ଓଲିଉଡ଼ର ଖଳନାୟକ Raimohan Paridaଙ୍କ ଝିଅ କେତେ ସୁନ୍ଦର, ତାଙ୍କ ଝିଅଙ୍କ ବିଷୟରେ ଜାଣି ନ ଥିବେ ଏମିତି କଥା

ରାଇମୋହନ ପରିଡା ଫିଲ୍ମ ଜଗତ କୁ ଆସିବା ପୂର୍ବରୁ ଅଶ୍ରୁ ମୋଚନ ମହାନ୍ତି ଙ୍କ ସହ ମିଶି ତାରିଣୀ ଗଣନାଟ୍ୟ ରେ କାମ କରୁଥିଲେ ହଁ ଆପଣ ଠିକ ଶୁଣିଛନ୍ତି ସେ ତାରିଣୀ ଗଣନାଟ୍ୟ ନାଟକରେ ଖଳନାୟକ ରୂପେ ଅଭିନୟ କରୁଥିଲେ ଆଉ ସେ ଓଡ଼ିଆ ଫିଲ୍ମ ଜଗତରେ 1984 ମସିହାରେ ପାଦ ଦେଇଥିଲେ ଓ ତାଙ୍କର ପଥମ ଓଡ଼ିଆ ଫିଲ ଟି ଥିଲା ଗଙ୍ଗ ଶିଉଳି |

ଯାହାକି ଆଜିଠୁ ପ୍ରାୟ 35 ବର୍ଷ ତଳେ ଏଇ ଫିଲ୍ମ ଟି ତିଆରି ହୋଇଥିଲା| ତାହା ପରଠୁ ସେ ପ୍ରାୟ 70 ଟି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି ଖଳନାୟକ ଭାବରେ ରାଇମୋହନ ପରିଡା | ରାଇମୋହନ ପରିଡା ଙ୍କ ସ୍ତ୍ରୀ ଙ୍କ ନାମ ହେଲା ରଂଜିତା ପରିଡା ତାଙ୍କ ବାହାଘର ହୋଇଥିଲା 1986 ମସିହାରେ ରାଇମୋହନ ପରିଡା ସେ କେନ୍ଦୁଝର ଜିଲ୍ଲାର ଉଦୟ ପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ |

ଆଉ ସେ ବର୍ତମାନ ତାଙ୍କ ନୂଆଘରେ ଭୁବନେଶ୍ୱର ରେ ରହୁଛନ୍ତି | ସେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ଶିକ୍ଷା ଅନୁଷ୍ଠାନେ ବିଦ୍ୟା ଅର୍ଜନ କରିଥିଲେ ରାଇମୋହନ ପରିଡା ଙ୍କୁ ଆପଣ ଏକ ଖଳନାୟକ ରୂପେ ଦେଖି ଆସିଛନ୍ତି ଓଡ଼ିଆ ଫିଲ୍ମ ମାନଙ୍କରେ କିନ୍ତୁ ତାଙ୍କ ଅସଲି ଜୀବନରେ ସେ ଜଣେ ମହା ସାଧୁ ସନ୍ଥ ତାଙ୍କ 10 ଟି ଆଙ୍ଗୁଠିରେ 8 ଟି ମୁଦି ପିନ୍ଧିଥାନ୍ତି ଏହା ସେ କନକ ନ୍ୟୁଜ ର ଏକ ଇଣ୍ଟରଭ୍ୟୁ ରେ କହିଥିଲେ |

ଆଉ ଆପଣ ଜାଣିଛନ୍ତି ସେ ଜନ୍ମରୁ ଆଜି ପର୍ଯ୍ୟନ୍ତ ନା ସିଗାରେଟ ପିଛନ୍ତି ନା ମଦ କୁ ହାତ ଲଗାଇଛନ୍ତି ଆପଣ ଜାଣିନଥିବେ କି ରାଇମୋହନ ଙ୍କ ଏକ ମାତ୍ର ଝିଅ ଅଛି ଯିଏ କି ବର୍ତମାନ ଦିଲ୍ଲୀରେ ଚାଟର୍ଟ ଏକାଉଣ୍ଟାଣ୍ଟ ପାଇଁ ପଢୁଛନ୍ତି ତାଙ୍କ ଝିଅର ବୟସ 24 ବର୍ଷ କିନ୍ତୁ ସେ ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି |