ଭାରତ ଓ ଅଷ୍ଟ୍ରେଲିଆ ଟିମ ବର୍ତମାନ ସମୟ ରେ 3 ମ୍ୟାଚ ର ୱାନଡେ ସିରିଜ ରେ ଯୋଗ ଦେଇଛି I ଏହି ସିରିଜ ପ୍ରଥମ ମ୍ୟାଚ ରେ ଭାରତୀୟ ଟିମ 10 ଵିକେଟ ହରାଇ ମ୍ୟାଚ ରେ ପରାଜିତ ହେଇଥିଲେ I ଏହା ର ଦ୍ୱିତୀୟ ମ୍ୟାଚ 17 ଜାନୁୟାରୀ ରେ ଆୟୋଜିତ ହେବ I ଯାହା କି ରାଜକୋଟ ମୈଦାନ ରେ ହେବ I ତେବେ ଭାରତୀୟ ଟିମ ରେ ଏହା କୁ ନେଇ ଖେଳାଳି ଙ୍କ ର ଅଦଳ ବଦଳ ହେଇଚି I
ଅଷ୍ଟ୍ରେଲିଆ ବିପକ୍ଷ ରେ ଭାରତୀୟ ଟିମ ର ଖରାପ ଖେଳ ପ୍ରଦର୍ଶନ ପରେ ଲୋକେଶ ରାହୁଲ , ରବୀନ୍ଦ୍ର ଜାଡେଜା , ଓ ସାରଦୁଲ ଠାକୁର ଙ୍କୁ ଅନ୍ତିମ ବିଦାଇ ଦିଆ ଯାଇଛି I ମନୀଷ ପାଣ୍ଡେ ଙ୍କୁ ସୁଯୋଗ ମିଳିବା ମଧ୍ୟ କଷ୍ଟକର ହେଇଯାଇଛି I
ଅନ୍ୟପଟେ ୟୁଜବେନ୍ଦ୍ର ଚହଲ, ନବଦ୍ୱୀପ ସେନି ଓ କେଦାର ଯାଦବ ଙ୍କୁ ଦ୍ୱିତୀୟ ୱାନଡେ ରେ ପ୍ଲେଇଂ ଇଲେଭେନ ରେ ସୁଯୋଗ ମିଳିବ I
ଭାରତ ର ସମ୍ଭାବିତ ଟିମ
ରୋହିତ ଶର୍ମା , ଶିଖର ଧାୱନ , ବିରାଟ କୋହଲି , ଶ୍ରେୟସ ଅୟର , ଋଷବ ପଂତ , କେଦାର ଯାଦବ , ୟୁଜବେନ୍ଦ୍ର ଚହଲ, ମୋହମ୍ମଦ ସମୀ , କୁଲଦୀପ ଯାଦବ , ବୁମରାହା , ନବଦ୍ୱୀପ ସେନି I