ପ୍ରକୃତ ଜୀବନରେ କିପରି ଦେଖାଯାନ୍ତି Kunari Bohu ସିରିଏଲ ର ଆକ୍ଟର ମାନେ, ଦେଖିଲେ ଚିହ୍ନି ପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ କୁଆଁରୀ ବୋହୂ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ। ଏହି ଧାରାବାହିକରେ ଶ୍ରଦ୍ଧା ଓ ସାଇଙ୍କ ଯୋଡି ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ଆପଣମାନେ ଏହି ଧାରାବାହିକରେ ଅଭିନୟ କରିଥିବା କଳାକାର ମାନଙ୍କୁ ତ ଟିଭିରେ ଦେଖୁଛନ୍ତି। ହେଲେ ସେମାନଙ୍କ ରୀୟଲ ଲାଇଫରେ ସେମାନେ କେଉଁ ଭଳି ଦେଖାଯାଆନ୍ତି, କେଉଁ ଭଳି ଭାବରେ ଡ୍ରେସ୍ ପିନ୍ଧନ୍ତି, କେଉଁ ଭଳି ଭାବରେ ଚଳପ୍ରଚଳ କରନ୍ତି ଏହା ବିଷୟରେ କିଛି ଆପଣମାନେ ଜାଣିଛନ୍ତି କି, ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଦେଵିକା ରାନୀ: ଆପଣମାନେ ତ ଦେଵିକା ରାନୀଙ୍କ ଜବରଦସ୍ତ ଅଭିନୟ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ଦେଵିକା ରାନୀ ଅନେକ ଫିଲ୍ମ ଓ ଶିରିୟଲରେ ନିଜର ଅଭିନୟର ଯାଦୁ ଦେଖାଇ ଓଡ଼ିଶାର ଦର୍ଶକମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇ ପାରିଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସବିତା: ସବିତାଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଯିଏକି ଏହି ଧାରାବାହିକରେ ସାଇଙ୍କ ପିଉସୀ ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

କବିତା: କବିତାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ବୋହୁତସାରା ସିନେମା ଓ ଶିରିୟଲରେ ନିଶ୍ଚିତ ଭାବରେ ଦେଖିଥିବେ। କବିତା ଏହି ଧାରାବାହିକରେ ଶିମ୍ବାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ପଲ୍ଲବୀ: ପଲ୍ଲବୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ଜିତୁ: ଜିତୁ ଏହି ଧାରାବାହିକରେ ସାଇଙ୍କ ପିଉସା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଏବଂ ଲୋକମାନଙ୍କ ମନକୁ ବେଶ୍ ଛୁଇଁ ପାରିଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ବର୍ଷା: ବର୍ଷାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ବୋହୁତସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସାଇ: ସାଇଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ସାଇ ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ଶ୍ରଦ୍ଧା: ଶ୍ରଦ୍ଧାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ। ଶ୍ରଦ୍ଧା ଏହି ଧାରାବାହିକରେ ମୁଖ୍ୟ ହିରୋଇନ୍ ଭୂମିକାରେ ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ସିମ୍ବା: ସିମ୍ବାଙ୍କୁ ଆପଣମାନେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଦେଖିଥିବେ। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ଲକ୍ଷ୍ମୀ: ଲକ୍ଷ୍ମୀଙ୍କୁ ତ ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ, ଯିଏକି ଏହି ଧାରାବାହିକରେ ସିମ୍ବାଙ୍କ ମାମା ଭୂମିକାରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

କାମିନୀ: କାମିନୀଙ୍କର ଖୁବ୍ ସୁନ୍ଦର ଅଭିନୟ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ବେଦିକା: ବେଦିକାଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣମାନେ ବୋହୁତସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ବେଦିକା ଏହି ଧାରାବାହିକରେ ସାଇଙ୍କ ଜେଜେମା ଭୂମିକାରେ ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ବୋମକେସ୍ବୋ: ମକେସ୍ ଙ୍କ ଜବରଦସ୍ତ ଅଭିନୟ ତ ଆପଣମାନେ ଏହି ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ବନ୍ଧୁଗଣ ଆପଣମାନେ ଏଠାରେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।

ବିଷ୍ଣୁ: ବିଷ୍ଣୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ଅନେକ ଫିଲ୍ମ ଏବଂ ଶିରିୟଲ୍ ରେ ଜବରଦସ୍ତ ଅଭିନୟ କରିଛନ୍ତି ଏବଂ ସେ ଏହି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦର୍ଶକବନ୍ଧୁ ଏଠାରେ ଆପଣମାନେ ତାଙ୍କର ପ୍ରକୃତ ଫଟୋ ଦେଖିବା ପାଇଁ ପାଉଥିବେ।