WhatsApp ରେ ପଠାଉ ଥିଲେ ନିଜର ଫୋଟୋ ଆଉ କହୁଥିଲେ ରେଟ… ତାପରେ ଟାଇମ ଦେଇକି ଏଠିକି ଡାକୁଥିଲେ ଗ୍ରାହକ ମାନଙ୍କୁ

ଛତିଶଗଡ଼ ର ରାଜସ୍ତାନ ରାୟପୁର ପର୍ସ କଲୋନୀ ଦେବେନ୍ଦ୍ର ନଗର ରେ ଠାରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରାଯାଇଛି I ପୋଲିସ ସୂଚନା ପାଇବା ପରେ ରେଡ କରିଥିଲା I ପୋଲିସ କର୍ମୀ ଘର କୁ ଗ୍ରାହକ ହେଇ ଆସିଥିଲେ I ଏବଂ ସେଠାରେ ଦୁଇ ବେସ୍ୟାବୃତି କରୁଥିବା ଯୁବତୀ ଥିଲେ I ସଂଦିଙ୍ଘ ଅବସ୍ଥା ରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲେ I

ପୋଲିସ ଦୁଇ ମହିଳା ଙ୍କୁ ଦଲାଲ ସହ ଏକ ଯୁବକ ଙ୍କୁ ଗିରଫ କରିଛନ୍ତି I ସୂଚନା ମୁତାବିକ ଏହି ଦୁଇ ଯୁବତୀ ମୁମ୍ବାଇ ଓ କଲିକତା ଅଂଚଳ ର ଅଟନ୍ତି I WhatsApp ଜରିଆ ରେ ସେମାନେ ବୁକ ହେଇଥାନ୍ତି I WhatsApp ରେ ହିଁ ତାଙ୍କ ର ମୂଲ୍ୟ ନିର୍ଧାରିତ କରାଯାଇଥାଏ I ଏହି ଯୁବତୀ ରାୟପୁର ଆସି ଦେବେନ୍ଦ୍ର ଯିଏ କି ଦଲାଲ ତାଙ୍କ ଘରେ ରୁହନ୍ତି I ଏହିଠାରୁ ହିଁ ତାଙ୍କୁ ଗ୍ରାହକ ଙ୍କ ପାଖ କୁ ପଠାଯାଇଥାଏ I

ଦୀର୍ଘ ସମୟ ରୁ ଏଠାରେ ଦେହ ବ୍ୟବସାୟ ଚାଲୁଥିଲା I ଦେବେନ୍ଦ୍ର ପର୍ସ କଲୋନି ରେ ଏକ ଭଡା ଘରେ ରହୁଥିଲା I ସେ ଅଲଗା ଅଲଗା ରାଜ୍ୟ ରୁ ଦେବ ବ୍ୟବସାୟୀ ଙ୍କୁ ଏଠାରେ ଆଣି ରଖୁଥିଲେ I ଏବଂ ଏହିଠାରୁ ହିଁ ଗ୍ରାହକ ଙ୍କ ପାଖ କୁ ପଠାଯାଇଥାଏ I ସେ ରୁମ ବ୍ୟବସ୍ତା ବି କରାଇ ଦେଉଥିଲେ I

ଏହା ର ସୂଚନା ପାଇବା ପରେ ବିଧାନସଭା ପୋଲିସ ସଡ଼ଢୁ ସେକ୍ଟର 8 ରେ ଛାପା ମାରିଥିଲେ I ଏବଂ ଏହି ଦେହବ୍ୟାବସାଇ ଙ୍କୁ ଗିରଫ କରିଥିଲେ I