ଅନେକ ସମୟ ରେ ଜୀବନ ରେ କିଛି ଏପରି ଘଟଣା ଘଟିଯାଇଥାଏ ଯାହା ଆପଣ ସହଜ ରେ ବିଶ୍ୱାସ କରିପାରନ୍ତି ନାହିଁ I କପଡା ଧୋଇବା କୁ ଜଣେ ବ୍ୟକ୍ତି ୱାସିଂମେସିନ ର ବ୍ୟବହାର କରିଥିଲେ I ଏବଂ ୱାସିଂମେସିନ ଦ୍ୱାରା କପଡା ସହଜ ରେ ଧୋଇ ହେଇଯାଇଥାଏ I ଏହି ୱାସିଂମେସିନ ପିଲାଙ୍କ ପାଁଇ ହାନିକାରକ ହେଇପାରେ I ତେଣୁ ପିତାମାତା ଛୋଟ ପିଲା ଙ୍କୁ ୱାସିଂମେସିନ ପାଖ କୁ ବି ଯିବାକୁ ଦିଅନ୍ତି ନାହିଁ I
କିନ୍ତୁ ଟିକେ ଚିନ୍ତା କରିଲେ ଆପଣ ଯଦି ୱାସିଂମେସିନ ଭିତରେ ଅଚାନକ ନିଜ ପିଲାଟି କୁ ଦେଖିବେ ତ କଣ ମନ କୁ ଆସିବ I ନିଶ୍ଚିତ ରୂପେ ଆପଣ ଡରିଯିବେ I ଏହିପରି ରୁଷ ରେ ଏକ ଘଟଣା ଘଟିଯାଇଛି I ଜଣେ ବ୍ୟକ୍ତି ନିଜ କପଡା ୱାସିଂମେସିନ ରେ ନିଜ କପଡା ଧୋଇବା ସମୟ ରେ ନିଜ ପିଲାଟି ର ମୁହଁ ସେଥିରେ ଦେଖିବା କୁ ପାଇଲେ I ଏବଂ ଏହି ପିଲାଟି ର ଚି଼ହେରା ତା ନିଜ ପୁଅ ର ହିଁ ଥିଲା I
ଏହି ଫୋଟୋ ରେ ଆପଣ ମଧ୍ୟ ଦେଖିପାରିବେ I ତେଣୁ ସେହି ବ୍ୟକ୍ତି ଏପରି ଅବସ୍ଥା ଦେଖି ଡରିଯାଇଥିଲେ I କାରଣ ସେ ୱାସିଂମେସିନ ଚାଲୁ କରିବା ପରେ ତା ଭିତରେ ନିଜ ପିଲାଟି କୁ ଦେଖିଥିଲେ I କିନ୍ତୁ ବାସ୍ତବ ଘଟଣା ଆଉ କିଛି ଥିଲା I ସେହି ପିଲାଟି ର ପିତା ନିଜ ର ଏକ ଟିସାର୍ଟ ରେ ନିଜ ପୁଅ ର ଫୋଟୋ ପ୍ରିଣ୍ଟିଂଗ କରିଥିଲେ I କିନ୍ତୁ ପିଲାଟି ର ମା ଅଚାନକ ଏପରି ଦେଖି ଡରିଯାଇଥିଲେ I
ଏହି ଫୋଟୋ କୁ IMGUR ରେ ARussianAndHisBike ନାମ ରେ ୟୁଜର ସେୟାର କରିଛନ୍ତି I ଏହା କ୍ୟାପ୍ସନ ରେ ଲେଖାଥିଲା କି ଯଦି ଆପଣ ଏପରି ଟିସାର୍ଟ ଧୋଇବା କୁ ଯାଉଛନ୍ତି ତେବେ ପ୍ରଥମେ ମନେ ରଖିବା ଉଚିତ କି ଏହି ଫୋଟୋ ଆପଣ ଙ୍କ ଟିସାର୍ଟ ରେ ପ୍ରିଣ୍ଟ ହେଇଚି I
ତେଣୁ ଅଚାନକ ଏପରି ଘଟଣା ରେ ଡରିଯିବା ର କୌଣସି ଆବଶ୍ୟକତା ନାହିଁ I ଏବଂ ପିଲା ଙ୍କୁ ମଧ୍ୟ ୱାସିଂମେସିନ ରୁ ଦୁରେଇ ରଖିବା ଉଚିତ I