10th ପାସ ପିଲାଙ୍କ ପାଇଁ ଆସିଲା ଖୁସି ଖବର, Post Office ରେ ବାହାରିଲା ନିଯୁକ୍ତି, ଏମିତି କରନ୍ତୁ ଆବେଦନ

ନମସ୍କାର ବନ୍ଧୁଗଣ ପୋଷ୍ଟାଲ୍ ତରଫରୁ ନିଯୁକ୍ତିର ଆସିଛି, ଓଡ଼ିଶାର ସମସ୍ତ ମେଲ୍ ବା ଫିମେଲ୍ ଏହାକୁ ଆପ୍ଲାଏ କରି ପାରିବେ। ଯାହାର ଏଜୁକେସନ୍ କ୍ୱାଲିଫିକେସନ୍ ଦଶମ ପାସ୍ ହୋଇଛି। ତେବେ ଆସନ୍ତୁ ଜାଣିବା କି କେମିତି ଏହାକୁ ଆପ୍ଲାଏ କରିବେ, ଏଜୁକେସନ୍ କ୍ୱାଲିଫିକେସନ୍ କଣ ରହିଛି, ବୟସ ସୀମା କେମିତି ରହିଛି ଏବଂ ଏହାର ସଲେକ୍ସନ୍ ପ୍ରୋସେସ୍ କେମିତି ରହିବ ଏହିସବୁ ବିବରଣୀ ଆସନ୍ତୁ ଜାଣିବା।

ଭାରତ ସରକାରଙ୍କ ତରଫରୁ ଏହି ନିଯୁକ୍ତି ରହୁଛି ଏହାକୁ ସଂପୂର୍ଣ୍ଣ ଭାରତର ପାର୍ଥିମାନେ ଏହାକୁ ଆପ୍ଲାଏ କରିପାରିବେ। ଉଭୟ ମହିଳା ଏବଂ ପୁରୁଷ ଏହାକୁ ଆପ୍ଲାଏ କରିପାରିବେ। ପୋଷ୍ଟର ନାମ ଗୁଡ଼ିକ ହେଉଛି ପୋଷ୍ଟାଲ୍ ଆସିଷ୍ଟାଣ୍ଟ ପାଇଁ ନିଯୁକ୍ତି ରହୁଛି, ପୋଷ୍ଟମାଷ୍ଟର ପାଇଁ ନିଯୁକ୍ତି ରହୁଛି ଏବଂ MTS ଷ୍ଟାଫ୍ ପାଇଁ ମଧ୍ୟ ନିଯୁକ୍ତି ରହୁଛି।

ଚାକିରୀର କାଟାଗରୀ ଯଦି ଆମେ ଦେଖିବା ତେବେ ସେଣ୍ଟ୍ରାଲ ଗର୍ମେଣ୍ଟ ଭ୍ୟାକେନ୍ସି ରହୁଛି। ଏହାକୁ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିବାକୁ ପଡ଼ିବ। ତେବେ ଆପ୍ଲିକେଶନ୍ ୧ ଅକ୍ଟୋବରରୁ ଆରମ୍ଭ ଆରମ୍ଭ ହୋଇସାରିଛି ସେହିପରି ଆପ୍ଲିକେଶନ୍ ସବମିଟର ଶେଷ ତାରିଖ ୧୨ ନଭେମ୍ବର ୨୦୨୧ ରହୁଛି।

ଜବ୍ ର ଲୋକେସନ୍ ଯଦି ଦେଖିବା ଦିଲ୍ଲୀରେ ଆପଣଙ୍କର ପୋଷ୍ଟିଂ ତ ରହିବ ଏବଂ ଏହାକୁ ସଂପୂର୍ଣ୍ଣ ଓଡ଼ିଶାର ପାର୍ଥ ମଧ୍ୟ ଆପ୍ଲାଏ କରିପାରିବେ କିନ୍ତୁ ଜବ୍ ର ଲୋକେସନ୍ ଦିଲ୍ଲୀ ହିଁ ରହିବ। ଯାହାର ଦରମା ରହିବ ୧୮୦୦୦ ରୁ ୨୫୫୦୦ ମଧ୍ୟରେ ପ୍ରତି ମାସ ସାଲେରି ରହିବ। ଏବେ ଆସନ୍ତୁ ଜାଣିବା ନିଯୁକ୍ତି ପାଇଁ ଜଣେ ପାର୍ଥିର କଣ ସବୁ ବୟସ ସୀମା ରହିବ।

ଯେମିତିକି ଏହାର ଶେଷ ତାରିଖ ରହୁଛି ୧୨ ନଭେମ୍ବର ୨୦୨୧ ଏବଂ ଏହାର ଅତି କମ୍ ବୟସ ସୀମା ରହୁଛି ୧୮ ବର୍ଷ ଏବଂ ଅଧିକ ରହୁଛି ୨୫ ବା ୨୭ ବର୍ଷ। ଯେଉଁ ପାର୍ଥି ୧୮ ରୁ ୨୫ ବର୍ଷ ମଧ୍ୟରେ ରହୁଛନ୍ତି ଏହାକୁ ଆପ୍ଲାଏ କରିପାରିବେ କିମ୍ବା ୧୮ ରୁ ୨୭ ବର୍ଷ ରହୁଛନ୍ତି ତେବେ ମଧ୍ୟ ଆପ୍ଲାଏ କରିପାରିବେ।

ଯଦି ଆମେ ଏଜୁକେସନ୍ କ୍ୱାଲିଫିକେସନ୍ ଦେଖିବା ତେବେ ଯେଉଁ ପାର୍ଥୀ ଦଶମ ପାସ୍ କରିଥିବେ କିମ୍ବା +୨ ପାସ୍ କରିଥିବେ ଏବଂ ଆପଣ ସ୍ପୋର୍ଟସପର୍ସନ ହୋଇଥିବା ଆବଶ୍ୟକ। ତେବେ ଦର୍ଶକ ବନ୍ଧୁ ଆପ୍ଲିକେଶନ୍ ର ଫିସ୍ ରହିଛି ୧୦୦ ଟଙ୍କା। ଯଦି ଆପଣ ଦଶମ କିମ୍ବା +୨ ପାସ୍ କରିଛନ୍ତି ଏବଂ ସ୍ପୋର୍ଟସପର୍ସନ ରହୁଛନ୍ତି ତେବେ ନିଶ୍ଚିତ ଭାବରେ ଏହାକୁ ଆପ୍ଲାଏ କରନ୍ତୁ କିନ୍ତୁ ଜବ୍ ଲୋକେସନ୍ ଦିଲ୍ଲୀରେ ହିଁ ରହିବ।