ଆଜି ଆମେ ଆପଣ ଙ୍କୁ ଏକ ଏପରି ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ କେବେ ସ୍ବପ୍ନ ରେ ସୁଦ୍ଧା କଳ୍ପନା କରି ନ ଥିବେ I ତେବେ ଆଜି ର ଏହି ଘଟଣା ଟି ଆପଣ ଙ୍କୁ ଆଶ୍ଚଯ୍ୟକର ଲାଗୁଥିଲେ ମଧ୍ୟ ସତ ଅଟେ I ଏଠାରେ ଆଜି ଆମେ ଆପଣ ଙ୍କୁ ଏପରି ଜଣେ ମହିଳା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହା ଙ୍କୁ ତାଙ୍କ ପତି ଖୁବ ମାଡ଼ ମାରିଛନ୍ତି I ତେବେ ଏହି ମହିଳା ଏପରି କଣ କରିଛନ୍ତି କି ଯାହା ଦ୍ୱାରା କି ତାଙ୍କ ପତି ତାଙ୍କୁ ମାଡ଼ ମାରିଛନ୍ତି I
ରାତି ପ୍ରାୟ ଦୁଇ ଘଟିକା ସମୟ ରେ ପତି ସୋଇଥିବା ସମୟ ରେ ବିଛଣା ତଳୁ କିଛି ଶବ୍ଦ ଶୁଣାଯାଇଥିଲା I ଏବଂ ଦେଖିବାକୁ ପାଇଥିଲେ କି ତାଙ୍କ ପତ୍ନୀ ଙ୍କ ସହ ଜଣେ ଅନ୍ୟ ପୁରୁଷ ସୋଇଥିଲେ I ତେବେ ଏହି ବ୍ୟକ୍ତି ମାଡ଼ ଖାଇବା ପରେ ଯାହା କହିଥିଲେ ସବୁ ଲୋକେ ମଧ୍ୟ ଆଶ୍ଚଯ୍ୟ ହେଇଯାଇଥିଲେ I ସୂଚନା ମୁତାବିକ ଉକ୍ତ ବ୍ୟକ୍ତି ତାଙ୍କ ପତ୍ନୀ ଙ୍କ ର ପ୍ରେମିକ ଥିଲା I ଏହା ଜାଣିବା ପରେ ଉକ୍ତ ବ୍ୟକ୍ତି ଖୁବ ରାଗିଯାଇଥିଲେ ଓ ଗ୍ରାମ ରେ ସବୁ ଲୋକ ଙ୍କୁ ଡକାଇ ଘଟଣା ବିଷୟ ରେ ଜଣାଇଥିଲେ I
ଏହି ଘଟଣା ଟି ବିହାର ର କଥାର ଜିଲ୍ଲା ର ଅଟେ I ଏହି ଗ୍ରାମ ର ଜଣେ ବ୍ୟକ୍ତି ଙ୍କ କହିବା ଅନୁସାରେ ଉକ୍ତ ମହିଳା 5 ଗୋଟି ସନ୍ତାନ ର ମା ଅଟନ୍ତି I ଏବଂ ତାଙ୍କ ର ପ୍ରେମ ସମ୍ବନ୍ଧ ମୋହମ୍ମଦ ଆସୀର ଙ୍କ ସହ ଥିଲା I ଥରେ ସେ ତାଙ୍କ ପତ୍ନୀ ଙ୍କୁ ଏପରି ହରକତ କରିବା ର ଦେଖିଥିଲେ ଓ ଚେତାବନୀ ମଧ୍ୟ ଦେଇଥିଲେ I କିନ୍ତୁ ଏହା ସତ୍ୱେ ମଧ୍ୟ ଉକ୍ତ ମହିଳା ତାଙ୍କ ପ୍ରେମୀ ଙ୍କୁ ସାକ୍ଷ୍ୟାତ କରୁଥିଲେ I ଏପରି କି ରାତି ରେ ନିଜ ପତି ଙ୍କ ପାଖ ରେ ନ ସୋଇ ତାଙ୍କ ପ୍ରେମୀ ଙ୍କ ପାଖ ରେ ଯାଇ ସୋଉଥିଲେ I
ତେଣୁ ମନସୁର ନାମ ଏହି ବ୍ୟକ୍ତି ଙ୍କ ର ପତ୍ନୀ ରାତି ରେ ଲୁଚିକି ତାଙ୍କ ପ୍ରେମୀ ଙ୍କୁ ଘର କୁ ଡାକୁଥିଲେ I ମଙ୍ଗଳବାର ରାତି ରେ ଫରିଦା ଙ୍କ ର ପ୍ରେମୀ ଆସୀର ତାଙ୍କୁ ଦେଖା କରିବାକୁ ଆସିଥିଲେ I ଏବଂ ଏହି ସମୟ ରେ ତାଙ୍କ ପତି ଅଚାନକ ଅସିଜାଇଥିଲେ I ପ୍ରେମୀ ଡରିକି ପଲଙ୍କ ତଳେ ଲୁଚି ଯାଇଥିଲେ I ଏବଂ ମନସୁର ଙ୍କୁ ନିଦ ଆସୁ ନ ଥିଲା ତେଣୁ ସେ ତାଙ୍କ ପତ୍ନୀ ଙ୍କ ପାଖ କୁ ଯାଇଥିଲେ ଓ ସେଠାରେ ଦେଖିବାକୁ ପାଇଥିଲେ ତାଙ୍କ ପତ୍ନୀ ଙ୍କ ସହ ତାଙ୍କ ପ୍ରେମୀ ମଧ୍ୟ ଅଛନ୍ତି I ଏହା ପରେ ଉଭୟ ଙ୍କୁ ଦୁଆର ଦେଇଦେଇଥିଲେ ଓ ଗ୍ରାମବାସୀ ଙ୍କୁ ଡାକିଥିଲେ I