ରାତିରେ ପରିସ୍ରା କରିବାକୁ ଉଠିଲେ ବାପା ତ ଖୋଲା ଥିଲା ନାବାଳିକା ଝିଅର ଦୁଆର କବାଟ, ଯେତେବେଳେ ଭିତରକୁ ଦେଖିଲେ ତ …

ଜଣେ ପିତା ରାତି ରେ ଯେତେବେଳେ ଶୌଚ କରିବାକୁ ଉଠିଥିଲେ ତ ସେ ଦେଖିବାକୁ ପାଇଥିଲେ ତାଙ୍କ ର 17 ବର୍ଷ ର ଝିଅ ରୁମ ର ଦୁଆର ଖୋଲା ରଖିଥିଲା କିନ୍ତୁ ପିତା ଭିତର କୁ ଯାଇ ଦେଖନ୍ତି ତ ଭିତରେ ତାଙ୍କ ଝିଅ ନ ଥିଲା I ଏହା ପରେ ସେହି ବ୍ୟକ୍ତି ସଂଗେ ସଂଗେ ନିକଟ ରେ ଥିବା ଥାନା ରେ ଏକ ଲିଖିତ ଅଭିଯୋଗ ଆଣିଥିଲେ I

ଆମ୍ବିକାପୁର ର ଗାନ୍ଧୀ ନଗର ଥାନା ଅଂଚଳ ରେ ଯୁବତୀ ଙ୍କ ର ପିତା ସୁଭାଷ ନଗର ଥାନା ରେ ତାଙ୍କ ଯୁବତୀ ନିଖୋଜ ହେବାକୁ ନେଇ ଅଭିଯୋଗ ଦାଖିଲ କରିଥିଲେ I ରବିବାର ରାତି ରେ ଯେତେବେଳେ 3 ଘଟିକା ସମୟ ରେ ସେ ଶୌଚ କରିବା କୁ ଉଠିଥିଲେ ତ ତାଙ୍କ ଝିଅ ନିଜ ରୁମ ରେ ନ ଥିଲା I ଝିଅ ର ଦୁଆର ଖୋଲା ଥିଲା I

ଯୁବତୀ ଙ୍କ ର ପିତା ଯେତେବେଳେ ରୁମ କୁ ଯାଇଥିଲେ ସେତେବେଳେ ତାଙ୍କ ଝିଅ ରୁମ ରେ ନ ଥିଲା I ପରିବାର ଲୋକେ ପାଖ ପଡିସା ଘରେ ମଧ୍ୟ ଖୋଜିଥିଲେ କିନ୍ତୁ ଝିଅ କୁ ପାଇ ନ ଥିଲେ I

ପରିବାର ଲୋକ ଙ୍କ ର ଆରୋପ ଅନୁସାରେ ଝିଅ ତାଙ୍କ ଗ୍ରାମ ର ରାକେଶ ସିଦର ନାମ ଜଣେ ଯୁବକ ଙ୍କ ସହ ପଳାଇ ଯାଇଛି I ଉକ୍ତ ବ୍ୟକ୍ତି ଙ୍କ ର ଅଭିଯୋଗ ଅନୁସାରେ ଗାନ୍ଧୀ ନଗର ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି I