ସମୟ ପରିବର୍ତନ ଅନୁସାରେ ବ୍ୟକ୍ତି ଙ୍କ ର ଜୀବନ ରେ ଦୁଃଖ ରୁ ସୁଖ ରେ ପରିବର୍ତନ ହେଇଥାଏ I ଅନେକ ସମୟ ରେ ମନୁଷ୍ୟ ଜୀବନ ରେ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରିଥାଏ କିନ୍ତୁ ଜୋତିଷ ଶାସ୍ତ୍ର ଅନୁସାରେ ଏକ ନିର୍ଧାରିତ ସମୟ ପରେ ସେହି ବ୍ୟକ୍ତି ଙ୍କ ର ଜୀବନ ରେ ସୁଖଦ ସମୟ ମଧ୍ୟ ଆସିଥାଏ I ଗ୍ରହ ଙ୍କ ମଧ୍ୟ ରେ ରାହୁ କେତୁ ଙ୍କୁ ପାପୀ ଗ୍ରହ ବୋଲି ମାନ୍ୟତା ରହିଛି I ଏହି ଗ୍ରହ ଙ୍କ ର ଖରାପ ପ୍ରଭାବ ବ୍ୟକ୍ତି ଙ୍କ ର ଜୀବନ ରେ ନାନା ସମସ୍ୟା ଉପୁଯାଇଥାଏ I କିନ୍ତୁ ଏହି ଗ୍ରହ ଙ୍କ ର ଶୁଭ ଦୃଷ୍ଟି ଯେଉଁ ବ୍ୟକ୍ତି ଉପରେ ରହିଥାଏ ସେହି ବ୍ୟକ୍ତି ମାନେ ଜୀବନ ରେ ସୁଖଦ ସମୟ ଦେଇ ଗତି କରିଥାନ୍ତି I
ଜୋତିଷ ଗଣନା ଅନୁସାରେ ରାହୁ କେତୁ ଙ୍କ ର ସ୍ତିତି ବର୍ତମାନ ଶୁଭ ରହିଛି I ଏହି କାରଣ ରୁ କିଛି ରାଶି ର ଲୋକେ ନିଜ ର ଅଧୁରା କାର୍ଯ୍ୟ କୁ ପୁରା କରିପାରିବେ I
ଆସନ୍ତୁ ଜାଣିବା ରାହୁ କେତୁ ଙ୍କ ର ପ୍ରଭାବ କେଉଁ କେଉଁ ରାଶି ଉପରେ ରହିବ I
ମେଷ ରାଶି ର ଲୋକ ଙ୍କ ଉପରେ ରାହୁ କେତୁ ଙ୍କ ର ପ୍ରଭାବ ରହିବ I ଏହି ରାଶି ର ଲୋକ ଙ୍କ ର ଜୀବନ ରେ ସୁଖଦ ସମୟ ର ଆଗମନ ହେବ I ଅନେକ ଯୋଜନା ରେ ସଫଳ ହେବେ I ଆପଣ କିଛି ରଚନାତ୍ମକ କାର୍ଯ୍ୟ ରେ ସଫଳ ହେବେ I ଅଫିସ ଆଦି ରେ ସୁଖଦ ସମୟ ଦେଇ ଗତି କରିବେ I କୌଣସି ଦୂର ଯାତ୍ରା ର ଯୋଗ ରହିଛି I
ବୃଷ ରାଶି ର ଲୋକେ ଆଗାମୀ ସମୟ ରେ ଲାଭବାନ ହେବେ I ରାହୁ କେତୁ ଙ୍କ ର କୃପା ରୁ ଆପଣ ଙ୍କ ର ଧନ ପ୍ରାପ୍ତି ର ଯୋଗ ରହିଛି I କିଛି ନୂତନ ଆମଦାନୀ ବୃଦ୍ଧି ହେବ I ବିଦ୍ୟାର୍ଥୀ ବର୍ଗ ର ଲୋକେ ସଫଳ ହେବେ I ଆପଣ ନିଜ ର ଶତ୍ରୁ ଙ୍କୁ ପରାଜିତ କରିବେ I ଆପଣ କରିଥିବା ପ୍ରୟାସ ରେ ସଫଳ ହେବେ I
ବିଛା ରାଶି ର ଲୋକେ ଆଗାମୀ ସମୟ ରେ ଅତି ଉତ୍ତମ ସମୟ ଦେଇ ଗତି କରିବେ I ରାହୁ କେତୁ ଙ୍କ ର ଆଶ୍ରିବାଦ ପ୍ରାପ୍ତି ହେବ I କାର୍ଯ୍ୟ କ୍ଷେତ୍ର ରେ ପୁର୍ଣ ସହଯୋଗ ପ୍ରାପ୍ତି ହେବ I ଆପଣ ଆର୍ଥିକ କ୍ଷେତ୍ର ରେ ମଜବୁତ ହେବେ I ଆପଣ କରିଥିବା କୌଣସି ବଡ଼ ଯୋଜନା ରେ ସଫଳ ହେବେ I ନୂତନ ସୁଯୋଗ ପ୍ରାପ୍ତି କରିବେ I କିଛି ମହତ୍ବପୂର୍ଣ କାର୍ଯ୍ୟ ରେ ଅନୁଭବୀ ଲୋକ ଙ୍କ ର ପରାମର୍ଶ ନେବେ I
ଧନୁ ରାଶି ର ଲୋକେ ରାହୁ କେତୁ ଙ୍କ ର କୃପା ପ୍ରାପ୍ତି କରିବେ I କ୍ୟାରିୟର ରେ ଅନେକ ଉର୍ନତି କରିବେ I ଆପଣ ଆର୍ଥିକ କ୍ଷେତ୍ର ରେ ମଜବୁତ ହେବେ I ଆପଣ କରିଥିବା କୌଣସି ବଡ଼ ଯୋଜନା ରେ ସଫଳ ହେବେ I ଆପଣ ଙ୍କ ର ଅଧୁରା କାର୍ଯ୍ୟ ଶୀଘ୍ର ପୁରା ହେବ I ଆପଣ କୌଣସି ନୂତନ କାର୍ଯ୍ୟ କୁ ନେଇ ଉତ୍ସାହିତ ରହିବେ I କୌଣସି ମନ୍ଦିର ଓ ତୀର୍ଥ ସ୍ଥାନ ଯାତ୍ରା କରିବା ର ଯୋଗ ରହିଛି I
ମକର ରାଶି ର ଲୋକେ ଆଗାମୀ ସମୟ ରେ ଲାଭବାନ ହେବେ I ଆପଣ କରିଥିବା କୌଣସି ବଡ଼ ଯୋଜନା ରେ ସଫଳ ହେବେ I ବିଦ୍ୟାର୍ଥୀ ବର୍ଗ ର ଲୋକେ ସଫଳ ହେବେ I ବ୍ୟବସାୟ ରେ ସଫଳ ହେବେ I ରାହୁ , କେତୁ ଙ୍କ ର ଆଶ୍ରିବାଦ ପ୍ରାପ୍ତି ହେବ I କିଛି ଗରିବ ଲୋକ ଙ୍କ ର ସହଯୋଗ କରିପାରିବେ I
କୁମ୍ଭ ରାଶି ର ଲୋକେ ଆଗାମୀ ସମୟ ରେ ବିଶେଷ ଶୁଭ ସମୟ ଦେଇ ଗତି କରିବେ I ରାଜନୈତିକ କ୍ଷେତ୍ର ରେ ଶୁଭ ଫଳ ପ୍ରାପ୍ତି କରିବେ I ଇଚ୍ଛା ଅନୁସାରେ ସଫଳ ହେବେ I ପରିବାର ଲୋକ ଙ୍କ ସହ କୌଣସି ସମାରୋହ ରେ ଯୋଗ ଦେବେ I ଅଳ୍ପ ପରିଶ୍ରମ ରେ ଅଧିକ ସଫଳ ହେବେ I ଘରେ ସୁଖ ଓ ଷୋୖଭାଗ୍ୟ ପ୍ରାପ୍ତି ରହିବ I ଆମଦାନୀ ବୃଦ୍ଧି ହେବ I
ମୀନ ରାଶି ର ଲୋକେ ଆଗାମୀ ସମୟ ଅତି ଉତ୍ତମ ରହିବ I ପରିବାର ଲୋକ ଙ୍କ ର ଆବଶ୍ୟକତା କୁ ଆପଣ ପୁରା କରିବେ I ଜୀବନସାଥୀ ଙ୍କ ସହ ଉତ୍ତମ ସ୍ଥାନ ଯାତ୍ରା କରିବା ର ଯୋଗ ରହିଛି I ସନ୍ତାନ ପ୍ରାପ୍ତି ର ଯୋଗ ରହିଛି I ଆପଣ କରିଥିବା ଯୋଜନା ରେ ସଫଳ ହେବେ I କାର୍ଯ୍ୟ କ୍ଷେତ୍ର ରେ ସଫଳ ହେବେ I ଉଚ୍ଚ ଅଧିକାରୀ ଙ୍କ ର ସହଯୋଗ ପ୍ରାପ୍ତି ହେବ I ଘରେ ସୁଖ ଓ ଷୋୖଭାଗ୍ୟ ପ୍ରାପ୍ତି ରହିବ I ଆମଦାନୀ ବୃଦ୍ଧି ହେବ I