ଚର୍ଚ୍ଚାରେ ରାଜା ଡି ଙ୍କର ‘ରାଜା ସାହିବା’, ଜୋରସୋର ରେ ଆଗେଇ ଚାଲିଛି ସୁଟିଙ୍ଗ …

ଫିଲ୍ମ ଟି ର ନାମ ରୁ ତ ଆପଣ ଏହା ଅନୁମାନ କରିପାରୁଥିବେ କି ଫିଲ୍ମ ଟି କେତିକି ଦମଦାର ହେଇଥିବ I ବର୍ତମାନ ର ଓଡ଼ିଆ ଫିଲ୍ମ ଜଗତ ରେ ବେଶ ଚର୍ଚା ର କାରଣ ପାଲଟିଛି ଏହି ଫିଲ୍ମ ରାଜା ସାହିବା I ଏହି ଫିଲ୍ମ ଟି ରେ ମୁକ୍ଷ୍ୟ ଅଭିନେତା ରୂପେ ଆପଣ ଅମ୍ଲାନ ଙ୍କ ପରି ଦମଦନ ହିରୋ ଙ୍କ ର ଆକ୍ସନ ଦେଖିବାକୁ ପାଇବେ I ଏବଂ ଫିଲ୍ମ ପରଦା ରେ ତାଙ୍କ ର ନାୟିକା ହେଉଛନ୍ତି ଶ୍ରଦ୍ଧା I ତେବେ ଏହି ଦୁହିଁଙ୍କ ର ଯୋଡି ଆଗାମୀ ସମୟ ରେ ଦର୍ଶକ ଙ୍କୁ ବେଶ ପସନ୍ଦ ଆସିବ I

ମିଳିଥିବା ସୂଚନା ଅନୁସାରେ ଏହି ଫିଲ୍ମ ଟି ର ସୁଟିଂ ଜାରି ରହିଛି I ଏବଂ ଫିଲ୍ମ ରେ ଅନ୍ୟାନ୍ୟ ଭୂମିକା ରେ ମନୋଜ ମିଶ୍ର ଓ ମିହିର ଦାସ ଙ୍କୁ ମଧ୍ୟ ଦେଖିବାକୁ ପଡିବ I ଏବଂ ଫିଲ୍ମ ନିର୍ଦେଶନା ଦାଇତ୍ୱ ରେ ଅଛନ୍ତି ରାଜା ଡି I

ରାଜା ଡି ଏହି ନାମ ଟି ବିଗତ କିଛି ଦଶନ୍ଧି ହେବ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ବେଶ ଚର୍ଚା ରେ ରହିଛି I ଏବଂ ରାଜା ଡିଙ୍କ ଦ୍ୱାରା ନିର୍ଦେଶିତ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ବେଶ ଲୋକପ୍ରିୟତା ମଧ୍ୟ ହାସିଲ କରିପାରିଛି I ତେଣୁ ଦର୍ଶକେ ରାଜା ଡି ଙ୍କ ଦ୍ୱରା ନିର୍ଦେଶିତ ଏହି ଫିଲ୍ମ ରାଜା ସାହିବା ର ଅପେକ୍ଷ୍ୟା ରେ ରହିଛନ୍ତି I

ତେବେ ଚାଲନ୍ତୁ ବିସ୍ତୃତ ରୂପେ ଆଲୋଚନା କରିବା ଫିଲ୍ମ ଟି ରେ କିଏ କେଉଁ ଦାଇତ୍ୱ ରେ ଅଛନ୍ତି I

ଫିଲ୍ମ – ରାଜା ସାହିବା
ଅଭିନେତା ଓ ଅଭିନେତ୍ରୀ – ଅମ୍ଲାନ ଓ ଶ୍ରଦ୍ଧା
ନିର୍ଦେଶକ -ରାଜା ଡି

ଏସୋସିଏଟ ଡ଼ାଇରେକ୍ଟର -ଆର ଅଂଶୁମାନ ଦାସ
କ୍ୟାମେରା – ଅକ୍ଷୟ କୁମାର ନାୟକ
ସିନେମୋଟୋଗ୍ରାଫି – ବିଶ୍ୱଜିତ କୁଳଡି
ପ୍ରଡକ୍ସନ ଡିଜାଇନର -ଦୀପକ କୁମାର ଜେନା
ଆର୍ଟ ଡ଼ାଇରେକ୍ଟର -ନବଘନ ଦଳେଇ
ଆସିଷ୍ଟାଣ୍ଟ ଡ଼ାଇରେକ୍ଟର -ଦେବ ଓ ଅମୀର
ଏଗଯୁକିଟିଭ ପ୍ରଡ୍ୟୁସର – ରିଙ୍କୁ
ପ୍ରଡ୍ୟୁସର – ଶ୍ରୀକାନ୍ତ ଦାସ
ପ୍ରଡକ୍ସନ ମ୍ୟାନେଜର -ରଘୁନାଥ ପଳେଇ
ସଂଗୀତ ନିର୍ଦେଶକ – ଆସ୍ଵାଦ ନିଯମ
କ୍ୟାମେରା ହବ – ଜିତେନ୍ଦ୍ର ସେଠୀ (ଡିଜିଟାଲ ଡ୍ରିମ)

ଲିରୀସ – ତପୁ ନାୟକ ଓ କୁମାର ଶ୍ରୀ
ପୋଷ୍ଟ ପ୍ରଡକ୍ସନ – ପନିକ୍ସ ଫିଲ୍ମ ଲ୍ୟାବ

ଡିଜିଟାଲ ପାର୍ଟନର – ଭି ଟ୍ୟୁନ , ଇନ୍ୟୁଜ ଓଡ଼ିଆ , ଓଡ଼ିଆନିଉଜ 24

ଖୁବ ଶୀଘ୍ର ଆଗାମୀ ସମୟ ରେ ଫିଲ୍ମ ଟି ଆପଣ ଙ୍କ ର ନିକତସଃ ପ୍ରେଖ୍ୟାଳୟ ରେ ରିଲିଜ ହେବାକୁ ଯାଉଛି I