ପାଞ୍ଚ ଦିନ ମଧ୍ୟରେ ୧୦ ହଜାର ଓଟଙ୍କୁ ଗୁଳି କରି ହତ୍ୟା କରିଦେବେ ଅଷ୍ଟ୍ରେଲିଆ ସରକାର, ମାରିବାର କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ

ପୁରା ଦୁନିଆ ରେ ଜୀବ ଜନ୍ତୁ ଙ୍କ ର ଉଦ୍ଧାର କାର୍ଯ୍ୟ ହିଁ କରାଯାଇଥାଏ I କିନ୍ତୁ ବିଗତ ଦିନ ରେ ଅଷ୍ଟ୍ରେଲିଆ ଜଙ୍ଗଲ ରେ ନିଆଁ ଲାଗିବା କୁ ନେଇ 50 କୋଟି ଜୀବ ମୃତ୍ୟୁ ବରଣ କରିଛନ୍ତି I ଏହା ପରେ ଅଷ୍ଟ୍ରେଲିଆ ରେ ବର୍ତମାନ 10 ହଜାର ଓଟ ଙ୍କୁ ଗୁଳି କରି ହତ୍ୟା କରାଯିବ I

ଏହି ଆଦେଶ ଅଷ୍ଟ୍ରେଲିଆ ର ଆଦିବାସୀ ନେତା ଦେଇଛନ୍ତି I ଏହି ଆଦେଶ କୁ ନେଇ ସବୁ ଲୋକେ ବେଶ ଆଶ୍ଚଯ୍ୟ ମଧ୍ୟ ହେଇଛନ୍ତି I ଏହି ନେତା ଙ୍କ ର ଏପରି ଆଦେଶ ର କାରଣ ଏହା କି ଶୁଖିଲା ଅଂଚଳ ରେ ପାଣି ଯେପରି ସଂଚିତ ହେଇ ରହିପାରିବ I ଏହି କାରଣ ରୁ ସେଠାକାର ନେତା 10 ହଜାର ଓଟ ଙ୍କୁ ଗୁଳି କରି ହତ୍ୟା କରିବା କୁ ନିର୍ଦେଶ ଦିଆ ଯାଇଛି I ବୁଧବାର ଦିନ ହେଲିକପ୍ଟର ମାଧ୍ୟମ ରେ ଏହି ଓଟ ଙ୍କୁ ଟାର୍ଗେଟ କରାଯିବ I

ମିଡ଼ିଆ ରିପୋର୍ଟ ଅନୁସାରେ କିଛି ଆଦିବାସୀ ସମୁଦାୟ ଏହି ଅଭିଯୋଗ କରିଛନ୍ତି I କାରଣ ଓଟ ମାନେ ଜଙ୍ଗଲ ରୁ ବାହାର ଜନବସତି ମୁହାଁ ହେଇଛନ୍ତି I ଏବଂ ସାଧାରଣ ଜନତା ଏହା କୁ ନେଇ ହଇରାଣ ହେଉଛନ୍ତି I

ଅନ୍ୟପଟେ ଏହା ମଧ୍ୟ ଜଣାଯାଇଛି କି ଗ୍ଳୋବାର ୱାର୍ମିଙ୍ଗ ରେ ମଧ୍ୟ ଏହି ପଶୁ ବିଶେଷ ଯୋଗଦାନ ଦେଉଛନ୍ତି I ଏହି ଜୀବ ଏକ ବର୍ଷ ରେ ଏକ ଟନ କାର୍ବନ ଉତ୍ପରଃନ କରିଥାନ୍ତି I ଅଷ୍ଟ୍ରେଲିଆ ର ରାଷ୍ଟ୍ରପତି ଜଙ୍ଗଲ ରେ ଥିବା ଏହି ଓଟ ଙ୍କ ପାଁଇ ସେପରି କୌଣସି ବିଶେଷ ଯୋଜନା କରିନାହାନ୍ତି I ତେଣୁ ଜଙ୍ଗଲ ରେ ଅଷ୍ଟ୍ରେଲିଆ ରେ ଓଟ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି I

କାର୍ବନ ଫରମିଂଜି ବିଶେଷଜ୍ଞ ଙ୍କ ଅନୁସାରେ ଏକ ଲକ୍ଷ ଜଙ୍ଗଲୀ ଓଟ ପ୍ରତୋକ ବର୍ଷ ଅଧିକ ରୁ ଅଧିକ କାର୍ବନ ଦଇଅକ୍ସାଇଡ ଓ ମିଥେନ ଉତ୍ପରଃନ କରିଥାନ୍ତି I ଏହା ଦ୍ୱାରା ପର୍ଯାବରଣ ମଧ୍ୟ ପ୍ରଦୂଷିତ ହେଉଛି I ଏବଂ ଏହା କୁ ନେଇ ପରିବେଶ ପ୍ରଦୂଷିତ ହେଉଛି I