ପ୍ରେମିକା ପାଁଇ ଘରୁ ଲୁଚି ଚାଲିଆସି ଥିଲେ ମୁମ୍ବାଇ, ଭାଗ୍ୟ ଚମକୀଲା ଆଉ ଗୋଟିଏ ହିଁ ଶୋରେ ରୋଜଗାର କଲେ ୮ ଲକ୍ଷ ଟଙ୍କା …

ଫିଲ୍ମ ଦୁନିଆ ରେ ପ୍ରେମ ଓ ଛାଡପତ୍ର ଏକ ସାଧାରଣ କଥା ଅଟେ I ତେବେ ବର୍ତମାନ ସମୟ ରେ ଟିଭି ଜଗତ ମଧ୍ୟ ବଲିଉଡ ଜଗତ ରୁ ପଛ ରେ ନାହିଁ I ଏପରି ଅନେକ ଟିଭି ଜଗତ ର ଅଭିନେତା ବେଶ ଲୋକପ୍ରିୟତା ମଧ୍ୟ ହାସିଲ କରିଛନ୍ତି I ଆଜି ଆମେ ଯେଉଁ ଅଭିନେତା ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ତାଙ୍କ ଗାର୍ଲଫ୍ରେଣ୍ଡ ଙ୍କ ପାଁଇ ନିଜ ଘର ଛାଡି ଆସିଥିଲେ ଓ ଆଜିକା ସମୟ ରେ ସେ ଏକ ସୋ ପାଁଇ 8 କୋଟି ଟଙ୍କା ନେଉଛନ୍ତି I

ତେବେ ଚାଲନ୍ତୁ ଏହି ଅଭିନେତା ଙ୍କ ବିଷୟ ରେ
ଯେଉଁ ଅଭିନେତା ଙ୍କ ବିଷୟ ରେ ଆଜି ଆମେ କହିବା କୁ ଯାଉଛୁ ସେ ଟିଭି ଜଗତ ର ଜଣେ ହ୍ୟାଣ୍ଡସମ ହିରୋ ଅଟନ୍ତି I ବର୍ତମାନ ସେ ଅଭିନୟ ଜଗତ ରେ ବେଶ ଲୋକପ୍ରିୟ ମଧ୍ୟ ଅଟନ୍ତି I ସେ ବିଗତ ଦିନ ରେ ଅନେକ ଟିଭି ସିରିଏଲ ରେ କାମ କରିସାରିଛନ୍ତି I କିନ୍ତୁ ଅଧିକ ଲୋକପ୍ରିୟତା ସେ ନାଗୀନ 3 ସିରିଏଲ ରୁ ହିଁ ହେଇଥିଲେ I ଏଥିରେ ତାଙ୍କ ର ଅଭିନୟ ଦର୍ଶକ ଙ୍କୁ ବେଶ ଅଧିକ ପସନ୍ଦ ଆସିଥିଲା I

ଏହା ପରେ ସେ ଟିଭି ର ଲୋକପ୍ରିୟ ସୋ ବେପନାହ ପ୍ୟାର ରେ ମୁକ୍ଷ୍ୟ ଭୂମିକା ରେ ଅଭିନୟ କରିଥିଲେ I ସେ ଟିଭି ଜଗତ ର ସବୁଠାରୁ ହ୍ୟାଣ୍ଡସମ ହିରୋ ରୂପେ ପରିଚିତ ଅଟନ୍ତି I ପାର୍ଲ ବି ଏକ ଇଣ୍ଟରଭିୟୁ ରେ ଏହା ମଧ୍ୟ କହିଛନ୍ତି କି ସେ ନିଜ ର ଜଣେ ଗାର୍ଲଫ୍ରେଣ୍ଡ ଙ୍କ ପାଁଇ ନିଜ ଘର ଛାଡି ଅସିଜାଇଥିଲେ I ଏବଂ ମୁମ୍ବାଇ ରେ ଅଭିନୟ ଜଗତ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I

ମୁମ୍ବାଇ ଆସିବା ପରେ ପାର୍ଲ ବି ଙ୍କ ର ଭାଗ୍ୟ ବଦଳି ଯାଇଥିଲା I ତାଙ୍କୁ ବଡ଼ ବଡ଼ ସୋ ରେ ଯୋଗ ଦେବାକୁ ଅନେକ ସୁଯୋଗ ମିଳିଥିଲା I I ଏହା ପରେ ସେ ସିରିଏଲ ନାଗୀନ 3 ରେ ଅଭିନୟ କରିଥିଲେ ଏଥିରୁ ସେ 8 କୋଟି ଟଙ୍କା ରୋଜଗାର କରିଛନ୍ତି I ଆଜିକା ସମୟ ରେ ସେ ଟିଭି ଜଗତ ର ଜଣେ ସୁପର ଷ୍ଟାର ହେଇଯାଇଛନ୍ତି I