ପ୍ରଥମଥର ଗୀତ ଗାଇଲେ Asima Pandaଙ୍କ କୁନି ଝିଅ, ଦେଖିଲେ ଆପଣ ବି ଚକିତ ହେଇଯିବେ

ନମସ୍କାର ବନ୍ଧୁଗଣ ପ୍ରଥମ ଥର ପାଇଁ ଅସୀମା ପଣ୍ଡାଙ୍କ ଝିଅ ତାଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି। ତେବେ ଦର୍ଶକ ବନ୍ଧୁ ଏହି ବିଷୟ ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଓଲିଉଡର ଜବରଦସ୍ତ ଗାୟିକା ଅସୀମା ପଣ୍ଡା।

ଅସୀମା ପଣ୍ଡାଙ୍କ କଣ୍ଠରେ ଆପଣମାନେ ବୋହୁତ ସାରା ଗୀତ ନିଶ୍ଚିତ ଶୁଣିଥିବେ। ତେବେ ବର୍ତ୍ତମାନ ସମୟରେ ଅସୀମା ପଣ୍ଡାଙ୍କର ଗୋଟିଏ ଭିଡିଓ ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି। ଅସୀମା ପଣ୍ଡା ଗୋଟିଏ କୁନି ଝିଅ ସହିତ ଗୀତ ଗାଉଥିବାର ଦେଖା ଦେଇଛନ୍ତି। ଦର୍ଶକ ବନ୍ଧୁ ପ୍ରକୃତ କଥାଟି ହେଉଛି ଅସୀମା ପଣ୍ଡାଙ୍କ ସହିତ ନଜର ଆସିଥିବା ଏହି କୁନି ଝିଅ ଅସୀମା ପଣ୍ଡାଙ୍କୁ ଆଣ୍ଟି ବୋଲି କହିଛନ୍ତି |

ଆଉ ଏହାର ମାନେ ହେଉଛି ଅସୀମା ପଣ୍ଡାଙ୍କ କୌଣସି ରିଲେଟିଭ୍ ଙ୍କ ଝିଅ ହୋଇଥିବେ ଏହି କୁନି ଝିଅ ଜଣଙ୍କ। ଆପଣମାନେ ଜାଣିଥିବେ କି ଗତ ଦିନମାନଙ୍କରେ ଅସୀମା ପଣ୍ଡା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ କୌଣସି କାରଣ ଯୋଗୁଁ ତାଙ୍କ ସ୍ବାମୀଙ୍କ ଠାରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଏବଂ ତାଙ୍କ ଛାଡ଼ପତ୍ରକୁ ବର୍ତ୍ତମାନ ପ୍ରାୟ ୨ ବର୍ଷ ବୟସ ହୋଇଗଲାଣି ଆଉ ଅସୀମା ପଣ୍ଡା ଏପର୍ଯ୍ୟନ୍ତ ମା ହୋଇ ନାହାଁନ୍ତି।

ଅସୀମା ପଣ୍ଡାଙ୍କ ସହିତ ସେହି ଭିଡିଓରେ ନଜର ଆସୁଥିବା କୁନି ଝିଅ ଅସୀମା ପଣ୍ଡାଙ୍କ ଝିଅ ନୁହଁନ୍ତି ସେ ଝିଅ ଜଣକ ହେଉଛନ୍ତି ଅସୀମା ପଣ୍ଡାଙ୍କ ସମ୍ପର୍କୀୟଙ୍କ ଝିଅ। ଏହି କୁନି ଝିଅ ନିଜର କଣ୍ଠରେ ବୋହୁତ ସୁନ୍ଦର ଗୀତ ଗାଉଥିବାର ଦେଖା ଦେଇଛନ୍ତି ଏହି ଭିଡିଓରେ। ଆପଣମାନେ ଅସୀମା ପଣ୍ଡାଙ୍କୁ ବୋହୁତ ସାରା ଗୀତ ଗାଉଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ସମୟରେ ଅସୀମା ପଣ୍ଡା ଗୋଟିଏ ଗୀତ ଗାଇବା ପାଇଁ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କା ନେଉଛନ୍ତି।


ଏହାଛଡା ସେ ଫିଲ୍ମରେ ଗୋଟିଏ ଗୀତ ଗାଇବା ପାଇଁ ସେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ଏବଂ ଅସୀମା ପଣ୍ଡାଙ୍କର ଆପଣ ବୋହୁତ ସାରା ଭଜନ ମଧ୍ୟ ଶୁଣିଥିବେ ଆଉ ଅସୀମା ପଣ୍ଡା ଗୋଟିଏ ଷ୍ଟେଜ୍ ସୋ କରିବା ପାଇଁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ନେଇଥାନ୍ତି।