ପେଟ ରେ ଗ୍ୟାସ କାରଣରୁ ଶରୀରରେ କେଉଁଠି ବି ହେଉଛି ହେଉଛି ଯନ୍ତ୍ରଣା କି ତ ତୁରନ୍ତ କରନ୍ତୁ ଏହି କାମ …

ଆଜିକା ସମୟ ରେ ଵ୍ୟସ୍ତବହୁଳତା ଜୀବନଶୈଳୀ କୁ ନେଇ ଲୋକେ ଠିକ ରେ ନିଜ ସ୍ଵାସ୍ତ୍ୟ ର ଯତ୍ନ ନେଇପାରନ୍ତି ନାହିଁ I ଯାହା ଦ୍ୱାରା କି ପେଟ ରେ ଏସିଡ଼ିଟି ଓ ପେଟ ଗ୍ୟାସ ପରି ସମସ୍ୟା ରହିଥାଏ I

ଏପରି ସମସ୍ୟା ଥିଲେ ଆପଣ ସକାଳୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ I ଏହା ଦ୍ୱାରା ଅନେକ ଫାଇଦା ହେଇଥାଏ I ଯଦି ଆପଣ ଙ୍କ ର ତ୍ୱଚା ଜନିତ କୌଣସି ସମସ୍ୟା ରହିଛି ତେବେ ମଧ୍ୟ ସକାଳୁ ଏକ ଗ୍ଲାସ ଉଷୁମ ପାଣି ବିଶେଷ ରୂପେ ଲାଭଦାୟକ ହେଇଥାଏ I

ଆପଣ ଙ୍କ ର ସ୍କିନ ସମସ୍ୟା ଦୂର ମଧ୍ୟ ହେବ I ଏହି ଉଷୁମ ପାଣି ସେବନ ଦ୍ୱାରା ଆପଣ ଙ୍କ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ଆଦି ମଧ୍ୟ ବାହାରିଯାଇଥାଏ I ଯେଉଁ ଲୋକ ଙ୍କ ର ତ୍ୱଚା ଗ୍ଲୋ କରୁ ନ ଥିବ ସେହି ଲୋକେ ଏହି ପାଣି ର ସେବନ କରିପାରିବେ I ଏହି ଉଷୁମ ପାଣି ସେବନ କୁ ପିଇବା ଦ୍ୱାରା ଆପଣ ଙ୍କ ର ସମସ୍ତ ସ୍କିନ ସମସ୍ୟା ଦୂର ହେଇଥାଏ I ଏହା ଦ୍ୱାରା ଶରୀର ର ଅତ୍ୟଧିକ ଚର୍ବି ଅଂଶ ମଧ୍ୟ ଦୂର ହେଇଥାଏ I ଆପଣ ଏକ ଗ୍ଲାସ ଗରମ ପାଣି ରେ ସାମାନ୍ୟ ଲେମ୍ବୁ ଚିପୁଡ଼ି ପାରିବେ I ଲେମ୍ବୁ ରେ ଭିଟାମିନ ସି ରହିଥାଏ I

ଯଦି ଆପଣ ଙ୍କ ର ପେଟ ରୋଗ ଓ ଦୂଷିତ ପଦାର୍ଥ ଆଦି ର ସେବନ ଏହି ଏକ ଗ୍ଲାସ ଉଷୁମ ପାଣି ଶରୀର ପାଁଇ ଲାଭକାରୀ ହେଇଥାଏ I ଏହା ଦ୍ୱାରା ଶରୀର ରେ ରକ୍ତ ସଂଚାଳନ ଠିକ ହେଇଥାଏ ଓ ଶରୀର ରୁ ଝାଳ ମଧ୍ୟ ବାହାରିଥାଏ I

ଯଦି ଆପଣ ଙ୍କ ର ପେଟ ଗ୍ୟାସ କାରଣ ରୁ ଶାରୀରିକ ଯନ୍ତ୍ରଣା ଅନୁଭବ ହେଉଥିବ ତେବେ ଏକ ଗ୍ଲାସ ଗରମ ପାଣି ସେବନ କରିବା ଉଚିତ I ଏହା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହେଇଥାଏ I ତେଣୁ ଆଜି ଠାରୁ ଆପଣ ମଧ୍ୟ ଏକ ଗ୍ଲାସ ଗରମ ପାଣି ର ସେବନ କରିପାରିବେ I