ଫାସୀ ଦଣ୍ଡ ଦେବା ସମୟରେ କୈଦି ମାନଙ୍କ କାନରେ କଣ କହିଥାଏ ଜଲ୍ଲାଦ, ଆଉ ସକାଳ ସମୟରେ ହିଁ କଣ ପାଇଁ ଦିଆଯାଏ ଫାସି ଦଣ୍ଡ , ଜାଣନ୍ତୁ

16 ଡିସେମ୍ବର 2012 ରେ ଦିଲ୍ଲୀ ରେ ଏହିପରି ଏକ ଘଟଣା ଘଟିଥିଲା I ଯାହା ଶୁଣିବା ପରେ ପୁରା ଦେଶ ରେ ଲୋକେ ଏହା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ I କୋର୍ଟ ରେ ଏହି ଘଟଣା କୁ ନେଇ ଫାସୀ ଆବେଦନ କରାଯାଇଥିଲା I କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ବ୍ୟକ୍ତି ଙ୍କୁ ଫାସୀ ମିଳିନାହିଁ I ଏହି ଆରୋପି ଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ଜେଲ ରେ ରଖାଯାଇଛି I ଏହା ପୂର୍ବ ରୁ ଆତଙ୍କବାଦୀ କସାଵ , ଅଜମଲ ଗୁରୁ ପରି ଆରୋପି ଙ୍କୁ ଫାସୀ ଦିଆ ଯାଇଛି I ଏବଂ ଫାସୀ ଦେବା ର ସମୟ ସକାଳ ସମୟ ହିଁ ହେଇଥାଏ I

ଫାସୀ ପାଁଇ ଚୟନ ହେଇଥାଏ ସକାଳ ସମୟ
1983 ରେ ସୁପ୍ରିମ କୋର୍ଟ ସ୍ପଷ୍ଟ ରୂପେ ନିର୍ଦେଶ ଦେଇଛି କି ଭାରତ ରେ ରିଆରେଷ୍ଟ ଅଫ ଦି ରୟର ଅର୍ଥାତ ସଂଗୀତ ଅପରାଧୀ ଙ୍କୁ ଫାସୀ ଦିଆ ଯାଇଛି I ଭାରତ ରେ ଫାସୀ ର ଏକ ନିର୍ଧାରିତ ନିୟମ ରହିଛି ଯାହା କୁ ଜେଲ ର ସବୁ କାର୍ଯ୍ୟକର୍ତା ମଧ୍ୟ ପାଳନ କରିଥାନ୍ତି I ଫାସୀ ନିର୍ଣ୍ଣୟ ହେବା ପରେ ଡେଥ ୱାରେଣ୍ଟ ନିର୍ଣ୍ଣୟ ହେଇଥାଏ I କାହାରି କୁ ବି ଫାସୀ ଦେବା ସମୟ ରେ କିଛି ନିର୍ଧାରିତ ସମୟ ଓ ନିୟମ ପାଳନ କରାଯାଇଥାଏ I ବିନା ନିୟମ ରେ ଫାସୀ ପ୍ରକ୍ରିୟା ହେଇ ନ ଥାଏ I ଡେଥ ୱାରେଣ୍ଟ ଦ୍ୱାରା ଦୋଷୀ ଙ୍କୁ ଏହା କୁହାଯାଇଥାଏ କି ତୁମ କୁ ଫାସୀ ହେବ I ଡେଥ ୱାରେଣ୍ଟ ଆସିବା ପରେ ନୂଆ ଜେଲ କୁ ସିଫ୍ଟ କରାଯାଇଥାଏ I

ଫାସୀ ଦେବାର ସମୟ 6,7 ଓ 8 ଘଟିକା ସମୟ ରେ ହେଇଥାଏ I ସକାଳ ସମୟ ରେ ସବୁ କୈଦି ସୋଇଥାନ୍ତି ଏବଂ ଯେଉଁ କୈଦି ଙ୍କୁ ଫାସୀ ଦିଆ ଯାଇଥାଏ I ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ର ଅନ୍ତିମ ସଂସ୍କାର କରିବା କୁ ସଠିକ ସମୟ ପାଇଥାନ୍ତି I କୈଦି ଙ୍କ ର ପରିବାର ଲୋକ ଙ୍କୁ 10-15 ଦିନ ପୂର୍ବ ରୁ ସୂଚନା ଦିଆ ଯାଇଥାଏ କି ତାଙ୍କୁ ଫାସୀ ଦିଆ ଦିଆଯିବ I ଫାସୀ ସମୟ ରେ ମେଡିକାଲ ଅଫିସର , ଜେଲ ସୁପରିଟେଣ୍ଡେଣ୍ଟ ଓ ମାଜିଷ୍ଟ୍ରେଟ ଆଦି ଉପସ୍ଥିତ ରହିଥାନ୍ତି I ତାଙ୍କୁ ନୂଆ କପଡା ପିନ୍ଧା ଯାଇଥାଏ I ଏବଂ କୈଦି ଙ୍କ ର ଶେଷ ଇଚ୍ଛା ପଚରାଯାଇଥାଏ I ସେଠାରେ ପରିବାର ଲୋକ ଙ୍କୁ ତାଙ୍କୁ ଭେଟିବା କୁ ଦିଆ ଯାଇଥାଏ I ଫାସୀ ସମୟ ରେ ଜଲ୍ଲାଦ ମୃତକ ଙ୍କ ର କାନ ରେ ଯଦି ହିନ୍ଦୁ ବ୍ୟକ୍ତି ଥାଏ ତେବେ ରାମ ରାମ ଓ ମୁସଲିମ ବ୍ୟକ୍ତି ଥିଲେ ସଲାମ , ମୁ ମୋର କର୍ତବ୍ୟ ସମୁଖ ରେ ମଜବୂର ବୋଲି କହିଥାନ୍ତି I