ଏହା ତ ଆପଣ ଜାଣିଛନ୍ତି କି ବଲିଉଡ ଜଗତ ରେ ଦେଶୀ ଗାର୍ଲ ପ୍ରିୟଙ୍କା ଦୀର୍ଘ ଦିନ ତଳେ ଆମେରିକା ର ସିଙ୍ଗର ନିକ ଙ୍କୁ ବିବାହ କରି ବେଶ ଚର୍ଚା କୁ ଆସିଥିଲେ I ତେବେ ବିଗତ ଦିନ ରେ ତାଙ୍କ ର ପୋଷାକ ପିନ୍ଧିବା ର ଶୈଳୀ ରେ ମଧ୍ୟ ଅନେକ ପରିବର୍ତନ ଆସିଛି I ବିଗତ ଦିନ ରେ ପ୍ରିୟଙ୍କା ନିଜର ଡ୍ରେସିଂ ଶୈଳୀ କୁ ନେଇ ବେଶ ଚର୍ଚା କୁ ଆସିଛନ୍ତି I
ବର୍ତମାନ ସମୟ ରେ ପ୍ରିୟଙ୍କା ଙ୍କ ର ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଚି I ଯେଉଁଥିରେ ସେ ଏକ କଳା ରଙ୍ଗ ର ଡ୍ରେସ ପିନ୍ଧିଛନ୍ତି I ଏହି ଡ୍ରେସ ପିନ୍ଧିବା ଶୈଳୀ କୁ ନେଇ ସେ ବହୁତ ହଟ ଦେଖାଯାଉଛନ୍ତି I କିନ୍ତୁ ଭାରତୀୟ ପରମ୍ପରା ଅନୁସାରେ ଦର୍ଶକ ଙ୍କୁ ଏହା ପସନ୍ଦ ଆସିନାହିଁ I
ଏହି କାରଣ ରୁ ପ୍ରିୟଙ୍କା ଙ୍କ ର ଏହିପରି ଡ୍ରେସ ପିନ୍ଧିବା ଶୈଳୀ କୁ ନେଇ ଭାରତୀୟ ଦର୍ଶକେ ତାଙ୍କ ର ଅନେକ ସମାଲୋଚନା ମଧ୍ୟ କରିଛନ୍ତି I ଅନେକ ପ୍ରକାର ୟୁଜର ଅନେକ ପ୍ରକାର କମେନ୍ଟ ମଧ୍ୟ ଏହି ପୋଷ୍ଟ ରେ ସେୟାର କରିଛନ୍ତି I