ପ୍ରତି ମିନିଟରେ ଏତେ ପଇସା ରୋଜଗାର କରିଥାନ୍ତି ଏହି ଷ୍ଟାରମାନେ, ମାତା ଲକ୍ଷ୍ମୀଙ୍କର ରହିଛି କୃପା

ଦୁନିଆ ରେ ଅନେକ ଧନୀ ଲୋକେ ଅଛନ୍ତି ସେହି ଲୋକଙ୍କ ର ଉପରେ ଦେବୀ ଲକ୍ଷ୍ମୀ ଙ୍କ ର ବିଶେଷ କୃପା ରହିଥାଏ I ତେବେ କଣ ଆପଣ କେବେ ଚିନ୍ତା କରିଛନ୍ତି ଜଣେ ଧନୀ ଲୋକ ପ୍ରତି ମିନିଟ ରେ କେତେ ଟଙ୍କା ରୋଜଗାର କରିଥାନ୍ତି I ଦେଖିବାକୁ ଗଲେ ସେମାନେ ପ୍ରତି ମିନିଟ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି I

ଆଜି ଆମେ ଏପରି କିଛି ଲୋକଙ୍କ ସମ୍ପର୍କ ରେ କହିବାକୁ ଯାଉଛୁ ଯିଏ କି ପ୍ରତି ମିନିଟ ରେ ହଜାର ହଜାର ଲକ୍ଷ ଲକ୍ଷ ରୋଜଗାର କରିଥାନ୍ତି I

ଧୋନୀ
ଯେପରି କି ଆପଣ ଜାଣିଛନ୍ତି IPL ର ସିଜିନ ଚାଲିଛି ଏବଂ ଧୋନି ଚେନାଇ ସୁପର କିଙ୍ଗ ତରଫରୁ ଖେଳୁଛନ୍ତି ତେବେ ଧୋନି ଙ୍କ ର ଦେଖିବାକୁ ଗଲେ ପ୍ରତି ମିନିଟ ରେ 1,213 ଟଙ୍କା ରୋଜଗାର ଅଟେ I

ଅମୀର ଖାଁ
ଅମୀର ଖାଁ ଯିଏ କି ବର୍ଷ କୁ କେବଳ ଗୋଟେ ଫିଲ୍ମ ହିଁ କରିଥାନ୍ତି I ଏବଂ ମିସ୍ଟର ଫରଫେକ୍ଟ ନାମ ରେ ପରିଚିତ ତାଙ୍କ ର ପ୍ରତି ମିନିଟ ରେ ରୋଜଗାର 1,308 ଟଙ୍କା ଅଟେ I

ସଚିନ ତେନ୍ଦୁଲକର
ଭାରତୀୟ କ୍ରିକେଟ ଦଳ ର ସବୁଠାରୁ ଫେମସ ଓ ଲୋକପ୍ରିୟ କ୍ରିକେଟର ଭାବରେ ପରିଚିତ ସଚିନ ବର୍ତମାନ କ୍ରିକେଟ ରୁ ବିଦାୟ ନେଇଛନ୍ତି ତେବେ ବର୍ତମାନ ବି ଦେଖିବାକୁ ଗଲେ ତାଙ୍କ ର ବର୍ଷକ ର ରୋଜଗାର 1,569 ଟଙ୍କା ଅଟେ I

ଅକ୍ଷୟ କୁମାର
ଅକ୍ଷୟ କୁମାର ବଲିଉଡ଼ ର ଖିଲାଡୀ କୁମାର ଭାବରେ ପରିଚିତ ଅଟନ୍ତି ଏବଂ ବକ୍ସ ଅଫିସ ରେ ତାଙ୍କ ର ଫିଲ୍ମ ଭଲ ରୋଜଗାର କରିଥାଏ I ଦେଖିବାକୁ ଗଲେ ତାଙ୍କ ର ପ୍ରତି ମିନିଟ ରେ 1,869 ଟଙ୍କା ରୋଜଗାର ଅଟେ I

ବିରାଟ କୋହଲି
ଭାରତୀୟ କ୍ରିକେଟ ଦଳ ର ଅଧିନାୟକ ବିରାଟ ଙ୍କ ର ବି କଥା ଯଦି ଦେଖିବା ତ ପ୍ରତି ମିନିଟ ରେ ତାଙ୍କ ର 1,916 ଟଙ୍କା ରୋଜଗାର ଅଟେ I

ସାରୁଖ ଖାଁ
ବଲିଉଡ ର ସାରୁଖ ଖାଁ ଯାହାଙ୍କ ଉପରେ ଅନେକ ଝିଅ ଫିଦା ହେଇଥାନ୍ତି ତାଙ୍କ ର ବୟସ 52 ବର୍ଷ ଅଟେ ଏବଂ ତାଙ୍କ ର ପ୍ରତି ମିନିଟ ରେ ରୋଜଗାର 3,243 ଟଙ୍କା ଏତେ I

ସଲମାନ ଖାଁ
ସଲମାନ ଖାଁ ବି ବଲିଉଡ ରେ ବେଶ ପରିଚିତ ଅଟନ୍ତି ଏବଂ ତାଙ୍କ ଫିଲ୍ମ ଗୁଡିକ ବି ବକ୍ସ ଅଫିସ ରେ ଭଲ ରୋଜଗାର କରିଥାଏ I ଦେଖିବାକୁ ଗଲେ ତାଙ୍କ ର ପ୍ରତି ମିନିଟ ରେ ରୋଜଗାର 4,429 ଟଙ୍କା ଅଟେ I

ମୁକେଶ ଅମ୍ବାନୀ
ମୁକେଶ ଅମ୍ବାନୀ ଯିଏ କି ଆମ ଦେଶ ର ଜଣେ ସଫଳତା ବିଜ୍ନେସମ୍ୟାନ ଅଟନ୍ତି ତାଙ୍କ ର ପ୍ରତି ମିନିଟ ରେ ରୋଜଗାର 2.3 ଲକ୍ଷ ଏବଂ ଏକ ଘଣ୍ଟା ରେ 1.4 କୋଟି ଟଙ୍କା ଅଟେ I

ମାର୍କ ଜୁକରବର୍ଗ
ଫେସବୁକ ର ନିର୍ମାତା ମାର୍କ ଜୁକରବର୍ଗ ଙ୍କୁ କିଏ ବା ନ ଜାଣିଚି ଦେଖିବାକୁ ଗଲେ ତାଙ୍କ ର ପ୍ରତି ମିନିଟ ରେ ରୋଜଗାର 3.73 ଲକ୍ଷ ଅଟେ I

ବିଲ ଗେଟସ
ଦୁନିଆ ର ସବୁଠାରୁ ଧନୀ ବ୍ୟକ୍ତି ବିଲଗେଟସ ଙ୍କ କଥା ଯଦି ଦେଖିବା ତ ତାଙ୍କ ର ପ୍ରତି ମିନିଟ ରେ 5.91 ଲକ୍ଷ ରୋଜଗାର ଅଟେ I