“ପ୍ରେମ ରୋଗ” ଚଳଚିତ୍ରରେ ଋଷି କପୁରଙ୍କ ସହ କାମ କରି ସାରିଥିବା ଏହି ଅଭିନେତ୍ରୀ ଆଜି ଦେଖାଯାଉଛନ୍ତି ଏତେ ସୁନ୍ଦର କି ଆପଣ ଚିହ୍ନି ପାରିବେନି…

ଫିଲ୍ମ ଜଗତ ରେ ଅଭିନୟ କରୁଥିବା ଲୋକେ ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି I ନିଜ ର ଅଭିନୟ କୁ ନେଇ ଆଜିକା ସମୟ ରେ ସଲ୍ମାନ , ଶନି ଦେୱଲ , ସାରୁଖ , କରିନା , କାଟ୍ରିନା ଆଦି ଅଟନ୍ତି I ଏହି ପରି ଅନେକ ଅଭିନେତ୍ରୀ ନିଜ ର ସୁନ୍ଦରତା କୁ ନେଇ ମଧ୍ୟ ବେଶ ସୁପରିଚିତ ହେଇପାରିଛନ୍ତି I ତେବେ ଆଜି ଆମେ ଏପରି ଜଣେ 90 ଦଶକ ର ଅଭିନେତ୍ରୀ ଙ୍କ ବିଷୟ ରେ ଆଲୋଚନା କରିବା କୁ ଯାଉଛୁ ଯିଏ କି ରୁଷି କପୁର ଙ୍କ ସହ କାମ କରିଛନ୍ତି I

ଫିଲ୍ମ ଜଗତ ର ମହାନ ଅଭିନେତା ରୁଷି କପୁର ଙ୍କୁ କିଏ ବା ନ ଜାଣିଚି I ସେ ତାଙ୍କ ର ସୁନ୍ଦର ଅଭିନୟ କୁ ନେଇ ଆଜି ଚଳଚିତ୍ର ଜଗତ ରେ ଏକ ଇତିହାସ ସୃଷ୍ଟି କରିପାରିଛନ୍ତି I ରୁଷି କପୁର ହେଉଛନ୍ତି ସ୍ବର୍ଗୀୟ ରାଜ କପୁର ଙ୍କ ର ଓ ପୃଥୀବିରଜ କପୁର ଙ୍କ ର ନାତି I ସେ ନିଜ ର ପାରିବାରିକ ପରମ୍ପରା ଆଧାର ରେ ନିଜେ ଚଳଚିତ୍ର ଜଗତ ବେଶ ସୁନ୍ଦର ଅଭିନୟ କରିଥିଲେ I

ପଦ୍ମିନୀ ନାମ ଏହି ଅଭିନେତ୍ରୀ 1977 ରେ ଆସିଥିବା ଫିଲ୍ମ ରେ ରାଜ କପୁର ଙ୍କ ର ଫିଲ୍ମ ସତ୍ୟମ ଶିବମ ସୁନ୍ଦରମ ରେ ଜିନତ ଙ୍କ ର ପିଲାଦିନ ଭୂମିକା ରେ ଅଭିନୟ କରିଥିଲେ I ଏହା ପରେ ସେ ବାରାତ , କିତାବ ଓ ଦୁଃସମନ ଦୋସ୍ତ ପରି ଚଳଚିତ୍ର ରେ ଅଭିନୟ କରିଛନ୍ତି i ଏହା ପରେ ଲିଡ଼ ଆକ୍ଟର ରୂପେ ସେ 1982 ରେ ଫିଲ୍ମ ପ୍ରେମ ରୋଗ ରେ ନଜର ଆସିଥିଲେ |

ପଦ୍ମିନୀ କୋଲ୍ହାପୁରୀ ରେ 1983 ରେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ i ଫିଲ୍ମ ପ୍ରେମ ରୋଗ ପାଁଇ ସେ ସର୍ବଶ୍ରେଷ୍ଟ ଅଭିନେତ୍ରୀ ପୁରସ୍କାର ହାସିଲ କରିଥିଲେ I 1981 ମସିହା ରେ ସେ ସର୍ବଶ୍ରେଷ୍ଟ ସହାୟକ ଅଭିନେତ୍ରୀ ରୂପେ ପୁରସ୍କାର ହାସିଲ କରିଥିଲେ I

ଏହିପରି ବାଲ୍ୟ କଳାକାର ରୂପେ ନିଜ ଭଉଣୀ ସିଵାନଗୀ ଙ୍କ ସହ ଫିଲ୍ମ ୟାଦେ କି ବାରାତ , କିତାବ ଔର ଦୁଃସମନ ଦୋସ୍ତ ପରି ଫିଲ୍ମ ର ଗୀତ ଗାଇଥିଲେ I ଏହା ପରେ ପଦ୍ମିନୀ ନିଜ ଫିଲ୍ମ – ବିଧାତା , ସାତ ସହେଲିୟା , ହମ ଇନ୍ଟାଜାର କରେନ ଓ ସଡକ ଛାପ ପରି ଫିଲ୍ମ ରେ ଅଭିନୟ କରିଛନ୍ତି I

ସଂଗୀତ ପ୍ରେମୀୟୋ ନାମକ ବାପି ଲାହିଁଡି ଙ୍କ ସହ ଏକ ଆଲବମ ମଧ୍ୟ କରିଥିଲେ I 1986 ରେ ବପି ଲହରୀ ଓ ତାଙ୍କ ଟିମ ସହ ଲଣ୍ଡନ ରେ ରୟାଲ ଆଲବର୍ଟ ହଲ ରେ ନମଧ୍ୟ ବେଶ ସୁନ୍ଦର ଗୀତ ପରିବେଷଣ କରିଥିଲେ |

ରୁଷି କପୁର ଓ ପଦ୍ମିନୀ କୋହଲପୁରୀ ରେ ଆସିଥିବା ଫିଲ୍ମ ପ୍ରେମ ରୋଗ ଯାହା କି ଏକ ସୁପର ହିଟ ଫିଲ୍ମ ଥିଲା I ଏଥିରେ ସେ ବେଶ ସୁନ୍ଦର ଅଭିନୟ କରିଥିଲେ I ତେବେ ପଦ୍ମିନୀ କୋଲ୍ହାପୁରୀ ଆଜିକା ସମୟ ରେ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ପଦ୍ମିନୀ ଙ୍କ ର ଜନ୍ମ 01 ନଭେମ୍ବର 1965 ରେ ମୁମ୍ବାଇ ରେ ହେଇଥିଲା I