ପ୍ରଥମ ଥର କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଲା ରଣବୀର କପୁର ଙ୍କର ଭଉଣୀଙ୍କୁ, ଫୋଟୋ ଦେଖିକି ଲୋକେ କହିଲେ – ଇଏ ତ କରିନାଙ୍କ ଠାରୁ ଆହୁରି ସୁନ୍ଦରୀ

ବଲିଉଡ ର ଅଭିନେତା ରଣବୀର କପୁର ବିଗତ ଦିନ ରେ ଫିଲ୍ମ ସଂଜୁ ରେ ସଞ୍ଜୟ ଦତ୍ତ ଙ୍କ ର ଭୂମିକା ରେ ଅଭିନୟ କରିଥିଲେ I ଏବଂ ଖୁବ ଲୋକପ୍ରିୟତା ବି ହାସିଲ କରିପାରିଥିଲେ I ତାଙ୍କୁ ଏହି ଭୂମିକା ରେ ଲୋକେ ଖୁବ ଅଧିକ ପସନ୍ଦ କରିଥିଲେ I ଆଜି ଲକ୍ଷ୍ୟ ଲକ୍ଷ୍ୟ ସଂଖ୍ୟା ରେ ତାଙ୍କ ର ଫ୍ୟାନ୍ସ ମାନେ ଅଛନ୍ତି I ଏବଂ ଅନେକ ଯୁବତୀ ବି ତାଙ୍କ ର ସୁନ୍ଦରତା ଉପରେ ପ୍ରଭାବିତ ହେଇଛନ୍ତି I ତେବେ ଆଜି ଆମେ ତାଙ୍କ ବିଷୟ ରେ ନୁହେ ତାଙ୍କ ଭଉଣୀ ଙ୍କ ବିଷୟ ରେ ଆଲୋଚନା କରିବା I ତାଙ୍କ ର ଭଉଣୀ ଙ୍କ ର ଫୋଟୋ ବିଗତ ଦିନ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି I

ରଣବୀର କପୁର ଙ୍କ ର ଭଉଣୀ ଋଢୀମା କପୁର ହେଉଛନ୍ତି ଅଭିନେତା ଋଷି କପୁର ଓ ନିଁତୁ କପୁର ଙ୍କ ର ଝିଅ I ସେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି I ନିଁତୁ କପୁର ବର୍ତମାନ ପର୍ଯ୍ୟନ୍ତ ବଲିଉଡ ର ରଙ୍ଗୀନ ଦୁନିଆ ରେ ପାଦ ରଖି ନାହାନ୍ତି I ସେ ଫିଲ୍ମ ଜଗତ ରୁ ଦୁରେଇ ରହିବାକୁ ହିଁ ପସନ୍ଦ କରିଥାନ୍ତି I

ସେ ଖୁବ କମ ସମୟ ରେ ଲୋକ ଙ୍କ ମଧ୍ୟ ରେ ନଜର ଆସିଥାନ୍ତି I ତେବେ ଆପଣ ବି ତାଙ୍କ ଫୋଟୋ ଦେଖି ତାଙ୍କ ସୁନ୍ଦରତା ର ଆକଳନ କରିପାରିବେ ନାହିଁ I ଏବଂ ଆପଣ ବି ଏହା କହିବେ କି ରିଦ୍ଧିମା ବଲିଉଡ ଜଗତ ରେ ପାଦ ରଖିଥାନ୍ତେ ତେବେ ଅନେକ ସଫଳତା ମଧ୍ୟ ପାଇପାରିଥାନ୍ତେ I ଏବଂ ବଲିଉଡ ର ଅନେକ ଅଭିନେତ୍ରୀ ଙ୍କୁ ସେ ପଛ ରେ ପକାଇଦେଇଥାନ୍ତେ I

ସୂଚନା ମୁତାବିକ ରିଦ୍ଧିମା 2006 ରେ ଜଣେ ବିଜ୍ନେସମ୍ୟାନ ଙ୍କ ସହ ବିବାହ କରିଛନ୍ତି I ଭାରତ ସାହାଣୀ ଙ୍କ ସହ ତାଙ୍କ ର ବିବାହ ହେଇଥିଲା I ତାଙ୍କ ର ଏକ 6 ବର୍ଷ ର ଝିଅ ମଧ୍ୟ ଅଛି I ବଲିଉଡ ପରିବାର ର ଏତେ ନାମୀ ପରିବାର ର ଝିଅ ହେଇକି ବି ସେ ବଲିଉଡ ଜଗତ ରୁ ଦୁରେଇ ରହିବାକୁ ହିଁ ପସନ୍ଦ କରିଥାନ୍ତି I

ଏକ ଦୀର୍ଘ ସମୟ ର ବ୍ୟବଧାନ ପରେ ଆଜି ତାଙ୍କ ର ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି I ଆପଣ ବି ଏହି ଫୋଟୋ ଦେଖି ତାଙ୍କ ର ପ୍ରଶଂସା ନ କରି ରହିପାରିବେ ନାହିଁ I