ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ମାଗଣାରେ ମିଳିବ ଏହି ଜିନିଷ; ଭାରତର ପ୍ରତେକ ନାଗରିକ ଉଠନ୍ତୁ ଏହାର ଲାଭ

ରାସନ କାର୍ଡ ଦ୍ୱାରା ସରକାର ଙ୍କ ର ଯୋଜନା ଅନୁସାରେ ଲୋକେ ଗହମ ଚାଉଳ ଆଦି ର ସୁବିଧା କମ ମୂଲ୍ୟ ରେ ପାଇପାରିଥାନ୍ତି I ଏହି କାର୍ଡ ଯେଉଁ ବ୍ୟକ୍ତି ଙ୍କ ପାଖ ରେ ଥିବ ସେହି ଲୋକେ ସୁଲଭ ମୂଲ୍ୟ ରେ ଖାଉଟି ଜିନିଷ ର ଲାଭ ନେଇପାରିବେ I ଯାହା ଦ୍ୱାରା କି ଗରିବ ଶ୍ରେଣୀ ର ଲୋକେ ଏହା ର ଲାଭ ପାଇପାରୁଛନ୍ତି I

ଆପଣ ମଧ୍ୟ ଜାଣିଥିବେ ସାରା ଦେଶ ରେ ଏପରି ଅନେକ ନିୟମ ଲାଗୁ ରହିଛି I ଯାହା ଦ୍ୱାରା ଲୋକ ଙ୍କୁ ଫାଇଦା ପହଂଚି ପାରୁଛି I ତେଣୁ ମୋଦି ସରକାର ଯେଉଁ ନିୟମ ଲାଗୁ କରିଛନ୍ତି ଏହା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ I କିନ୍ତୁ କିଛି ଲୋକେ ନିଜ ର ବ୍ୟସ୍ତତା କୁ ନେଇ ସରକାର ଙ୍କ ର ଏହି ଯୋଜନା ରୁ ବଂଚିତ ହେଉଛନ୍ତି I

ରାସନ କାର୍ଡ କୁ ନେଇ ନୂଆ ଘୋଷଣା
ଯଦି ଆପଣ ଙ୍କ ପାଖ ରେ ରାସନ କାର୍ଡ ରହିଛି କିମ୍ଭା ଆପଣ ନୂଆ କରିବାକୁ ଯୋଜନା କରିଛନ୍ତି ତେବେ ଆପଣ ଏହି ଖବର ଟି ଶେଷ ପର୍ଯ୍ୟନ୍ତ ପଢନ୍ତୁ I ରାସନ କାର୍ଡ ଧାରକ ଙ୍କ ପାଁଇ ଏକ ବଡ଼ ଖୁସି ଖବର ଅଟେ I ଏହା ଦ୍ୱାରା ଭାରତୀୟ ନାଗରିକ ଙ୍କୁ ଏକ ନୂଆ ସୁବିଧା ମିଳିବ I

ରାସନ କାର୍ଡ ଥିବା ବ୍ୟକ୍ତି ଙ୍କୁ ଏହି ଜିନିଷ ମିଳିବ ମାଗଣା ରେ
ବର୍ତମାନ ର ସରକାର ଙ୍କ ର ଘୋଷଣା ଅନୁସାରେ ରାସନ କାର୍ଡ ଥିବା ଲୋକ ଙ୍କୁ ମାଗଣା ରେ ଗ୍ୟାସ ସିଲିଣ୍ଡର ମିଳିବ I ମୋଦି ସରକାର ଙ୍କ ର ନିର୍ଦେଶ ଅନୁସାରେ ପଦାଧିକାରୀ ଧୀରଜ ପ୍ରକାଶ ସବୁ ଡିଲର ଙ୍କ ସ୍ତର ରେ ଏକ ବୈଠକ କରିଥିଲେ I ସବୁ ରଙ୍ଗ ର କାର୍ଡ ଉପରେ ମାଗଣା ରେ LPG ଗ୍ୟାସ ମିଳିପାରିବ I