ଦେଶ ର ସବୁଠାରୁ ଧନୀ ବ୍ୟକ୍ତି ଅମ୍ବାନୀ ପରିବାର ସମ୍ପର୍କ ରେ ତ ଆପଣ ଜାଣିଥିବେ I ସେ ଦୁନିଆ ରେ ସବୁଠାରୁ ଅଧିକ ଧନୀ ଶ୍ରେଣୀ ର ବ୍ୟକ୍ତି ମଧ୍ୟ ରେ ଗଣତି ହେଇଥାନ୍ତି I ତାଙ୍କ ପାଖ ରେ ଏତେ ଧନ ରହିଛି କି ଆପଣ ବି କଳ୍ପନା କରିପାରିବେନାହିଁ I
ଯଦି ଏତେ ଟଙ୍କା ରହିଛି ତ ଜୀବନଶୈଳୀ ବି ସେହିପରି ବିଳାସପୁର୍ଣ ହେବା ସ୍ୱାଭାବିକ କଥା I ଅମ୍ବାନୀ ପରିବାର ପୂର୍ବ ରୁ ବି ନିଜ ର ବିଳାସପୁର୍ଣ ଜୀବନ ଜୀବିକା ପାଁଇ ଚର୍ଚା ରେ ରହିଥାନ୍ତି I
ତେବେ ଇତି ମଧ୍ୟ ରେ ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଭାଇରଲ ହେଇଚି ଆଉ ଏହା ହେଉଛି ନିତା ଅମ୍ବାନୀ ଙ୍କ ର ଲିପିସ୍ଟିକ ର ମୂଲ୍ୟ I ଖବର ଅନୁସାରେ ନିତା ଅମ୍ବାନୀ ଙ୍କ ର ଲିପିସ୍ଟିକ ର ଦାମ ଢେର ଅଧିକ ଦେଖିବା ଯଦି 39 ଲକ୍ଷ ଅଟେ I
ତେବେ ନିତା ଅମ୍ବାନୀ ଙ୍କ ର ଏହି ଲିପିସ୍ଟିକ ଖୁବ ସ୍ପେଶାଲ ଅଟେ କାରଣ ଏଥିରେ ସୁନା ଓ ଚାନ୍ଦି ବ୍ୟବହାର ହେଇଥାଏ ତେବେ ଏହି ଲିପିସ୍ଟିକ ର ମୂଲ୍ୟ ଯେତିକି ଜଣେ ସାଧାରଣ ଲୋକ ଦୁଇଟି ଘର କିଣିପାରିବ I
ଦେଖିବା ଯଦି ନିତା ଅମ୍ବାନୀ ଙ୍କ ର ଏକ ଚା କପ ର ମୂଲ୍ୟ 3 ଲକ୍ଷ ଟଙ୍କା ଅଟେ I ସେ କୌଣସି ସାଧାରଣ ବ୍ରାଣ୍ଡ ର ଚା ପିଅନ୍ତି ନାହିଁ ସେ ଏକ ଜାପାନୀ ବ୍ରାଣ୍ଡ ର ଚା ପିଇଥାନ୍ତି I ଏହି କମ୍ପାନୀ ର ଏକ ଚା କପ ର ମୂଲ୍ୟ 3 ଲକ୍ଷ ଟଙ୍କା ହେଇଥାଏ I ଦେଖିବାକୁ ଗଲେ ନିତା ଜଣେ ସାଧାରଣ ପରିବାର ର ଥିଲେ କିନ୍ତୁ ବର୍ତମାନ ତାଙ୍କ ର ସଉକ ଖୁବ ଅଧିକ I
ଆଉ ଯଦି ଦେଖିବା ତ ନିତା ଙ୍କ ପାଖ ରେ ଏକ ଶାଢ଼ୀ ର ଦାମ 40 ଲକ୍ଷ ଟଙ୍କା ଅଟେ I ଏହି ଶାଢ଼ୀ ର ନାମ ବିଭ ପଉଟି I ଏବଂ ଏହି ଶାଢ଼ୀ କୁ ରାଜା ରବି ବର୍ମା କରିଥିଲେ I
ଏହି ଶାଢ଼ୀ ଙ୍କୁ 36 ଜଣ ମହିଳା କାରିଗର ମିଶି ପ୍ରସ୍ତୁତ କରିଥିଲେ I ଯାହା ପାଖାପାଖି 8 କିଲୋ ଓଜନ ର ଅଟେ I