ରବିବାର ଦିନ କରି ଦିୟନ୍ତୁ ଏହି ଛୋଟିଆ କାମ, ଜୀବନର ଅନେକ ସମସ୍ୟା ହେଇଯିବ ଦୂର, ସୂର୍ଯ୍ୟଦେବ ହେବେ ଖୁସି

ପ୍ରତୋକ ମନୁଷ୍ୟ ଜୀବନ ରେ ଖୁସି ରେ ରହିବାକୁ ଇଚ୍ଛା କରିଥାଏ I ଏବଂ ଜୀବନ ରେ ଖୁସି ରେ ରହିବାକୁ ମନୁଷ୍ୟ ଦିନ ରାତି କଠିନ ପରିଶ୍ରମ କରିଥାଏ I ଯାହା ଦ୍ୱାରା ତାଙ୍କ ପରିବାର ଖୁସି ରେ ରହିବ I କିନ୍ତୁ ସର୍ବଦା ମନୁଷ୍ୟ ଜୀବନ ଖୁସି ରେ ରହିବ ଏହା ସମ୍ଭବ ହେଇ ନ ଥାଏ I ଜୀବନ ରେ ଆମ ର କିଛି ଭୁଲ କର୍ମ କୁ ନେଇ ସମସ୍ୟା ଉତ୍ପରଃନ ହେଇଥାଏ I ଯାହା ଦ୍ୱାରା ଆପଣ ଜୀବନ ଖୁସି ରେ ଅତିବାହିତ କରିବେ I

ଆଜି ଆମେ ରବିବାର ରେ କିଛି କୁ ପାଳନ କରିବା ବିଷୟ ରେ କହିବା I ଏହା ଦ୍ୱାରା ଆପଣ ଙ୍କ ଉପରେ ସୂର୍ଯ୍ୟ ଦେବ ଙ୍କ ର ବିଶେଷ କୃପା ମଧ୍ୟ ରହିଥାଏ I

ଆସନ୍ତୁ ଜାଣିବା କେଉଁ ଉପାୟ ଆପଣେଇବା ଜୀବନ ରେ ସବୁ ସମସ୍ୟା କୁ ଦୂର କରିବା
ଯଦି ଆପଣ ରବିବାର ସକାଳୁ କୌଣସି ମହତ୍ୱପୁର୍ଣ କାର୍ଯ୍ୟ ରେ ଘରୁ ବାହାର କୁ ଯାଉଛନ୍ତି ତେବେ ପ୍ରଥମେ ଗାଈ କୁ ରୁଟି ଖାଇବା କୁ ଦିଅନ୍ତୁ I ସମ୍ଭବ ହେଲେ ରବିବାର ଦିନ ରେ ଗାଈ କୁ ପୂଜା କରନ୍ତୁ I ଆପଣ ପ୍ରତୋକ କାର୍ଯ୍ୟ ରେ ସଫଳ ହେବେ I

ରବିବାର ଦିନ ଏକ ପାତ୍ର ରେ ଆପଣ ପାଣି ରଖି ସେଥିରେ କୁମକୁମ ପକାନ୍ତୁ ଏବଂ ବର ଗଛ ମୂଳ ରେ ଏହା କୁ ଅର୍ପଣ କରନ୍ତୁ I

ଯଦି ଆପଣ ରବିବାର ଦିନ ମାଛ ଙ୍କୁ ଅଟା ଗୁଳା କରି ଖାଇବା କୁ ଦେଉଛନ୍ତି ତେବେ ଜୀବନ ରେ ଅନେକ ଶୁଭ ପରିଣାମ ହାସିଲ ହେଇଥାଏ I ଏହା ଦ୍ୱାରା ଜୀବନ ର ଅନେକ ସଙ୍କଟ ଦୂର ହେବ I

ଯଦି ଆପଣ ଚାହୁଁଛନ୍ତି କି ଜୀବନ ରେ ଖୁସି ରେ ଜୀବନ ଅତିବାହିତ କରିବା କୁ ତେବେ ରବିବାର ଦିନ ଶୁଦ୍ଧ କସ୍ତୁରୀ କୁ ଏକ ହଳଦିଆ କପଡା ରେ ରଖି ଏହା କୁ ଆପଣ ନିଜ ଆଲମାରୀ ରେ ରଖି ଦିଅନ୍ତୁ I ଏହା ଦ୍ୱାରା ମଧ୍ୟ ଆପଣ ଜୀବନ ରେ ଅନେକ ଖୁସି ଅନୁଭବ କରିବେ I

ଯେପରି କି ଆପଣ ଜାଣିଥିବେ ରବିବାର ଦିନ ସୂର୍ଯ୍ୟ ଦେବ ଙ୍କ ପାଁଇ ଏହା ସମର୍ପିତ ଅଟେ I ଯଦି ଆପଣ ଏହି ଦିନ ବ୍ରତ ରଖୁଛନ୍ତି ତେବେ ରବିବାର ର ଏହି ବ୍ରତ ଆପଣ ବିନା ଲୁଣ ରେ କରିବା ଉଚିତ I

ମାନ୍ୟତା ଅନୁସାରେ ଜଣେ ବ୍ୟକ୍ତି ଯଦି ଏପରି କିଛି ନିୟମ କୁ ଆପଣେଇ ଜୀବନ ରେ ଆଗେଇ ଚାଲିବ ତେବେ ଜୀବନ ରେ କୌଣସି କିଛି ସମସ୍ୟା ରହିବ ନାହିଁ I କିନ୍ତୁ କିଛି ବିଶେଷ ସୂଚନା ଅଭାବ ରୁ ଲୋକେ ଏହି ସବୁ କିଛି ଉପାୟ କୁ ଆପଣେଇ ନ ଥାନ୍ତି I ଯାହା ଦ୍ୱାରା କି ନାନା ସମସ୍ୟା ର ସମୁଖୀନ ହେଇଥାନ୍ତି I ଏହି ସବୁ ନିୟମ କୁ ପୁରା ନିଷ୍ଠା ର ସହ ପାଳନ କରିବା କୁ ହେଇଥାଏ I