲିୟମ ର ତରଳ ମିଶ୍ରଣ ଅଟେ I ଏହା କୁ ଗାଡି ରେ ଇନ୍ଧନ ରୂପେ ବ୍ୟବହାର କରାଯାଇଥାଏ I ଏହା ଏସିଟୋନ ପରି ଏକ ଶକ୍ତିଶାଳୀ ମିଶ୍ରଣ ଦ୍ରବ୍ୟ ଅଟେ I ଏଥିରେ ଏଲିଫେଟିକ ହାଇଡ୍ରୋକାର୍ବନ ରହିଥାଏ I ଯେଉଁଥିରେ ଆଇସୋ ଆକଟନ କିମ୍ବା ଏରମେଟିକ ହାଇଡ୍ରୋକାର୍ବନ ପରି ତାଲୂଇଁ ଓ ବେଞ୍ଜିନ ମିଶ୍ରଣ ହେଇଥାଏ I ଯାହା ଦ୍ୱାରା ଏହା ର ଉର୍ଜା ବୃଦ୍ଧି ହେଇଥାଏ I
ଏହା ର ବାଷ୍ପୀୟ ଦହନ ତାପମାନ ଶୂନ୍ୟ ରୁ 62 ଡିଗ୍ରୀ କମ ହେଇଥାଏ I ଏହା ସାମାନ୍ୟ ତାପମାତ୍ରା ରେ ମଧ୍ୟ ବାଷ୍ପୀୟ ଦହନ ହେଇଥାଏ I ସୀସା ର ବ୍ୟବହାର ଗ୍ୟାସଲିଂନ ରେ କରାଯାଇଥାଏ I କିନ୍ତୁ 2000 ମସିହା ରେ ଏହା ର ବ୍ୟବହାର ବନ୍ଦ କରାଯାଇଥିଲା I
ପାକିସ୍ତାନୀ ମିଡ଼ିଆ ଅନୁସାରେ କରାଚୀ ଓ ସିନ୍ଧ ରେ କ୍ଷୀର ମୂଲ୍ୟ 140 ଟଙ୍କା ପ୍ରତି ଲିଟର ହେଇଯାଇଛି I ଏବଂ ପାକିସ୍ତାନ ରେ ପେଟ୍ରୋଲ ର ମୂଲ୍ୟ 113 ଟଙ୍କା ପ୍ରତି ଲିଟର ରହିଛି ଏବଂ ଡିଜେଲ ର ମୂଲ୍ୟ 91 ଟଙ୍କା ପ୍ରତି ଲିଟର ଅଟେ I