୧୦୦ଟି ରାଣୀଙ୍କୁ ସନ୍ତୁଷ୍ଠ କରିବା ପାଇଁ ରାଜା ମାନେ କରୁଥିଲେ ଏହି କାମ, ଥରେ ଜାଣି ନିୟନ୍ତୁ ଆପଣଙ୍କ କାମରେ ଆସିପାରେ

ପ୍ରାଚୀନ କାଳ ରେ ଏକ ରାଜା ଙ୍କ ପାଖ ରେ 100 ରୁ ଅଧିକ ରାଣୀ ରହୁଥିଲେ I ଏହି ରାଣୀ ଙ୍କୁ ସନ୍ତୁଷ୍ଠ କରିବା କୁ ରାଜା କିଛି ଏପରି ଔଷଧ ର ସେବନ କରିଥାନ୍ତି I ଯାହା ଦ୍ୱାରା ରାଜା ଙ୍କ ର ଶରୀରର ଷ୍ଟାମିନା ବୃଦ୍ଧି ହେଇଥାଏ I ଏବଂ ଏହି ରାଜାମାନେ ଏହିପରି ଅନେକ ରାଣୀ ଙ୍କ ସହ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିପାରୁଥିଲେ I ଆଜି ଏହି ବିଷୟ ରେ ଆୟୁର୍ବେଦ ବିଜ୍ଞାନ ଅନେକ ପ୍ରଚେଷ୍ଟା ଜାରି ରଖିଛି I ତେବେ ଚାଲନ୍ତୁ ଜାଣିବା ରାଜା ମାନେ ଏପରି କେଉଁ ଜିନିଷ ର ସେବନ କରୁଥିଲେ ଯାହା ଦ୍ୱାରା ରାଜା ମାନେ ଅନେକ ରାଣୀ ଙ୍କୁ ସନ୍ତୁଷ୍ଠ କରିପାରୁଥିଲେ I

ଆୟୁର୍ବେଦ ବିଜ୍ଞାନ ଅନୁସାରେ ପ୍ରାଚୀନ କାଳ ରେ ରାଜା ଙ୍କ ପାଖ ରେ 100 ରୁ ଅଧିକ ରାଣୀ ରହୁଥିଲେ I ସେହି ସମୟ ରେ ଜେବିତ୍ରୀ , ଜାଇଫଳ , ଅଶ୍ଵଗନ୍ଧା , ଶିଳାଯିତ , ଧଳା ମୁସଲି ଆଦି ର ସେବନ କରିଥାନ୍ତି I ଏହି ସବୁ ଜିନିଷ ରେ ମିନେରାଲସ ଓ ଭିଟାମିନ ଆଦି ରହିଥାଏ I ଯାହା କି ଶରୀର ର ବ୍ଲଡ଼ ସ୍ରକୁଲେସନ , ଇମ୍ୟୁନିଟି ଓ ଟେସ୍ଟୋସ୍ଟେରନ ହର୍ମୋନ ରହିଥାଏ I ଏହା ଦ୍ୱାରା ଶରୀର ରେ ଷ୍ଟାମିନା ଅଧିକ ବୃଦ୍ଧି ହେଇଥାଏ I ଏହି ସବୁ ଫଳ ରେ ଅନେକ ଔଷଧୀୟ ପାଉଡର ରହିଥାଏ ଯାହା କି ବର୍ତମାନ ସମୟ ରେ ମଧ୍ୟ ଆୟୁର୍ବେଦ ଔଷଧ ରୂପେ ସହଜ ରେ ମିଳିପାରୁଛି I

ଏହି ଔଷଧ ର ସେବନ ପ୍ରତୋକ ଦିନ ରାତି ରେ ଶୋଇବା ପୂର୍ବ ରୁ ଗରମ ପାଣି କିମ୍ଭା କ୍ଷୀର ରେ ସେବନ କରିପାରିବେ I ଏହା ଦ୍ୱାରା ଶରୀର ରେ ଉର୍ଜା ର ସଂଚାର ହେଇଥାଏ I ଏବଂ ଶରୀର ରେ ଷ୍ଟାମିନା ବୃଦ୍ଧି ହେଇଥାଏ I ଏହା ଦ୍ୱାରା ଯୌନ ଦୁର୍ବଳତା ମଧ୍ୟ ଦୂର ହେଇଥାଏ I ଏବଂ ଶୀଘ୍ର ପତନ ପରି ସମସ୍ୟା ମଧ୍ୟ ଦୂର ହେଇଥାଏ I

ଯଦି ଆପଣ ଏହି ଔଷଧ ର ସେବନ ନିୟମିତ କରିଥାନ୍ତି ତେବେ ଆପଣ ଅଧିକ ବୟସ ରେ ମଧ୍ୟ ନିଜ ପାର୍ଟନର ଙ୍କୁ ଅଧିକ ସନ୍ଟୁଶ କରିପାରିବେ I ଏବଂ ବୈବାହିକ ଜୀବନ ଆନନ୍ଦମୟ ହେଇପାରିବ I ଏହା ଦ୍ୱାରା ଆପଣ ଙ୍କ ର ସବୁ ଶାରୀରିକ କମଜୋରୀ ଦୂର ହେଇଥାଏ I