ରାସନ କାର୍ଡ଼ ଥିଲେ ମିଳିବ ଏତେ ଟଙ୍କା, ସରକାର କଲେ ବଡ ଘୋଷଣା, ଜାଣିଲେ ଖୁସିରେ ନାଚି ଉଠିବେ ଆପଣ…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ମୂଖ୍ୟମନ୍ତ୍ରୀ କଲେ ବଡ ଘୋଷଣା ରାସନ୍ କାର୍ଡ ଥିଲେ ମିଳିବ ୧ ହଜାର ସହାୟତା ରାଶି ଏହାକୁ ନେଇ ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ଆସନ୍ତି ଜାଣିବା ଯଦି ଆପଣଙ୍କ ପାଖରେ ରାସନ୍ କାର୍ଡ ଥିବା ତାହେଲେ ଆପଣଙ୍କୁ ମିଳିବ କି ନାହିଁ |

ଏବଂ ଯଦି ନ ମିଳିବ ତାହେଲେ ଆପଣ କଣ କଲେ ଆପଣଙ୍କୁ ଟଙ୍କା ମିଳିବ ଏବଂ ଯେଉଁମାନଙ୍କ ପାଖରେ ରାସନ୍ କାର୍ଡ ନଥିବେ ସେମାନଙ୍କୁ ଟଙ୍କା ମିଳିବ କି ନାହିଁ ଏହି ସବୁ ବିଷୟରେ ଜାଣିବା। ଦର୍ଶକ ବନ୍ଧୁ ରାସନ୍ କାର୍ଡ ଧାରୀଙ୍କ ପାଇଁ ରାଜ୍ୟ ସରକାର କଲେ ବଡ଼ ଘୋଷଣା ରାସନ୍ କାର୍ଡ ଧାରୀଙ୍କୁ ମିଳିବ କୋଭିଡ୍ ସହାୟତା।

ପ୍ରତ୍ୟେକ ରାସନ୍ କାର୍ଡ ଧାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ୧ ହଜାର ଟଙ୍କା ଯିବ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ କୋଭିଡ୍ ସହାୟତା ମିଳିବା ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ଏହାଦ୍ବାରା ରାଜ୍ୟରେ ୯୩% ପରିବାରର ୩ କୋଟି ୫୦ ଲକ୍ଷ ରାସନ୍ କାର୍ଡ ଧାରୀ ଉପକୃତ ହେବେ ଏଥିପାଇଁ ରାଜ୍ୟ ସରକାର ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଏହି ଟଙ୍କା ମିଳିବ। ସମସ୍ତ ୩୦ ଜିଲ୍ଲାର NFS ଓ SFC ହିତାଧିକାରୀ ଟଙ୍କା ପାଇବେ କୋଭିଡ୍ ୧୯ ପରିସ୍ଥିତି ପାଇଁ ପୁଣିଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି |

ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ଏଥିପାଇଁ BSKY କାର୍ଡକୁ ଏକ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ମଧ୍ୟ ଘୋଷଣା କରାଯାଇଛି।