ରାଣୀ ମୁଖାର୍ଜୀଙ୍କୁ ପଚରାଗଲା- କ୍ରିକେଟରେ ଆପଣ କେଉଁ ଖେଳାଳି ଙ୍କର ଫ୍ୟାନ ଅଟନ୍ତି, ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହେବେ

କଲିକତା ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ରେ ଭାରତ ଓ ବାଂଲାଦେଶ ସିରିଜ ରେ 46 ରନ ରେ ବାଂଲାଦେଶ ଟିମ ପରାଜିତ ହେଇଚି I ଏହା ଏକ ଐତିହାସିକ ରେକର୍ଡ ହେବାକୁ ଯାଉଛି I ଏବଂ ଭାରତୀୟ କ୍ରିକେଟ ଟିମ 2-0 ରନ ରେ ବିଜୟ ହାସିଲ କରିଛି I

ଏହି ଟେଷ୍ଟ ମ୍ୟାଚ ରେ ଭାରତୀୟ ଟିମ ର ବିଜୟ ପରେ ଲଗାତାର 4 ଗୋଟି ଟେଷ୍ଟ ଇନିଂସ ରେ ଟିମ ର ବିଜୟ ଦେଖିବା କୁ ମିଳିଛି I

ମିଳିଥିବା ସୂଚନା ଅନୁସାରେ କଲିକତା ରେ ଖେଳା ଯାଉଥିବା ଐତିହାସିକ ଟେଷ୍ଟ ମ୍ୟାଚ ରେ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଷ୍ଟାର ସ୍ପୋର୍ଟ୍ସ ଚାନେଲ ରେ ପହଂଚିଥିଲେ I ସେଠାରେ ସେ ନିଜ ର ଆଗାମୀ ଫିଲ୍ମ “ମର୍ଦନି – 2 ” ର ପ୍ରମୋସନ କରିବା କୁ ଯାଇଥିଲେ I

ଏଠାରେ ରାଣୀ ମୁଖାର୍ଜୀ ଚାନେଲ ର ଅଂକର ଜତିନ ସପରୁ ଙ୍କ ସହ ଖୁବ ମସ୍ତି କରିଥିଲେ I ଏବଂ ସେଠାରେ ରାଣୀ ମୁଖାର୍ଜୀ ଙ୍କୁ କିଛି ପ୍ରଶ୍ନ ମଧ୍ୟ କରାଯାଇଥିଲା I ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ର ଉତ୍ତର ବିଷୟ ରେ I

ଯତିନ ସପରୁ ରାଣୀ ମୁଖାର୍ଜୀ ଙ୍କୁ ପଚାରିଥିଲେ – କ୍ରିକେଟ ରେ ଆପଣ କେଉଁ ଖେଳାଳି ଙ୍କ ର ଅଧିକ ପ୍ରଶଂସା କରିଥାନ୍ତି I

ଏହା କୁ ନେଇ ରାଣୀ ମୁଖାର୍ଜୀ କହିଛନ୍ତି କି ସୁନୀଲ ଗାଭାସ୍କର I ସୁନୀଲ ଗାଭାସ୍କର ଙ୍କ ର ଖେଳିବା ର ଶୈଳୀ ରେ ମୁ ବିଶେଷ ରୂପେ ପ୍ରଭାବିତ ଅଟେ I ତାଙ୍କ ର ବ୍ୟାଟିଂ କରିବା ଷ୍ଟାଇଲ ମୋତେ ବହୁତ ପସନ୍ଦ ଲାଗେ I

ଏହା ପରେ ରାଣୀ ମୁଖାର୍ଜୀ ଙ୍କୁ ପଚରାଯାଇଥିଲା ବର୍ତମାନ ସମୟ ରେ କେଉଁ କ୍ରିକେଟର ଆପଣ ଙ୍କୁ ଅଧିକ ପସନ୍ଦ ?

ଏହା ର ଉତ୍ତର ରେ ରାଣୀ ମୁଖାର୍ଜୀ କହିଛନ୍ତି କି ବିରାଟ କୋହଲି , କାରଣ ବିରାଟ କୋହଲି ଙ୍କ ର ବିସ୍ଫୋଟକ ଅନ୍ଦାଜ ର ଖେଳ ପ୍ରଦର୍ଶନ ବେଶ ଚର୍ଚା ରେ ରହିଛି I

ବିରାଟ କୋହଲି ସର୍ବଦା ନିଜ ର ଜୋସ କୁ ନେଇ ପରିଚିତ ଅଟନ୍ତି I ଏବଂ ବିରାଟ କୋହଲି ଙ୍କୁ ଭାରତୀୟ ଟିମ ଅଧିକ ପସନ୍ଦ କରିଥାଏ I