ପୁରୁଷତ୍ୱ ବୃଦ୍ଧି କରିବା କ୍ଷେତ୍ର ରେ ଶିଳାଜିତ ହେଉଛି ଆୟୁର୍ବେଦିକ ଔଷଧ | ଏହାକୁ ସେବନ କରିବା ଦ୍ୱାରା ପୁରୁଷଙ୍କ ଠାରେ ଶକ୍ତି ସଂଚିତ ହେଇଥାଏ | ଶିଳାଜିତରୁ ମିଳୁଥିବା ଏକ ଉପାଦାନ ଗୁଡିକ ଶରୀରର ରକ୍ତ କୁ ସଫା ମଧ୍ୟ କରିଥାଏ | ଏହା ବ୍ୟତୀତ ଆଉ ଏକ ଜିନିଷ ଅଛି ଯାହା ପୁରୁଷତ୍ୱ ବୃଦ୍ଧି କରିବା କ୍ଷେତ୍ରରେ ଅଧିକ ଲାଭଦାୟକ ହୋଇଥାଏ |ଆଜି ଆମେ ସେହି ପତ୍ର ସମ୍ପର୍କରେ ଜାଣିବା ଯାହା ଶିଳାଜିତଠାରୁ ଅଧିକ ଶକ୍ତିଶାଳୀ |
ଆମେ ଏକ ଏମିତି ଗଛ ସମ୍ପର୍କରେ କହୁଛୁ ଯାହା ସମସ୍ତଙ୍କ ଘରେ ଥାଏ | ଏହି ତୁଳସୀ ଗଛ ସମସ୍ତଙ୍କ ଘରେ ଥାଏ |ଆୟୁର୍ବେଦ କ୍ଷେତ୍ର ରେ ତୁଳସୀ ଏକ ଔଷଧୀୟ ଗଛର ମାନ୍ୟତା ପାଇଛି | ତୁଳସୀ ପତ୍ର ସେବନ କଲେ ଅନେକ ସୁଫଳ ମିଳିଥାଏ |
ତୁଳସୀ ପତ୍ରର ଉପକାରିତା
1 .ପ୍ରତିଦିନ ସକାଳୁ ତୁଳସୀ ପତ୍ର ଖାଇଲେ ପୁରୁଷ ମାନଙ୍କୁ ଶାରୀରିକ କ୍ଷେତ୍ରରେ ଫୁର୍ତ୍ତି ଲାଗିବା ସହିତ କାର୍ଯ୍ୟ କରିବାପାଇଁ ମିଳିଥାଏ |
2 .ତୁଳସୀର ଆଣ୍ଟିବାଇଓଟିକ ଗୁଣ ଥିବାରୁ ଏହା ବିଭିନ୍ନ ପ୍ରକାର ରୋଗ ବିରୋଧରେ ଲଢ଼ିବାର କ୍ଷମତ ରଖିଥାଏ | ତୁଳସୀ ପତ୍ର ସହିତ ଅଦା ଗୋଲମରିଚ ଏବଂ ଲୁଣ ମିଶାଇ ସେବନ କଲେ କାଶ ଏବଂ ସର୍ଦି ଭଲ ହୋଇଯାଇଥାଏ |
3.ପ୍ରତିଦିନ ସକାଳୁ ତୁଳସୀ ପତ୍ର ଚୋବାଇ ଖାଇଲେ ମୂତ୍ର ସମ୍ବନ୍ଧୀୟ ସମାସ୍ୟା ଦୂର ହୋଇଥାଏ | ଏହା ମହିଳାମାନଙ୍କ ପିରିୟଡ଼ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଲାଭଦାୟକ ଅଟେ |