ରାତା-ରାତି କ୍ଷୀର ପରି ଗୋରା ହେଇଯିବ ଶରୀର, ବାସ ଶୋଇବା ପୁର୍ବରୁ କରନ୍ତୁ ଏହି ଛୋଟିଆ କାମ

ପ୍ରତୋକ ବ୍ୟକ୍ତି ଏହା ଚାହିଁଥାନ୍ତି କି ସୁନ୍ଦର ଦେଖାଯିବା ପାଁଇ ଚେହେରା ର ସୁନ୍ଦରତା ଜରୁରୀ ଅଟେ I ନିଜ ର ସୁନ୍ଦରତା ପାଁଇ ଲୋକେ ଅନେକ ଦାମୀ କ୍ରିମ ବ୍ୟବହାର କରିଥାନ୍ତି I କିଛି କ୍ରିମ ର ଅନେକ ସାଇଡ ଇଫେକ୍ଟ ମଧ୍ୟ ରହିଥାଏ I ଆଜି ଆମେ ଏକ ଘରୋଇ ଫେସ ପ୍ୟାକ ବିଷୟ ରେ କହିବା କୁ ଯାଉଛୁ ଯାହା କୁ ଆପଣ ଘରେ ହିଁ କରିପାରିବେ I ଥଣ୍ଡା ଦିନ ରେ ଲୋକେ ନିଜ ଚେହେରା କୁ ସତେଜ ରଖିବା କୁ ଏହି ଉପାୟ କୁ ଆପଣେଇପାରିବେ I

ଆଜି ଆମେ ଆପଣ ଙ୍କୁ କିଛି ଏପରି ଘରୋଇ ଉପଚାର ବିଷୟ ରେ କହିବା କୁ ଯାଉଛୁ ଯାହା ଆପଣ ଙ୍କ ର ଚେହେରା କୁ କମ ସମୟ ରେ ଅଧିକ ସୁନ୍ଦର କରିପାରିବ I ଏବଂ ଏହି ଫେସ ପ୍ୟାକ ପ୍ରସ୍ତୁତ କରିବା ର ସବୁ ସାମଗ୍ରୀ ଆପଣ ସହଜ ରେ ବଜାର ରେ ପାଇପାରିବେ I

ଫେୟାରନେଶ ଲୋସନ
ଦହି ଆପଣ ଙ୍କ ତ୍ୱଚା ପାଁଇ ସବୁଠାରୁ ଉତ୍ତମ ହେଇଥାଏ ଏବଂ ଏହା ଆପଣ ଙ୍କ ର ତ୍ୱଚା କୁ ଗ୍ଲୋ କରିଥାଏ I

ଏହା କୁ ପ୍ରସ୍ତୁତ କରିବା କୁ ହେଲେ ଆପଣ ଏକ ଚାମଚ ଦହି , 3 ଚାମଚ ଅଲିଭ ତେଲ ଓ ଏକ ଚାମଚ ମହୁ ବ୍ୟବହାର କରିପାରିବେ I ସବୁ ଜିନିଷ କୁ ଭଲ କରିକି ମିକସ କରିବା ପରେ ଅଧ ଘଣ୍ଟା ଏହା କୁ ମୁହଁ ରେ ଲଗାଇ ରଖନ୍ତୁ I ଏବଂ 7 ଦିନ ବ୍ୟବହାର ପରେ ଆପଣ ଏହା ର ଫଳାଫଳ ଦେଖିପାରିବେ I

ମୁଲତାନି ମାଟି
ସେହିପରି ମୁଲତାନି ମାଟି ମଧ୍ୟ ଆପଣ ଙ୍କ ର ତ୍ୱଚା ପାଁଇ ବିଶେଷ ଲାଭକାରୀ ହେଇଥାଏ I ଅନେକ ବ୍ୟୁଟି ପ୍ରଡକ୍ଟ ଏହି ମୁଲତାନି ମାଟି ର ବ୍ୟବହାର ରେ ହେଇଥାଏ I

ଏହି ଫେସ ପ୍ୟାକ କରିବା କୁ ଆପଣ ଙ୍କୁ 4 ଚାମଚ ମୁଲତାନି ମାଟି , 5 ଚାମଚ ଗୋଲାପଜଳ , 2 ଛୋଟ ଚାମଚ ବାଦାମ ତେଲ I ଏକ ପାତ୍ର ରେ ଏହି ସବୁ କୁ ଭଲ କରିକି ମିଶାଇ ଚେହେରା ରେ ଲଗାନ୍ତୁ I ଏବଂ 10 ମିନିଟ ଲଗାଇ ଛାଡି ଦିଅନ୍ତୁ I ଏହା ପରେ ଆପଣ ଫରକ ଅନୁଭବ କରିପାରିବେ I

ଚନ୍ଦନ ତେଲ
ଚନ୍ଦନ ର ତେଲ ମଧ୍ୟ ତ୍ୱଚା ପାଁଇ ବିଶେଷ ଲାଭକାରୀ ହେଇଥାଏ I ଅନେକ ପ୍ରଡକ୍ଟ ରେ ଏହା ର ବ୍ୟବହାର କରାଯାଇଥାଏ I

ଏହା କୁ ଆପଣ ଚେହେରା ରେ ଲଗାନ୍ତୁ I ଦେଖିବେ ଏହା ଆପଣ ଙ୍କ ତ୍ୱଚା ପାଁଇ ବିଶେଷ ଲାଭକାରୀ ହେଇଥାଏ I ଅଧା ଚାମଚ ଚନ୍ଦନ ପାଉଡର , 4 ଚାମଚ ବାଦାମ ତେଲ , ଏକ ଚୁଟକୀ ଏବଂ ପ୍ରଥମେ ଏହି ବାଦାମ ତେଲ କୁ ଗରମ କରି ସେଠାରେ ସବୁ ଜିନିଷ ଭଲ କରିକି ମିକସ କରିବେ I ଏବଂ ଏହା କୁ ନିଜ ଚେହେରା ରେ ଲଗାଇବା ଦ୍ୱାରା ଚେହେରା ର ସବୁ ଦାଗ ଶୀଘ୍ର ଦୂର ହେଇଯିବ I