ପରସ୍ପର ମଧ୍ୟରେ ନିଜର ସ୍ତ୍ରୀ ଙ୍କୁ ଅଦଳ ବଦଳ କରୁଥିଲେ ତିନି ସାଙ୍ଗ, ଗୋଟେ ଦିନେ ହେଲା ଏପରି କି …

ବିବାହ କୁ ହିନ୍ଦୁ ଧର୍ମ ରେ ଏକ ପବିତ୍ର ପରମ୍ପରା ବୋଲି କୁହାଯାଇଥାଏ I ପତିପତ୍ନୀ ଙ୍କ ର ସମ୍ପର୍କ ମଧ୍ୟ ଏକ ପବିତ୍ର ସମ୍ପର୍କ ଅଟେ I ବିଗତ ଦିନ ରେ ମୁମ୍ବାଇ ରେ ଏକ ସେକ୍ସ ରାକେଟ ର ଠାବ ହେଇଚି ଯେଉଁଥିରେ କି ଦେହ ବ୍ୟବସାୟ ଚାଲିବା ସହ ଏଠାରେ କିଛି ବନ୍ଧୁ ନିଜ ର ପତ୍ନୀ ଅଦଳବଦଳ ମଧ୍ୟ କରୁଥିଲେ I

ଏହି ଘଟଣା ଟି କାନ୍ଦିବଲି ପୂର୍ବ ରେ ସମତା ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଠାକୁର କମ୍ପ୍ଲେସ ଅଂଚଳ ର ଅଟେ I ଏଠାରେ ତିନି ଜଣ ବନ୍ଧୁ ନିଜ ପତ୍ନୀ ପରସ୍ପର ମଧ୍ୟ ରେ ଅଦଳ ବଦଳ କରୁଥିଲେ I କିନ୍ତୁ ଏହି ବନ୍ଧୁ ଙ୍କ ମଧ୍ୟ ରେ ଜଣେ ପତ୍ନୀ ଅନ୍ୟ ମାନଙ୍କ ନାମ ରେ ମାମଲା ରୁଜୁ କରିଥିଲେ I ଏହା ପରେ ପୋଲିସ ସମସ୍ତ ଙ୍କୁ ଗିରଫ କରୀଛି I

ପୋଲିସ କୁ ମିଳିଥିବା ସୂଚନା ଅନୁସାରେ କାନ୍ଦିବଲି ପୂର୍ବ ରେ ରହୁଥିବା ଆରୋପି ନିଜ ପରିବାର ସହ ରହୁଥିଲା I ତାଙ୍କ ର ବିବାହ 16 ବର୍ଷ ପୂର୍ବ ରେ ହେଇଥିଲା I ଏହି ବ୍ୟକ୍ତି ସେୟାର ମାର୍କେଟ ରେ ଚାକିରୀ କରନ୍ତି I ପ୍ରତୋକ ବନ୍ଧୁ ଏକ ଘରୋଇ କମ୍ପାନୀ ରେ ହିଁ ଚାକିରୀ କରୁଥିଲେ I ଏହି ବନ୍ଧୁ ଙ୍କ ମଧ୍ୟ ରୁ ଜଣେ ପତ୍ନୀ ଙ୍କ ର ଏହି ଆରୋପ କି ତିନି ଦିନ ପୂର୍ବ ରେ ତାଙ୍କ ପତି ତାଙ୍କୁ ତାଙ୍କ ବନ୍ଧୁ ଙ୍କ ଘର କୁ ଆଣିଥିଲେ ଏବଂ ସେଠାର ତାଙ୍କ ଅନ୍ୟ ଦୁଇ ବନ୍ଧୁ ଙ୍କ ର ପତ୍ନୀ ମଧ୍ୟ ନିଜ ନିଜ ର ପତି ଙ୍କୁ ଚଡି ଅନ୍ୟ ପତି ଙ୍କ ର ବନ୍ଧୁ ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ I

ପତ୍ନୀ ଯେତେବେଳେ ନିଜ ପତି ଙ୍କୁ ଏହି ବିଷୟ ରେ ପଚାରିଥିଲେ ତ ସେ କହିଥିଲେ ଅନ୍ୟ ମାନେ ଯେପରି ନିଜ ପତ୍ନୀ ଙ୍କୁ ଅନ୍ୟ ବନ୍ଧୁ ଙ୍କ ସହ ଛାଡିଛନ୍ତି ତୁମେ ମଧ୍ୟ ସେହିପରି କର I I ଏହିପରି ଘୃନ୍ୟ ମାମଲା କୁ ନେଇ ପୋଲିସ ଏହି ଆରୋପି ଙ୍କୁ ଗିରଫ କରିଛି I

ପୋଲିସ ର କହିବା ଅନୁସାରେ ଏହି ପୁରୁଷ ଙ୍କ ସହ ତାଙ୍କ ର କିଛି ପତ୍ନୀ ମଧ୍ୟ ଏହି କାର୍ଯ୍ୟ ରେ ସମ୍ପୃକ୍ତ ଅଛନ୍ତି I ତେବେ ଯାଞ୍ଚ ପରେ ପୋଲିସ ର କହିବା ଅନୁସାରେ ଏହି ପୁରା ଘଟଣା କେବଳ ତିନି ଜଣ ସାମିଲ ନାହାନ୍ତି ଏକ ପୁରା ରାକେଟ ସାମିଲ ରହିଛି I