ନିଜ ବଏଫ୍ରେଣ୍ଡ ସହ ମିଶି ଏମିତି ନିଜ ଜନ୍ମ ଦିନ ପାଳନ କଲେ Tulasi, ଦେଖିଲେ. କହିବେ ବାଃ ବାଃ ଇଏ ତା ପକ୍କା…

ନମସ୍କାର ବନ୍ଧୁଗଣ ତୋ ଅଗଣାର ତୁଳସୀ ଧାରାବାହିକର ମୁଖ୍ୟ ନାୟିକା ତୁଳସୀଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତୁଳସୀ ବା ଶ୍ଵେତଲିନା ଏବେ ଗୋଟିଏ ନୂଆ ଧାରାବାହିକ କରୁଛନ୍ତି ଯାହାକି ଆପଣମାନେ ସିଦ୍ଧାର୍ଥ ଟିଭିରେ ଦେଖିପାରିବେ ଯାହାର ନାମ ହେଉଛି ମଙ୍ଗୁଳା କନ୍ୟା।

ଏଥିରେ ମଧ୍ୟ ଆପଣମାନେ ଠିକ୍ ଚନ୍ଦନ ଆଉ ତୁଳସୀଙ୍କର ଲଭ୍ ଷ୍ଟୋରି ଦେଖିବାକୁ ପାଇବେ ଯାହାକି ସିଦ୍ଧାର୍ଥ ଟିଭିରେ ଆରମ୍ଭ ହୋଇସାରିଲାଣି। ତେବେ ଦର୍ଶକ ବନ୍ଧୁ ଗତକାଲି ଥିଲା ତୁଳସୀଙ୍କର ଜନ୍ମଦିନ। ତେବେ ନିଜ ଜନ୍ମଦିନକୁ ବେଶ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ଶ୍ଵେତଲିନା ଏବଂ ନିଜ ଵୟେଫ୍ରେଣ୍ଡ୍ ଙ୍କ ସହିତ ସେ ଏହି ଖାସ୍ ଦିନକୁ ପାଳନ କରିଛନ୍ତି |


ଯାହାକି ଆପଣମାନେ ଏଠାରେ ଦେଖି ପାରୁଥିବେ। ସେ ଏହି ଫଟୋ ଗୁଡ଼ିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ସେୟାର କରିଛନ୍ତି ନିଜ ଫ୍ୟାନମାନଙ୍କ ପାଇଁ ଏବଂ ଏହାପରେ ଶ୍ଵେତଲିନାଙ୍କୁ ଶୁଭେଛାର ସୁଅ ଛୁଟିଥିଲା ତାଙ୍କ ଜନ୍ମଦିନର ଅଭିନନ୍ଦନ ତାଙ୍କୁ ସମସ୍ତେ ଜାଣିଛନ୍ତି ଏବଂ ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି।


ଦର୍ଶକ ବନ୍ଧୁ ତୁଳସୀ ନାମରେ ତାଙ୍କୁ ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କର ପ୍ରକୃତ ନାମ ହେଉଛି ଶ୍ଵେତଲିନା। ସେ ଯେତେବେଳେ ତୋ ଅଗଣାର ତୁଳସୀ ଧାରାବାହିକର ମୁଖ୍ୟ ନାୟିକା ଭାବରେ ଅଭିନୟ କରୁଥିଲେ ଏହି ଧାରାବାହିକରେ ସେ ଏତେ ଲୋକପ୍ରିୟତା ହାସଲ କରିଥିଲେ କି ସମସ୍ତେ ଓଡିଶାବାସୀ ତାଙ୍କୁ ତୁଳସୀ ନାମରେ ଜାଣନ୍ତି।

ଦର୍ଶକ ବନ୍ଧୁ ଆପଣମାନଙ୍କୁ ତୁଳସୀ ବା ଶ୍ଵେତଲିନା କେମିତି ଲାଗନ୍ତି ଆମକୁ କମେଣ୍ଟ ବକ୍ସରେ କମେଣ୍ଟ କରି ଜାଣନ୍ତୁ।