ଋଷବ ପଂତଙ୍କ ଆଘାତ ପରେ ତାଙ୍କ ଜାଗାରେ ଦଳକୁ ଫେରି ପାରନ୍ତି ଏହି ଷ୍ଟାର ଵିକେଟ କିପର, ନାଁ ଜାଣିଲେ ଖୁସି ହରିଯିବେ ଆପଣ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରେ ଜାରି ରହିଛି ତିନି ଏକ ଦିବସୀୟ ମ୍ୟାଚ I ଏହା ର ପ୍ରଥମ ମ୍ୟାଚ ମୁମ୍ବାଇ ର ୱାନଖେଡେ ଷ୍ଟାଡିୟମ ରେ ଆୟୋଜିତ ହେଇଚି I ଏହି ମ୍ୟାଚ ରେ ଅଷ୍ଟ୍ରେଲିଆ ଟିମ ଭାରତ କୁ 10 ଵିକେଟ ରେ ପରାଜିତ କରିଛି I ଏହି ମ୍ୟାଚ ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା କିନ୍ତୁ ଖରାପ ଖେଳ ପ୍ରଦର୍ଶନ ଦେଖିବା କୁ ମିଳିଥିଲା I ତେବେ ଏହି ମ୍ୟାଚ ରେ ଋଷବ ଙ୍କୁ ଆଘାତ ମଧ୍ୟ ଲାଗିଛି I ଏବଂ ସେହି ସମୟ ରେ ସେ ଆଉଟ ମଧ୍ୟ ହେଇଛନ୍ତି I ବୋଲିଂ ସମୟ ରେ ଋଷବ ଙ୍କ ର ବ୍ୟାଟ ରେ ବଲ ବାଜିକି ତାଙ୍କ ର ହେଲମେଣ୍ଟ ରେ ବାଜିଥିଲା I ମୈଦାନ କୁ ଆଉ ଋଷବ ଫେରି ନ ଥିଲେ I ଏବଂ କେଏଲ ରାହୁଲ ଟିମ ଇଣ୍ଡିଆ ପାଁଇ ଵିକେଟ କିପର ରୂପେ ଖେଳିଥିଲେ I

BCCI ରୁ ମିଳିଥିବା ସୂଚନା ଅନୁସାରେ ଋଷବ ଆଘାତ ପାଇବା ପରେ ଆଉ କିଛି ଦିନ ପାଁଇ ସେ ମୈଦାନ କୁ ଓଲ୍ହାଇବା ସମ୍ଭବ ହେବ ନାହିଁ I ତେଣୁ ତାଙ୍କ ପରିବର୍ତେ ତାଙ୍କ ସ୍ଥାନ ରେ କେଏଲ ରାହୁଲ ଖେଳିବେ I କିନ୍ତୁ ସେ ଵିକେଟ କ୍ୱିପିଙ୍ଗ କରିବେ I

ତେବେ ଅନୁମାନ ଅନୁସାରେ ଦ୍ୱିତୀୟ ମ୍ୟାଚ ପାଁଇ ମଧ୍ୟ ଋଷବ ଉପଲବ୍ଧ ନାହାନ୍ତି I ତେଣୁ 34 ବର୍ଷୀୟ କ୍ରିକେଟର ଦୀନେଶ କାର୍ତିକ ଟିମ କୁ ଏଣ୍ଟ୍ରି କରିପାରନ୍ତି I କେଏଲ ରାହୁଲ ଟିମ ଇଣ୍ଡିଆ ରେ ଵିକେଟ କ୍ୱିପିଙ୍ଗ କରନ୍ତି ତେବେ ସେ କୌଣସି ଅନ୍ତରାଷ୍ଟ୍ରୀୟ ସ୍ତର ର କିପର ନୁହନ୍ତି I