ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ 2013 ମସିହାରୁ ରିଆଲିଟି ସୋ ରଜ କୁଇନ ଆରମ୍ଭ ହୋଇଥିଲା | ଆଉ ଏହି ରିଆଲିଟି ସୋ ମାଧ୍ୟମରେ ଓଡିଶାକୁ ବହୁତ ସାରା ଟ୍ୟାଲେଣ୍ଟେଡ ଆକ୍ଟର ମାନେ ମିଳିଛନ୍ତି | ହେଲେ ଏଇ ରିଆଲିଟି ସୋ ର ପ୍ରଥମ ସିଜିନ୍ ର ଉଇନର ବର୍ଷା ମୋହିନୀ ଦାସ | ଏବେ ପର୍ଯ୍ୟନ୍ତ କୌଣସି ଭି ସିରିଏଲ ରେ ଅଭିନୟ କରୁଥିବାର ନଜର ଆସିନାହାନ୍ତି |
ତେବେ ଫ୍ରେଣ୍ଡ୍ସ ବର୍ଷା ମୋହିନୀ ଦାସ ରଜ କୁଇନ ପ୍ରଥମ ସିଜିନ୍ 2013 ମସିହାର ଉଇନର ଥିଲେ ଓ ସେ ଉଇନର ହେବାପରେ ସେ ବିବାହ ବନ୍ଧନରେ ବାନ୍ଧିହୋଇଯାଇଥିଲେ | ତେବେ ସେ ବିବାହ ବନ୍ଧନରେ ବାନ୍ଧିହବାପରେ ସେ କୌଣସିଭି ଓଡ଼ିଆ ସିରିଏଲ ରେ କାମ କରି ନଥିଲେ | ତେବେ ତାଙ୍କୁ ବହୁତ ସାରା ଅଫର ମିଳିଥିଲେ ଭି ମଧ୍ୟ ସେ କୌଣସି ବି ଓଡିଆ ସିରିଏଲ ରେ ଅଭିନୟ କରିବାକୁ ମନା କରି ଦେଇଥିଲେ |
ଫ୍ରେଣ୍ଡ୍ସ ବର୍ଷା ମୋହିନୀ ଦାସ ଆପଣମାନେ ଜାଣିଥିବେ ସେ ଜଣେ ବହୁତ ଭଲ ଓଡିଶୀ ଡ୍ୟାନ୍ସର ଓ ବର୍ତମାନ ସମୟରେ ବର୍ଷା ମୋହିନୀ ଦାସ ବିବାହପରେ ଓଡିଶୀ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି | ସେ ନେସନାଲ ଲେବେଲ ରେ ବହୁତ ସାରା ପ୍ରାଇଜ ମଧ୍ୟ ପାଇଛନ୍ତି | ତ ବର୍ତମାନ ସମୟରେ ତାଙ୍କୁ ଆପଣମାନେ ପ୍ରାଥନା ଟିଭି ଚ୍ୟାନେଲ ରେ ଓଡିଶୀ ଡ୍ୟାନ୍ସ କରୁଥିବାର ଦେଖିଥିବେ |
ତାହେଲେ 2013 ମସିହାରେ ରଜ କୁଇନ ଜିତିଥିବା ବର୍ଷା ମୋହିନୀ ଦାସ କେବଳ 1 ଲକ୍ଷ ଟଙ୍କା ପାଇଥିଲେ ତାପରେ ତାଙ୍କୁ ଅନେକ ସାରା ସିରିଏଲ ରେ ଅଭିନୟ କରିବାପାଇଁ ସୁଯୋଗ ମିଳିଥିଲେ ମଧ୍ୟ ସେ ମନା କରି ଦେଇଥିଲେ ଓ ବର୍ତମାନ ସମୟରେ ବର୍ଷା ମୋହିନୀ ଦାସ ତାଙ୍କ ଶାଶୂଘରେ ବହୁତ ଖୁସିରେ ଥିବାର ନଜର ଆସିଛନ୍ତି |