୯୯ ବର୍ଷ ପରେ ଶ୍ରବଣ ମାସରେ ହେବାକୁ ଯାଉଛି ଏପରି ସଂଯୋଗ, ଶିବ-ପାର୍ବତୀ ଏକା ସାଙ୍ଗରେ ଦେଲେ ଏହି ରାଶିଙ୍କୁ ଆସରିବାଦ…

ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଙ୍କ ର ସ୍ଥାନ ନିରନ୍ତର ପରିବର୍ତନ ହେଇଥାଏ | ଗ୍ରହ ଙ୍କ ର ସ୍ଥାନ ପରିବର୍ତନ କୁ ନେଇ ଅନେକ ରାଶି ର ବ୍ୟକ୍ତି ଙ୍କ ର ଶୁଭ ସଂଯୋଗ ହେବାକୁ ଯାଉଛି | ଅନେକ ବ୍ୟକ୍ତି ଙ୍କ ର ଜୀବନ ରେ ଖୁସି ର ମୁହୂର୍ତ୍ତ ଦେଖିବାକୁ ମିଳିବ | ଗ୍ରହ ଙ୍କ ର ସ୍ଥାନ ପରିବର୍ତନ ପ୍ରକୃତି ର ନିୟମ ଅନୁସାରେ ହିଁ ହେଇଥାଏ | ଏହି ଗ୍ରହ ଙ୍କ ର ପ୍ରଭାବ ଦ୍ୱାରା ଜଣେ ବ୍ୟକ୍ତି ଜୀବନ ରେ ସୁଖ ଓ ଦୁଃଖ ର ଅନୁଭୂତି ନେଇଥାନ୍ତି |

ଜୋତିଶ ଗଣନା ଅନୁସାରେ ଆଜି ରାତି ରୁ ଦୀର୍ଘ 90 ବର୍ଷ ପରେ ଶୁଭ ଯୋଗ ହେବାକୁ ଯାଉଛି | ଯାହା ଦ୍ୱାରା ଶିବ ପାର୍ବତୀ ଙ୍କ ର କିଛି ରାଶି ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ | ଏହି ରାଶି ର ବ୍ୟକ୍ତି ଙ୍କ ର ଜୀବନ ରେ ଲାଗି ରହିଥିବା ସବୁ ସମସ୍ୟା ଦୂର ହେବ |

ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଏହି ପ୍ରଭାବ ଦେଖିବାକୁ ମିଳିବ

ମିଥୁନ ରାଶି ର ଲୋକେ ଆଗାମୀ ସମୟ ରେ ଉତ୍ତମ ସମୟ ଦେଇ ଗତି କରିବେ | ଶିବ ପାର୍ବତୀ ଙ୍କ ର କୃପା ପ୍ରାପ୍ତି ହେବାକୁ ଯାଉଛି | ଆପଣ କିଛି ନୂତନ ଯୋଜନା କରିପାରନ୍ତି | ସାମାଜିକ କାର୍ଯ୍ୟ ରେ ଆପଣ ବିଶେଷ ରୂପେ ସଂନମାନିତ ହେବେ | ବରିଷ୍ଠ ଅଧିକାରୀ ଙ୍କ ର ସହଯୋଗ ପ୍ରାପ୍ତି ହେବ I କିଛି ଗୁରୁତ୍ୱପୂର୍ଣ କାର୍ଯ୍ୟ ପୁରା କରିବେ |

ସିଂହ ରାଶି ର ଲୋକ ଙ୍କ ଉପରେ ଶିବ ପାର୍ବତୀ ଙ୍କ ର ବିଶେଷ କୃପା ଦେଖିବାକୁ ମିଳିବ | ଆର୍ଥିକ ସ୍ତିତି ରେ ସୁଧାର ଆସିବ | ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି | ଯାନ ବାହାନ ସୁଖ ପ୍ରାପ୍ତି ହେବ | ଶାରୀରିକ ସମସ୍ୟା ଦେଖିବାକୁ ମିଳିପାରେ | ପରିବାର ରେ ଲାଗି ରହିଥିବା ବିବାଦ ଦୂର ହେବ | ମାନସିକ ସ୍ତର ରେ ସୁସ୍ଥ ରହିବେ |

ଧନୁ ରାଶି ର ଲୋକେ ଶିବ ପାର୍ବତୀ ଙ୍କ ର ବିଶେଷ କୃପା ପ୍ରାପ୍ତି କରିବେ | ଆପଣ ନିଜ କାର୍ଯ୍ୟ ଶୈଳୀ ରେ ସୁଧାର ଆଣିବେ | ଆପଣ ଙ୍କ ମନ କାମ ରେ ଲାଗି ରହିବ | ଦୂର ସଂଚାର ମାଧ୍ୟମ ରେ ଆପଣ ଶୁଭ ସୂଚନା ପ୍ରାପ୍ତି କରିବେ | ଆପଣ ନିଜ ର ମଧୁର ବଚନ ରେ ଲୋକ ଙ୍କୁ ଆକର୍ଷିତ କରିବେ | ପିଲା ଙ୍କ ର ଉର୍ନତି କୁ ନେଇ ମନ ଖୁସି ରହିବ |

କୁମ୍ଭ ରାଶି ର ଲୋକ ଙ୍କ ଉପରେ ମାତା ପାର୍ବତୀ ଓ ଶିବ ଙ୍କ ର ବିଶେଷ କୃପା ପ୍ରାପ୍ତି ହେବ | କୌଣସି ଶୁଭ ସମାଚାର ପ୍ରାପ୍ତି ହେବ | ସୁଖ ସୁବିଧା ରେ ବୃଦ୍ଧି ହେବ | ଘର ପରିବାର ଲୋକ ଙ୍କ ମଧ୍ୟ ରେ ଉତ୍ତମ ବୁଝାମଣା ଦେଖିବାକୁ ମିଳିବ | ଆତ୍ମବିଶ୍ୱାସ ବୃଦ୍ଧି ହେବ | ଆପଣ ଙ୍କ ର ବ୍ୟବସାୟ ଉତ୍ତମ ରହିବ | ଆପଣ ଙ୍କ ର କାର୍ଯ୍ୟ ଶୈଳୀ କୁ ଲୋକେ ପ୍ରଶଂସା କରିବେ | ପୁରୁଣା ମିତ୍ର ଙ୍କ ର ସହଯୋଗ ପ୍ରାପ୍ତି କରିବେ |