ସନ୍ଦେହ: ପତ୍ନୀଙ୍କ ଗୁପ୍ତ ଅଙ୍ଗରେ ତାଲା ପକେଇ କାମ କରିବାକୁ ଯାଉଥିଲେ ସ୍ୱାମୀ, ଚାବି ବି ନିଜ ସହ ନେଇ ଯାଉଥିଲା

ଆଧୁନିକ ଯୁଗ ଏକ ସଭ୍ୟ ଯୁଗ ଭାବରେ ବିବେଚନା କରାଯାଉଛି, କିନ୍ତୁ ଆଜି ର ଯୁଗରେ ବି ମନୁଷ୍ୟର ଚିନ୍ତାଧାରା ଏତେ ଖସି ଯାଇଛି ଯାହା ବିଷୟରେ ଶୁଣିକି ଆପଣ ବି ଥୁ ଥୁ କରିବେ | ମଧ୍ୟପ୍ରଦେଶର ଇନ୍ଦୋରରେ ମାନବିକତାର ହ୍ରାସ ପାଉଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଇନ୍ଦୋରରରେ ରହୁଥିବା ଜଣେ ଯୁବତୀ ଙ୍କ ସ୍ୱାମୀ ତାଙ୍କ ଗୁପ୍ତା-ଙ୍ଗରେ ଗତ ଚାରି ବର୍ଷ ହେବ ତାଲା ପକାଇ ରଖିଥିଲେ। ଯେଉଁ କାରଣରୁ ମହିଳା ଜଣଙ୍କ ଚିଡି ଯାଇ ବିଷ ପିଇ ମରିବାକୁ ଚାହୁଁଥିଲେ। କିନ୍ତୁ ସମୟକ୍ରମେ ଲୋକମାନେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ।

ଚିକିତ୍ସା ସମୟରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ତାଙ୍କର ଗୁପ୍ତା-ଙ୍ଗରେ ତାଲା ପଡିଛି। ଏହି ଘଟଣା ବିଷୟରେ ପଚାରିବାରୁ ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ସବୁବେଳେ ତାଲା ପକେଇ ରଖୁଥିଲେ । ଯାହାର ଚାବି ସେ ନିଜ ପାଖରେ ରଖିଥିଲେ | ଯେଉଁଥିପାଇଁ ସେ ବଞ୍ଚିବାକୁ ଚାହୁଁନଥିଲେ। ମହିଳାଙ୍କ ସ୍ୱାମୀ ସଜନ କୁମାର ବୋଲି କୁହ ଯାଉଛି। ଏହି ସମୟରେ ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ମହିଳାଙ୍କ ସ୍ୱାମୀଙ୍କୁ ବହୁତ ଖରାପ ବୋଲି କହିଥିଲେ।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଡାକ୍ତରମାନେ କହିଛନ୍ତି ଯେ ଏହା ମାନସିକତାର ଅବନତିର ପ୍ରମାଣ | ଯେଉଁଠାରେ ଆଜି ବି ଏପରି ଲୋକ ଅଛନ୍ତି | ଯିଏ ଜଣେ ମହିଳାଙ୍କୁ ଯନ୍ତ୍ର ପରି ଭାବନ୍ତି | ଏହି ଘଟଣା ପରଠାରୁ ଲୋକ ମାନଙ୍କର ଅଭିଯୁକ୍ତ ସ୍ୱାମୀଙ୍କ ଉପରେ ବହୁତ କ୍ରୋଧ ରହିଛି | ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯେଉଁଠାରେ ତାଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଇଛି।

କିନ୍ତୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ ଯେଉଁ ସମାଜରେ ସମାନ ଘଟଣା ଘଟୁଛି ସେହି ସମାଜକୁ ନାଗରିକ ସମାଜ କୁହାଯାଏ କି? ଏହାକୁ ଶିକ୍ଷିତ ଯୁଗ କୁହାଯିବ କି? ଯଦି ଏପରି ଅଟେ ତେବେ ବିନା ପଢା ଲେଖା ଲୋକ ଭଲ ହିଁ ଭଲ ଥିଲେ | ଯିଏ ଜଣେ ଝିଅକୁ ଦେବୀ ଭାବରେ ପୂଜା କରୁଥିଲେ।