ଏପଟେ ବାପା ବରର ସ୍ୱାଗତ କରୁଥିଲେ ସେପଟେ କନିଆଁ ବଡ଼ ଭଉଣୀ ଘର ଭିତରେ ମୋବାଇଲ ରେ କରୁଥିଲେ ଏପରି ଅଶ୍ଳୀଳ କାମ… ଆଉ ତପରେ

ଅରେୟା ର ଅୟାନା ଅଂଚଳ ରେ ଗ୍ରାମ ଭଉତପୁର ରେ ଏକ ବିବାହ ରେ ଅଚାନକ ଜୋରଦାର ହଂଗାମା ହେଇଥିଲା I ଏପଟେ ପିତା ଦୁଲହନ ଙ୍କ ର ସ୍ୱାଗତ କରୁଥିଲେ ଓ ଦୁଲହନ ଙ୍କ ର ବଡ଼ ଭଉଣୀ ଘର ମଧ୍ୟ ରେ କିଛି ଏପରି ହରକତ କରୁଥିଲେ ଯାହା କି ନେଇ ସବୁ ଲୋକେ ଲଜିତ ହେଇଥିଲେ I ଅଚାନକ ବିବାହ ସମାରୋହ ରେ ହଂଗାମା ଆରମ୍ଭ ହେଇଯାଇଥିଲା I ଏବଂ ବାରାତ ବିନା ଦୁଲହନ ରେ ହିଁ ଫେରିଯାଇଥିଲା I

ବିଗତ 20 ନଭେମ୍ବର ରେ ଏକ ବରଯାତ୍ରୀ ଆସିଥିଲା I ପିତା ଙ୍କ ର ଆର୍ଥିକ ସ୍ତିତି ଠିକ ନ ଥିବା ରୁ ସେ ଦୁଲହ ଙ୍କ ର ଘର ପରିବାର ନ ଦେଖିକି ହିଁ ବିବାହ କରିଥିଲେ I ଏବଂ ବିବାହ ଦିନ ଦୁଲହନ ଙ୍କ ର ବଡ଼ ଭଉଣୀ ଦୁଲହ ଙ୍କ ର ଚେହେରା ଦେଖିକି ଡରିଯାଇଥିଲେ I କାରଣ ସେ ତାଙ୍କ ପିତା ଙ୍କ ର ବୟସ ର ଥିଲେ I ଏବଂ ତାଙ୍କ ଭଉଣୀ ତାଙ୍କ ବୟସ ଅନୁସାରେ ବହୁତ ସାନ ଥିଲେ I ଏହା ଦେଖି ବଡ଼ ଭଉଣୀ ରୁମ କୁ ଯାଇଥିଲେ ଓ ୟୁପି ପୋଲିସ କୁ ଫୋନ କରିଥିଲେ I

ଘଟଣା ସ୍ଥାନ ରେ ପୋଲିସ ପହଂଚି ଥିଲା I ଏବଂ ଯୁବତୀ ଙ୍କ ର ବୟାନ ଅନୁସାରେ ଏହି ବିବାହ ପାଁଇ ସେ ରାଜି ହେଇ ନ ଥିଲେ I ପୋଲିସ ଏହି ବିବାହ କୁ ଅଟକାଇଥିଲା ଏବଂ ଏହି ଘଟଣା ଟି ବର୍ତମାନ ବେଶ ଚର୍ଚା ରେ ରହିଛି I