IPL ପୁର୍ବରୁ BCCIର ବଡ଼ ନିଷ୍ପତି, ମୁମ୍ବାଇ ଇଣ୍ଡିଆନଙ୍କ ପାଇଁ ଆସିଲା ଖରାପ ଖବର, ହେଇଯିବ ଏତେ ବଡ କ୍ଷତି କି …

IPL ର ନିଲାମୀ ପ୍ରକ୍ରିୟା ସମାପ୍ତ ହେଇଯାଇଛି I ସବୁ ଟିମ ନିଜ ନିଜ ର ପସନ୍ଦ ର ଖେଳାଳି ଙ୍କୁ ନିଲାମୀ ମାଧ୍ୟମ ରେ ନେଇଯାଇଛନ୍ତି I 2020 IPL ପାଁଇ ମଧ୍ୟ ଖେଳ ର ସମୟ ଶୁଚି ନିର୍ଧାରିତ ହେଇଯାଇଛି I ଏହା ପୂର୍ବ ରୁ BCCI ଏକ ବଡ଼ ନିଷ୍ପତି ନେଇଛି I ଯାହା ଦ୍ୱାରା କି ମୁମ୍ବାଇ ଇଂଡିଆନ୍ସ ପାଁଇ ଏହା ସମସ୍ୟା ର କାରଣ ହେଇପାରେ I

ସମ୍ଭାବନା ରହିଛି କି ଏହି ଟୁର୍ନାମେଣ୍ଟ ଆଗାମୀ ବର୍ଷ 1 ଅପ୍ରେଲ ରେ ଆରମ୍ଭ ହେବ I ଯେପରି କି ଆପଣ ଜାଣିଛନ୍ତି IPL ଦୁନିଆ ର ସବୁଠାରୁ ଅଧିକ ଲୋକପ୍ରିୟ କ୍ରିକେଟ ଲିଗ ଅଟେ I ତେବେ 2020 ର IPL ଦୁନିଆ ର ସବୁଠାରୁ ବଡ଼ ଷ୍ଟାଡିୟମ ରେ ଆୟୋଜିତ ହେବ I ତେବେ ଏପରି କ୍ଷେତ୍ର ରେ ମୁମ୍ବାଇ ଇଂଡିଆନ୍ସ ପାଁଇ କିଛି ସମସ୍ୟା ରହିଛି I

ତେଣୁ ଏହି ବର୍ଷ ହେବାକୁ ଥିବା IPL ର ଫାଇନାଲ ମ୍ୟାଚ ମୁମ୍ବାଇ ର ୱାନଖେଡେ ଷ୍ଟାଡିୟମ ରେ ଆୟୋଜିତ ହେବାର ଥିଲା କିନ୍ତୁ ଗୁଜୁରାଟ ର ଅହମଦାବାଦ ରେ ବିଶ୍ୱ କପି ର ସବୁଠାରୁ ଷ୍ଟାଡିୟମ ପ୍ରସ୍ତୁତ ହେଇଯାଇଛି I ଏହି ଷ୍ଟାଡିୟମ 63 ଏକର ସ୍ଥାନ ରେ ରହିଛି I ସେଠାରେ 10 ହଜାର ଲୋକେ ବସିବା ର କ୍ଷମତା ରହିଛି I ଏବଂ ଏହି ଷ୍ଟାଡିୟମ ରେ ଖର୍ଚ୍ଚ ପ୍ରାୟ 700 କୋଟି ଟଙ୍କା ହେଇଚି I ଏହି ଷ୍ଟାଡିୟମ ରେ 10 ହଜାର ଲୋକେ ବସିବା ର ସୁବିଧା ରହିଛି I

BCCI ଅନୁସାରେ ମୁମ୍ବାଇ ରେ ଏହି ଫାଇନାଲ ମ୍ୟାଚ ରେ ହେବାକୁ ଥିବା ରୋଜଗାର ରେ ସମସ୍ୟା ଆସିପାରେ I ଏବଂ ଯାହା କି ମୁମ୍ବାଇ ଟିମ କୁ ମଧ୍ୟ କ୍ଷତି ହେଇପାରେ I ଯଦି BCCI ଏହି ନିଷ୍ପତି ରେ ଅଟଳ ରହିବ ତେବେ ନିଶ୍ଚିତ ରୂପେ ମୁମ୍ବାଇ ଟିମ ପାଁଇ ଏହା ସମସ୍ୟା ର କାରଣ ହେଇପାରେ I