ଆମ ସମାଜରେ ଏବେ ଖରାପ କାମ କେତେ ଅଧିକ ବଢି ଯାଇଛି ଆପଣ ସବୁଦିନ ସମାଚାର ଦେଖିଲେ ତ ଜାଣି ପାରୁଥିବେ | ଲୋକମାନେ ଏହି ସବୁ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି | ତେବେ ଏପରି ଅନେକ ଉଦାହରଣ ଆମ ସାମ୍ନାକୁ ଆସୁଛି | ଯାହା ଆଶ୍ଚର୍ଯ୍ୟଜନକ ଅଟେ | ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛି | ପୋଲିସ ନିଜେ ବି ଏହି ଘଟଣା ବିଷୟରେ ଶୁଣି ଚକିତ ହେଇଯାଇଛି । କୁହାଯାଏ ଯେ ଆଜିର ଯୁଗରେ, କୌଣସି ମଣିଷକୁ ବିଶ୍ୱାସ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଶହେ ଥର ଭାବିବା ଉଚିତ|
କାରଣ ଯାହାକୁ ଆମେ ସବୁଠୁ ଅଧିକ ଭରସା କରିଥାଉ ସେମାନେ ବେଳେବେଳେ ଏପରି କାମ କରିଦିଅନ୍ତି ଯାହା ମଣିଷ ର ଭାବନା ଠୁ ବି ବଳିଯାଏ | ଅମର ଉଜାଲାରେ ଛପା ଯାଇଥିବା ଏକ ରିପୋର୍ଟ ଅନୁସାରେ, ଜଣେ 20 ବର୍ଷ ଝିଅର ନିକଟରେ ବାହାଘର ପ୍ରସ୍ତାବ ପଡିଥିଲା । କିନ୍ତୁ କିଛି ସମୟ ପରେ ସେ ମା ହୋଇଗଲେ| କୁହାଯାଉଛି କି ଯୁବତୀଙ୍କ ଗର୍ଭବତୀ ହେବା କଥା ପରିବାରର କେହି ଲୋକ ଜାଣି ନଥିଲେ |
ଯେତେବେଳେ ପରିବାର ଲୋକେ ତାଙ୍କୁ ନେଇ ଡାକ୍ତରଖାନା ଗଲେ ଯେଉଁଠାରେ ଡାକ୍ତରମାନେ କହିଥିଲେ ଯେ ଝିଅଟି ଗର୍ଭବତୀ ଅଛି। ପରିବାରର ସବୁ ଲୋକଙ୍କର ହୋସ ଉଡ଼ିଗଲା | ଏହା ପରେ, ତାଙ୍କର ପ୍ରସବ କରାଗଲା | ଯେଉଁଠାରେ ଝିଅଟି ଏକ ସନ୍ତାନକୁ ଜନ୍ମ ଦେଲେ |
ଯେତେବେଳେ ପରିବାରର ସବୁ ଲୋକ ଝିଅଟିକୁ ବାଧ୍ୟ କରି ଏ ଛୁଆର ବାପା ବିଷୟରେ ପଚାରିଲେ, ତାପରେ ସେ ବାଧ୍ୟ ହିଁ ସବୁ ସତ କଥା କହିଥିଲେ ସେ କହିଲେ କି ତାଙ୍କ ଭିଣୋଇ ଙ୍କ ସହ ସେ ଶାରୀରିକ ସମ୍ବନ୍ଧ ରଖିଥିଲେ ଯେଉଁଥିପାଇଁ ସେ ଗର୍ଭବତୀ ହୋଇଯାଇଛନ୍ତି | ମହିଳାଙ୍କ ବୟସ ପ୍ରାୟ 20 ବର୍ଷ ବୋଲି କୁହାଯାଏ।
ବର୍ତ୍ତମାନ ଯୁବତୀ କଲେଜରେ ପାଠ ପଢୁଛନ୍ତି | ତେବେ ଏହି ମାମଲା ପୋଲିସ ନଜରକୁ ଆସିନାହିଁ । ଅନ୍ୟପକ୍ଷରେ, ଝିଅ ପରିବାର କହିଛି ଯେ ଅଭିଯୁକ୍ତଙ୍କ ସହ କଥାବାର୍ତ୍ତା ହେବ, ଯଦି ସେ ବିବାହ କରିବାକୁ ମନା କରନ୍ତି, ତା’ହେଲେ ତାଙ୍କ ବିରୋଧରେ ରିପୋର୍ଟ ଦାଖଲ କରାଯିବ।